• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Asish Singh
ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ECIଙ୍କ ନିର୍ଦ୍ଦେଶ

ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।

PM Modi
କାଲିଠୁ ମୋଦିଙ୍କ ତୃତୀୟ ଇନିଂସ; ଦିଲ୍ଲୀରେ ହାଇଆଲର୍ଟ

ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି। ଶପଥ ସମାରୋହରେ ସାମିଲ ହେବେ ଦେଶ ବିଦେଶର ଅତିଥି।

Prasanna Patasani
ଖୁବଶୀଘ୍ର ବିଜେପିରେ ମିଶିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱରରୁ ୫ ଥର ସାଂସଦ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ରୁ ୨୦୧୯ ଯାଏ ସେ ସାଂସଦ ଥିଲେ ।

Umakanta Samantaray
ଏହି କାରଣରୁ ହାରିଲେ ପୂର୍ବତନ ବିଧାୟକ ଉମା ସାମନ୍ତରାୟ; ଦେଲେ ବିସ୍ଫୋରକ ବୟାନ..

ବାଧ୍ୟ କରାଯାଇ ସତ୍ୟବାଦୀରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଇ ଦିଆଯାଇଥିଲା ।ସେ ଚାରି ଚାରିଥର ସତ୍ୟବାଦୀ ନଛାଡ଼ିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇ ବ୍ରହ୍ମଗିରିକୁ ପଠାଯାଇଥିଲା।

Rourkela NIT
ବୁଲିବାକୁ ଯାଇଥିଲେ; ବ୍ରାହ୍ମଣୀ ନଦୀରେ ବୁଡି ଚାଲିଗଲା ୨ଛାତ୍ରଙ୍କ ଜୀବନ

ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ଆରଜିଏଚ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Puri Sri Mandir
ପୁଣି ଝଟକିବ ଶ୍ରୀମନ୍ଦିର; ତୀବ୍ର ଅସନ୍ତୋଷ ପରେ ବଡ଼ଦେଉଳରେ ଲାଗିଲା ଲାଇଟ୍

ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ବି ଚାଲିଛି। କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଲାଇଟ କାଢିନେଲା ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।

treadmill
ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍‌ମିଲ୍‌ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Swara bhaskar targey at modi government after bjp defeat from ayodhya
ବିଜେପିକୁ ସ୍ୱରା ଭାସ୍କରଙ୍କ ଟାର୍ଗେଟ୍, କହିଲେ ଯିଏ ବି ସରକାର କରୁ ଆଜି ଭାରତ ଘୃଣା-ଦୁର୍ନୀତି-ଲୋଭ-ଗର୍ବକୁ ପରାସ୍ତ କରିଛି

ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ଉପରେ ସ୍ୱରା ଭାସ୍କର ଟାର୍ଗେଟ୍ କରିଛନ୍ତି। ବିଜେପିର ପରାଜୟକୁ ନେଇ ସ୍ୱରା ଭାସ୍କର ମଧ୍ୟ ଖୋଳତାଡ଼ କରିଛନ୍ତି। ସେ ପ୍ଲାଟଫର୍ମ Xରେ ଲେଖିଛନ୍ତି – ଶ୍ରୀରାମଙ୍କ ନାମକୁ ବଦନାମ କରିଥିବା, ତାଙ୍କ ନାମକୁ ନେଇ ପାପ କରିଥିବା ବ୍ୟକ୍ତିଙ୍କୁ ଜୟ ସିୟା ରାମ।

Outgoing CM Naveen Patnaik
‘ଭି. କେ. ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ’

ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। କହିଲେ, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ବୀକାର କରୁଛୁ। 

Sri Mandir
ଲାଇଟ୍ କାଢ଼ି ନେଇ ଅନ୍ଧାର କରିବା ଚିନ୍ତାଜନକ ବିଷୟ, କାର୍ଯ୍ୟାନୁଷ୍ଠାନ ନିଆଯାଉ: ବିଜେପି

ଶ୍ରୀମନ୍ଦିର ଚାରି ପାଖ ଲାଇଟ୍ ଖୋଲାଯିବା ପଛରେ ରହିଛି ଷଡ଼ଯନ୍ତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ୍ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତାଜନକ ବିଷୟ ବୋଲି କହିଛି ବିଜେପି ।

Kangana ranaut gets angry at supporter of cisf woman
CISF ମହିଳା ଯବାନଙ୍କ ସମର୍ଥକଙ୍କ ଉପରେ ରାଗିଲେ କଙ୍ଗନା, କହିଲେ ଏମିତି କଥା

ଯେଉଁମାନେ ମହିଳା ଯବାନଙ୍କୁ ସମର୍ଥନ କରନ୍ତି ସେମାନଙ୍କ ବିରୋଧରେ କଙ୍ଗନା ରାଣାୱତ୍ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ କଙ୍ଗନା ଅପରାଧିକ ପ୍ରବୃତ୍ତି ବୋଲି କହିଛନ୍ତି ଏବଂ କାହାକୁ ବଳାତ୍କାର କିମ୍ବା ହତ୍ୟା କରିବାରେ ସେମାନଙ୍କର କୌଣସି ଅସୁବିଧା ହେବ କି ନାହିଁ ବୋଲି ପଚାରିଛନ୍ତି।

Monsoon
ଓଡ଼ିଶା ଛୁଇଁଲା ମୌସୁମୀ; ଖୁବ୍‌ଶୀଘ୍ର ତାତିରୁ ମିଳିବ ଆଶ୍ୱସ୍ତି

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି।

pregnant woman
Video: କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ, ଗର୍ଭସ୍ଥ ଶିଶୁକୁ ସ୍ୱାଗତ କରୁଛନ୍ତି ପ୍ରସୂତି...

