• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Crow CPR
ଅଚେତ କାଉକୁ CPR ଦେଇ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।

Student films women in Bengaluru college bathroom
ଇଞ୍ଜିନିୟରିଂ କଲେଜରେ ଚାଞ୍ଚଲ୍ୟ, ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରି ଛାତ୍ର ଗିରଫ

ବେଙ୍ଗାଲୁରୁରେ ଏକ କଲେଜରେ ଚାଞ୍ଚଲ୍ୟ । କଲେଜ ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଗିରଫ ।

congress
ଭରତପୁର କାଣ୍ଡ: ରାଜରାସ୍ତାରେ ବିଜେଡି, ପୋଲିସ ଉପରକୁ କଂଗ୍ରେସର ଅଣ୍ଡା-ଟମାଟୋ ମାଡ଼

ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ତେଜିଛି ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

abhishek bachchan inayat verma be happy first poster out
ବାପା-ଝିଅର କାହାଣୀ କହିବ 'ବି ହାପୀ'; ନିଆରା ଭୂମିକାରେ ଅଭିଷେକ ବଚ୍ଚନ

ଅଭିଷେକ ବଚ୍ଚନଙ୍କ ନୂଆ ଫିଲ୍ମ 'ବି ହାପୀ' ର ଫାଷ୍ଟ୍ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏହାର କାହାଣୀ ସିଙ୍ଗଲ୍ ଫାଦର ଏବଂ ତାଙ୍କ ଝିଅର ଅନନ୍ୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ।

 bharatpur case
ମେଜର ଓ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର ଘଟଣା; ବନ୍ଧାହେଲେ ୭ ରୋଡ୍ ରୋମିଓ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଘଟଣା । ମାମଲାରେ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

Modi
‘ମୋ ମା’ ରହୁଥିବା ଘର ଆପଣଙ୍କ କାର୍‌ଠୁ ବି ଛୋଟ’; ଓବାମାଙ୍କୁ କାହିଁକି ଏମିତି କହିଲେ ମୋଦି ?

୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।

Kalikesh Narayan Singh Deo elected NRAI President
ରାଷ୍ଟ୍ରୀୟ ରାଇଫଲ ସଂଘର ନୂଆ ଅଧ୍ୟକ୍ଷ କଳିକେଶ

ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ପୂର୍ବରୁ ସେ ଉପାଧ୍ୟକ୍ଷ ରହିଥିଲେ ।

Kejriwal
ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲ କାହିଁକି ଖେଳିଲେ ମାଷ୍ଟରଷ୍ଟ୍ରୋକ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ଏବଂ ଜନସାଧାରଣଙ୍କଠାରୁ ଏକ ନୂଆ ଜନାଦେଶ ମାଗିଛନ୍ତି। ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ।

Mukesh khanna recently criticized actors doing pan masala ad
ବିଜ୍ଞାପନ ନିର୍ମାତାମାନେ ମାଙ୍କଡ ନଚାଳି ହୋଇଯାଇଛନ୍ତି, ବଡ ବଡ ଷ୍ଟାର୍ ମାଙ୍କଡ଼ ନାଚ ପ୍ରଦର୍ଶନ କରୁଛନ୍ତି: ମୁକେଶ ଖାନ୍ନା

ମୁକେଶ ଖାନ୍ନା ତାଙ୍କ ଶବ୍ଦକୁ ବୁଲେଇ ବଙ୍କେଇ କୁହନ୍ତି ନାହିଁ। ବର୍ତ୍ତମାନ, ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଥିବା ଏକ ଭିଡିଓ ମାଧ୍ୟମରେ ଅଭିନେତା ପାନ ମସଲାର ବିଜ୍ଞାପନ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଉପରେ କଡା ଶବ୍ଦ ପ୍ରୟୋଗ କରିଛନ୍ତି।

Amar preet Singh
ବାୟୁ ସେନା ମୁଖ୍ୟ ହେଲେ ଏୟାର ମାର୍ଶଲ ଅମରପ୍ରୀତ ସିଂ

ଏବେ ବାୟୁ ସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ।

Tirupati laddu
କେମିତି ତିଆରି ହୁଏ ତିରୁପତି ଲଡ଼ୁ, କେଉଁଠୁ ଆସେ କଞ୍ଚା ମାଲ୍ ?

ବର୍ଷକୁ ୬୧୦୦ ଟନ୍‌ ଘିଅ, ୧୪ ଟନ୍‌ ଚିନି, ୯୨୦୦ ଟନ୍‌ ବେଙ୍ଗଲ ଗ୍ରାମ୍, ୪୬୮୦ ଟନ୍‌ର ସୋନା ମସୁର ଡାଲି ଏବଂ ଅନ୍ୟ ଉପାଦନ ଯେମିତିକି କାଜୁ, କିଶମିଶ, ଗୁଜୁରାତି, ବେସନ, ଇଲାଇଚି ଓ ସୂର୍ଯ୍ୟମୁଖୀ ତେଲ ।

pager blasts
ପେଜର୍‌ ବ୍ଲାଷ୍ଟର କେରଳ ଲିଙ୍କ ! କାହିଁକି ଚର୍ଚ୍ଚାରେ ‘ବାପ-ପୁଅ’ ?

