• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ରାତ୍ରି ୦୭.୪୯ ଗତେ କନ୍ୟା । ତିଥି- ୫ମୀ ଦିବା ୧୦.୦୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୦୭.୪୯ ଗତେ ବୃଷ ରାଶି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୧.୦୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ 

ପ୍ରାତଃ-୦୫.୧୮ ରୁ ୦୬.୧୧
ଦିବା- ୦୯.୪୧ ରୁ ୧୧.୨୫
ସନ୍ଧ୍ୟା- ୦୭.୦୯ ରୁ ୦୯.୧୯
ରାତ୍ରି- ୦୧.୧୪ ରୁ ୦୨.୨୪
ରାତ୍ରି- ୦୩.୫୧ ରୁ ୦୫.୧୯

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ 

ରାହୁକାଳ- ଦିବା ୦୧.୩୦ ରୁ ୦୩.୦୮
କାଳବେଳା- ଦିବା ୦୩.୦୮ ରୁ ୦୪.୪୭
ବାରବେଳା- ଦିବା ୦୪.୪୭ ରୁ ୦୬.୨୫
କାଳରାତ୍ରି- ରାତ୍ରି ୧୧.୫୨ ରୁ ୦୧.୧୪

OTV is now on Whatsapp

Join and get latest news update delivered to you via whatsapp

Join Now