ପ୍ରସବ ଗୃହରରେ ଜଣେ ମହିଳାଙ୍କ ପ୍ରସବ ହେଉଥିଲା । ହେଲେ ମନକୁ ଛୁଇଁଗଲା ଭଳି କଥାଟି ହେଉଛି ପ୍ରସବ ସମୟରେ ସେ କୃଷ୍ଣଙ୍କ ଭଜନ ଗାଉଥିଲେ।

IPS Ashish Singh
ବଢିଲା IPS ଆଶିଷ ସିଂଙ୍କ ପାଇଁ ଅଡୁଆ; ଫିଟ୍‌ ବୋଲି ସ୍ପଷ୍ଟ କଲେ ECI

ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ । ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ରିପୋର୍ଟ ଦେଇଛି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ।

Sri Mandir
ଶ୍ରୀମନ୍ଦିର ଲାଇଟ୍ ଖୋଲାଯିବା ଘଟଣା; ତଦନ୍ତ ନିର୍ଦ୍ଦେଶ ପରେ ୪ ଅଟକ

ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ କାହିଁକି ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଗଲା? କିଏ ଏବଂ କାହା ନିର୍ଦ୍ଦେଶରେ ଖୋଲି ଦିଆଗଲା ଲାଇଟ୍ ସବୁକୁ ?

Massive Fire
ଚାଲିଥିଲା ମୁଗ ଭଜା; ଫାଟିଲା ଗ୍ୟାସ୍‌ ଟାଙ୍କି, ଜିଅନ୍ତା ଜଳିଗଲେ ୩ଜଣ

ଆଜି ଭୋର୍‌ ପ୍ରାୟ ୩ଟା ୫୫ରେ ପିସିଆର୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍‌ରେ ନିଆଁ ଲାଗିଥିବା କେହି ଫୋନ୍‌ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

planting trees
ଗ୍ରୀନ୍‌ ମ୍ୟାନ୍‌ ଦିନବନ୍ଧୁ: ୫୦ ବର୍ଷ ଧରି ଲଗାଉଛନ୍ତି ଗଛ...

ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦୀନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍‌ ପରିଚିତ ହୋଇଛନ୍ତି । 

William Anders dies
ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆପୋଲୋ-୮ର ମହାକାଶଚାରୀ ୱିଲିୟମ ଆଣ୍ଡର୍ସ

ଟାକୋମାରେ ଟେଲିଭିଜନ୍ ଷ୍ଟେସନ୍ KCPQ-TV ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ୱିଲିୟମ ଆଣ୍ଡର୍ସ ନିଜର ୱିଣ୍ଟେଜ୍‌ ଏୟାର ଫୋର୍ସ ସିଙ୍ଗିଲ୍ ଇଞ୍ଜିନ ଟି-୩୪ରେ ଉଡାଣ ଭରିଥିଲେ। ହଠାତ୍ ଏହା ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଏହା ଯାଇ ସମୁଦ୍ର ଭିତରେ ପଡିଗଲା।

 Puri Srimandir
ଲାଇଟ୍‌ ଖୋଲିନେଉଛି ଠିକା କମ୍ପାନୀ; ଅନ୍ଧାର ହୋଇଯିବ ବଡଦେଉଳ !

ବଡଦେଉଳକୁ ସିଧାସଳଖ ଫୋକସ ଲାଇଟ୍‌ରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ। ଯାହାଫଳରେ ଅନ୍ଧାରରେ ବଡଦେଉଳ !

Lord Jagannath
ପାଣ୍ଡିଆନଙ୍କ ପାଇଁ ଘୁଞ୍ଚିଯାଉଥିଲା ମହାପ୍ରଭୁଙ୍କ ନୀତିକାନ୍ତି !

କାହିଁକି ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ? ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି । 

Narendra Modi
ଏହି ଦିନ ଶପଥ ନେବେ ପ୍ରଧାନମନ୍ତ୍ରୀ, ଦେଶ ବିଦେଶରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ...

ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରଛନ୍ତି ମୋଦି । ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି ।

Weather Update
ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସହ ଝଡ଼ ତୋଫାନ ସତର୍କତା, ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ଗରମ ସହ ଗୁଳୁଗୁଳିରେ ବି ସନ୍ତୁଳି ହେବେ ରାଜ୍ୟବାସୀ ।

Ramoji Rao
ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ପରଲୋକ ହୋଇଛି ।

Naxals
ଲାଲବାହିନୀ ଉପରେ ପୁଣି ହମଲା, ଏନକାଉଣ୍ଟରରେ ଟଳିଲେ ୫ ନକ୍ସଲ

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଲାଲବାହିନୀ ଉପରେ ପୁଣି ହମଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୫ ଜଣ ନକ୍ସଲ । ଘଟଣା ଘଟିଛି, ଛତିଶଗଡ଼ ଦନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ ।

Panchang
Panchang Today 8th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ଶନିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୩.୫୫ ଗତେ ୩ୟା ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୫ ଗତେ ୦୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୪୩ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