ଲେବାନନ୍‌ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।

World Alzheimer's Day 2024
World Alzheimer's Day 2024 : ଆପଣ ସବୁ କଥା ଭୁଲି ଯାଉଛନ୍ତି କି...ହୋଇପାରେ ଏହି ରୋଗ, ଜାଣନ୍ତୁ ଘରୋଇ ଉପଚାର

ଭୁଲିଯିବା ସମସ୍ୟା, ଠିକ୍ ସମୟରେ କୌଣସି ଜିନିଷ କିମ୍ବା କାହାର ନାଁ ମନେ ନ ପଡିବା ଏହା ଏକ ସ୍ୱାଭାବିକ କଥା। କିନ୍ତୁ ଯଦି ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଏବଂ ଏହା ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ, ତେବେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ଏହା କିଛି ନ୍ୟୁରୋ-ସାଇକିଆଟ୍ରିକ୍ ସମସ୍ୟା ହେତୁ ମଧ୍ୟ ହୋଇପାରେ।

BMC Office
ଡ୍ରେନ୍‌ କାମ କଲାନି BMC, ଅଫିସ୍‌ ଭିତରେ ପଶି ପରିସ୍ରା କଲେ ଲୋକେ

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ଅଧରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ହୋଇପାରୁନାହିଁ ଡ୍ରେନ କାମ ।

Gold Price Today
Gold Price Today 20th September 2024: ପାର୍ବଣ ଋତୁରେ ବଢ଼ିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...

Gavisiddeshwara Swamiji
ଛାଡ଼ପତ୍ର ପାଇଁ କୋର୍ଟ ଆସିଥିଲେ ଦମ୍ପତି; ଜଜ୍‌ କହିଲେ, ପ୍ରଥମେ ସ୍ୱାମିଜୀଙ୍କୁ ଭେଟ...

ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।

atishi-marlena
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି; ସମ୍ଭାଳିବେ ଦିଲ୍ଲୀ ଶାସନ ଗାଦି

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି।

Pager Blast
ପେଜର୍ ବ୍ଲାଷ୍ଟ ପରେ ମନରେ ଡର, କାଳେ ବ୍ଲାଷ୍ଟ ହୋଇଯିବ କି ମୋବାଇଲ !

ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍‌ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।

Husband Wife Bike Thief
ସ୍ୱାମୀ-ସ୍ତ୍ରୀ ମିଶି ଚୋରି କରୁଥିଲେ ବାଇକ୍‌, ଟେର୍‌ ପାଉନଥିଲା ପୋଲିସ !

ଦଶପଲ୍ଲା ଥାନା ପରିସରରେ ଚୋରା ବାଇକର ସମ୍ଭାର । ଜବତ ହୋଇଛି ୩୦ରୁ ଅଧିକ ଚୋରା ବାଇକ୍  ।

Balasore Flood
କମିଛି ବର୍ଷା-କମିନି ଦୁର୍ଦ୍ଦଶା, ସୁଧୁରିବାକୁ ଲାଗିବ ୧୦ ଦିନ..!

ଡଙ୍ଗା ସହାୟତାରେ ଚାଲିଛି ରେସ୍କ୍ୟୁ । ଆଣ୍ଠୁଏ ଉଚ୍ଚର ପାଣିରେ ‘ଜୀବନ’ ପାଇଁ ସଂଘର୍ଷ ।

Pension
ଭତ୍ତା ପାଇଁ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ୭୦ ବର୍ଷିୟା ବୃଦ୍ଧା

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍ ମୁହାଁ ବୃଦ୍ଧା । ବୟସାଧିକ କାରଣରୁ ଚାଲିନପାରିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ସୂଚନା  ।

Soumya Patnaik
ଭରତପୁର ଥାନା ଘଟଣାରେ ବିଜେଡିକୁ ଟାର୍ଗେଟ କରିଛନ୍ତି ସୌମ୍ୟ

ଗତକାଲି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଦିନ ତମାମ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିବା ସୂଚନା ମିଳିଛି।

Road Romeo
ସାମ୍ନାକୁ ଆସିଲା ରୋଡ ରୋମିଓଙ୍କ ଭିଡିଓ, ମେଜର ଓ ଯୁବତୀଙ୍କ ସହ କରିଥିଲେ ଦୁର୍ବ୍ୟବହାର !

ବିଚ୍ ରାସ୍ତାରେ ଚାଲିଥିଲା ଟଣା ଓଟରା । କଥା କଟାକଟି ସହ ପ୍ରବଳ ଧସ୍ତାଧସ୍ତି ।

Panchang
Panchang Today 21st September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

How to reset the defrost button in refrigerator 3 easy steps to follow
Tips and Tricks: ବାଉଳାରେ ଚାପିହେଇଗଲା କି ରେଫ୍ରିଜରେଟର ଡିଫ୍ରୋଷ୍ଟ ବଟନ୍; ଠିକ୍ କରିବାର ୩ ଷ୍ଟେପ୍

ରେଫ୍ରିଜରେଟରରେ ଏକ ଡିଫ୍ରୋଷ୍ଟ ବଟନ୍ ଥାଏ। ବେଳେବେଳେ ଏହି ବଟନ୍ ବାଉଳାରେ ଦାବି ହୋଇଯାଏ କିମ୍ବା ପିଲାମାନେ ଏହାକୁ ଦଦେଇ ଦିଅନ୍ତି। ତା’ପରେ ଏହାକୁ ଠିକ୍ କରିବା ଦରକାର।