• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Officers
କ’ଣ ପାଇଁ ଗୋଟିଏ ଜାଗାରେ ଗାଦିମାଡ଼ି ବସିଛନ୍ତି ସରକାରୀ ବାବୁ ?

​​​​​​​ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ ।

BJP Politics
୬ ମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ, କିନ୍ତୁ ଛିଡୁନି ଅଙ୍କ

ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ ।

Lord Jagannath
ଖୋଲିଲା ଚାରି ଦ୍ୱାର, ଶ୍ରୀଜୀଉଙ୍କୁ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଲେ ସାଧାରଣ ଶ୍ରଦ୍ଧାଳୁ

ନୂଆ ସରକାର ଆସୁ ଆସୁ ଖୋଲିଦିଆଗଲା ଶ୍ରୀମନ୍ଦିରର ୪ ଦ୍ବାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପସ୍ଥିତିରେ ଖୋଲିଲା ୪ ଦ୍ବାର ।

NSA Ajit Doval
ଅଜିତ ଡୋଭାଲ ଓ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଉଭୟଙ୍କ କାର୍ଯ୍ୟକାଳ ଜୁନ ୧୦ରୁ ଆରମ୍ଭ ହୋଇସାରିଛି।

Accident
ରାଜଧାନୀ ରାସ୍ତାରେ ସିରିଜ୍ ଦୁର୍ଘଟଣା, ଏକାଧିକ କାର୍‌କୁ ପଛରୁ ପିଟିଲା ଟ୍ରକ୍

ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ ।

Love Story
ଫେସବୁକରୁ ଦେଖା, ବେଦୀରେ ବାହାଘର: ନିଆରା ପ୍ରେମକୁ ନେଇ ଚର୍ଚ୍ଚା ଜୋର

ଫେସବୁକରୁ ଆରମ୍ଭ ହୋଇଥିଲା ଏହି ଦୁଇ ପ୍ରେମପକ୍ଷୀ ଦୟାଲ ଓ ବିରଜାଣି ପ୍ରେମ କାହାଣୀ। ପ୍ରଥମେ ଚାଟିଂ ଓ ପରେ ଭିଡିଓ କଲ କରି ଉଭୟ ନିଜ ହୃଦୟର ସ୍ପନ୍ଦନ ଶୁଣନ୍ତି। ନିଜ ଠରାଠରି ଭିତରେ ସାତଜନ୍ମର ସାଥୀ ହେବାକୁ କଥା ଦେଇଥିଲେ।

Mohan Majhi
'ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ'

ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Ice Cream
ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି । ମୁମ୍ବାଇରେ ଘଟିଛି ଏହି ଘଟଣା ।

Temperature
ଏଥର ଗମ୍‌ଗମ୍‌ ରଜ ! ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ।

Odisha Election
ମିଳିଲା ଜାମିନ୍; ଜଗଦ୍ଦେବ କହିଲେ, ଚକ୍ରାନ୍ତ କରି ଗିରଫ କରିଥିଲେ

ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି ।

NEET Exam
ନିଟ୍ ପରୀକ୍ଷାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ୍, କହିଲେ ..

NEET ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପେପର ଲିକ୍ ହୋଇନି । ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାର ଓ NTA ପ୍ରତିବଦ୍ଧ ।

Billionaire ministers
ମୋଦି ୩.୦ ସରକାରରେ କୋଟିପତି ମନ୍ତ୍ରୀ; ଜାଣନ୍ତୁ କିଏ ସବୁଠାରୁ ବେଶି ଧନୀ 

ସାରା ଦେଶରୁ ୭୨ ଜଣ ନେତା ମୋଦି ୩.୦ ସରକାରରେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବାବେଳେ ଏଥିରୁ ୯୯ ପ୍ରତିଶତ ହେଉଛନ୍ତି କୋଟିପତି । ଏମାନଙ୍କ ମଧ୍ୟରୁ ୫ ଜଣ ୧୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ।

Naveen Niwas
କ୍ଷମତା ଯିବା ପରେ ହଟିଲା ସୁରକ୍ଷା ବ୍ୟବସ୍ଥା, ବଦଳିଲା ନବୀନ ନିବାସର ଚିତ୍ର

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ଅପସାରଣ ହେଉଛି ସୁରକ୍ଷା ବ୍ୟବସ୍ଥା । ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି ।

Salman Khan
ଗୁଳିମାଡ଼ ଘଟଣାରେ ସଲମାନ ଖାନଙ୍କ ବୟାନ୍ ରେକର୍ଡ, କହିଲେ...

ଗତ କିଛିଦିନ ତଳେ ସଲମାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍‌ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

Chief Ministers Mohan Majhi
ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ; କହିଲେ, ୫ ବର୍ଷରେ ୫୦ ବର୍ଷର ବଳକା କାମ ହେବ

ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଭଲମନ୍ଦ ବୁଝିବା ସହ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ।

NEET UG 2024
NEET ବିବାଦ: ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ, ପୁଣି ହେବ ପରୀକ୍ଷା

୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କଲେ ସୁପ୍ରିମକୋର୍ଟ । ପୁଣି ହେବ NEET ପରୀକ୍ଷା । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା ।

Kuwait Building Fire
କୁଏତରେ ଭୟାବହ ଅଗ୍ନିକାଣ୍ଡ: ବଢିଲା ମୃତ୍ୟୁ ସଂଖ୍ୟା, ୪୦ ଭାରତୀୟଙ୍କ ସମେତ ୫୦ରୁ ଅଧିକ ଜଳିଗଲେ

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ୫୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଛନ୍ତି ୪୦ ଭାରତୀୟ । ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Who Gets Which Ministry
ବଢ଼ି ଚାଲିଛି କଳ୍ପନାଜଳ୍ପନା: ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କି ବିଭାଗ ?

ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଶାସନ। ଏବେ ପାଳି, ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନର । ସବୁଠି ଚର୍ଚ୍ଚା ଯେ, କାହାକୁ ମିଳିବ କେଉଁ ବିଭାଗ ?

ICC Mens T20 World Cup 2024
ସୂର୍ଯ୍ୟ-ଦୁବେଙ୍କ ଦମ୍‌ଦାର୍‌ ଇନିଂସ; ଆମେରିକାକୁ ୭ ୱିକେଟ୍‌ରେ ହରାଇଲା ଭାରତ 

ଆମେରିକାକୁ ୭ ୱିକେଟ୍‌ରେ ହରାଇଲା ଭାରତ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି। 

How to use hibiscus flower on hair for hair growth and black
Hair Care Tips: ଘରେ ତିଆରି କରନ୍ତୁ ମନ୍ଦାର ଫୁଲ ତେଲ; ଚୁଟିରେ ମାରିଲେ ଝଡ଼ିବ ନାହିଁ କି ପାଚିବ ନାହିଁ

ଚୁଟିର ଯତ୍ନରେ ବିଭିନ୍ନ ପ୍ରକାର ଫୁଲ ଏବଂ ପତ୍ରର ମଧ୍ୟ ବହୁତ ପ୍ରଭାବ ପଡିଥାଏ। ନିମ ପତ୍ର, ତୁଳସୀ ପତ୍ର ଏବଂ ଅଁଳା ଏବଂ ଇଠା ପରି ଜଡିବୁଟି ମଧ୍ୟ ଚୁଟିରେ ବହୁଳ ଭାବରେ ବ୍ୟବହୃତ ହୁଏ। କିନ୍ତୁ, ଆପଣ ଜାଣନ୍ତି କି ମନ୍ଦାର ଫୁଲ ମଧ୍ୟ ଚୁଟି ଉପରେ ଚମତ୍କାର ପ୍ରଭାବ ପକାଇଥାଏ। ଏହା ଚୁଟି ଯତ୍ନ ନେବାରେ ଅନେକ ପ୍ରକାରର ଲାଭ ଦେଇଥାଏ।

Lord Jagannath Temple
ଅପେକ୍ଷାର ଅନ୍ତ ଘଟିଲା, ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର ।

Educational Qualification
ମୋଦି ସରକାର ୩.୦: ଜାଣନ୍ତୁ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ...

ତୃତୀୟ ପାଳିରେ ମୋଦି ସରକାର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । 4 ଗୁରୁତ୍ବପୂର୍ଣ୍ଣ ବିଭାଗରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ଆପଣ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଛନ୍ତି କି ?  ତେବେ ଚାଲନ୍ତୁ ଜାଣିବା କିଛି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା।

Mohan Majhi
ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

ଓଡ଼ିଶା ରାଜନୀତିରେ ନୂଆ ଯୁଗ। ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ।

Mohan Majhi on Srimandir
ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଅନ୍ୟପକ୍ଷରେ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଧାନ MSP ୩୧ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Mohan Charan Majhi
ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଲା କେନ୍ଦୁଝର ଜିଲ୍ଲାର ରାଇକଳା । ମୁଖ୍ୟମନ୍ତ୍ରୀ ସାଜି ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବିଧାତା ମୋହନ । ଗୁରୁଜୀରୁ ସିଏମ୍ ଭଳି ଗୁରୁଦାୟିତ୍ବ ଯାଏଁ ମୋହନଙ୍କ ସଂଘର୍ଷମୟ ଯାତ୍ରା ।