ଆପଣ ଯଦି ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ ରେଳ ନିଯୁକ୍ତି ସେଲ୍(RRC) ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଫାଇନାଲ୍ରେ ଚୀନ୍କୁ ୧-୦ ଗୋଲ୍ରେ ହରାଇ ଚାମ୍ପିଅନ୍ ହେଲା ଭାରତ । ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଲା ଭାରତୀୟ ହକି ଦଳ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।
ବାରିପଦାରେ ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ୨ ଛାତ୍ର ।
ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ଗାଁ ମୁଖିଆ ।
ନାରୀର ସିନ୍ଦୁରରେ ପୁରୁଷର ଭାଗ୍ୟ ରହିଛି। ଭାରତୀୟ ସଂସ୍କୃତିର ନୀତି ନୀୟମରେ ଦୁଇଟି ଅଜଣା ଆତ୍ମା ଗୋଟିଏ ହେବାର ପ୍ରଥାର ନାମ ହେଉଛି ବିବାହ। ବିବାହ ହେଉଛି ଏକ ସାମାଜିକ ସ୍ୱୀକୃତି। ବିବାହ ପୁରୁଷକୁ ପରିପକ୍ୱ କରାଏ ଆଉ ନାରୀକୁ ପୂର୍ଣ୍ଣତା ଦିଏ।
ପ୍ରଶଂସକମାନେ ଶାହରୁଖ-ସଲମାନଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ଉଭୟଙ୍କର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ସୁପର୍ଷ୍ଟାର୍ମାନଙ୍କୁ ଏକାଠି ଦେଖିବାକୁ ଭଲ ପାଆନ୍ତି। ବର୍ତ୍ତମାନ ଏକ ପ୍ରୋଜେକ୍ଟ ବିଷୟରେ ଶୁଣିବାକୁ ମିଳୁଛି, ଯେଉଁଥିରେ ଉଭୟ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ।
ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା । ଯେଉଁ ପ୍ରତିଶ୍ରୁତି ମୁଁ ଦେଇଥିଲି, ତାହା ପୂରଣ ହେଉଛି ।
ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଉତ୍ତରପ୍ରଦେଶର କସଗଞ୍ଜ ଜିଲ୍ଲାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ନିଜକୁ ମୃତ ବୋଲି ଦର୍ଶାଇଥିଲେ ମୁକେଶ। କେବଳ ସେତିକି ନୁହେଁ, ଏଥି ପାଇଁ ସେ କସଗଞ୍ଜର ବ୍ୟସ୍ତବହୁଳ ରାସ୍ତାରେ ଶବ ପରି ପଡି ରହିଥିଲେ।
ଗାଡ଼କଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ପ୍ରଧାନମନ୍ତ୍ରୀ । ପରେ ପରେ ଗାଡ଼କଣରେ ଖିରୀ ଖାଇଲେ ମୋଦି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁକୁ ମୋହର ଲାଗିଛି ।
ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି। ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଲେ ମୋଦି । ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ପ୍ରବଳ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ। ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ।
ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ । ବର୍ଷାରେ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜିଭର ରଙ୍ଗ ପରିବର୍ତ୍ତନ ଅନେକ ପ୍ରକାରର ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ। ଆମ ଜିଭ ସାଧାରଣତଃ ହାଲୁକା ଲାଲ-ଗୋଲାପୀ ହୋଇଥାଏ। ଯଦି ଆପଣ ଏଥିରେ କୌଣସି ଅସାଧାରଣ ପରିବର୍ତ୍ତନ ଦେଖନ୍ତି, ତେବେ ସତର୍କ ହେବା ଜରୁରୀ।
ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଲୋଚନା ଅସମାପ୍ତ ରହିଛି। ପୁଣି ଥରେ କଥାବାର୍ତ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କରିଛନ୍ତି।
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।
ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଏଡାଇବା ପାଇଁ ଏକ ସୁସ୍ଥ ଜୀବନଶୈଳୀ, ପୁଷ୍ଟିକର ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପର ଆବଶ୍ୟକ ହୋଇଥାଏ। ଏହା ସହିତ ଯୋଗ ଏବଂ ଧ୍ୟାନ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରାଯାଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଯୋଗ ଖୁବ ପ୍ରଭାବଶାଳୀ ଏବଂ ପ୍ରାକୃତିକ ସମାଧାନ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ଗାଡ଼କଣ ଗାଁ, ଜନତା ମଇଦାନ ସଭାସ୍ଥଳ ଓ ଏୟାରପୋର୍ଟରୁ କଳିଙ୍ଗ ହସ୍ପିଟାଲ ରାସ୍ତା।
ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା ।
୧ ଟଙ୍କା ପଠାଯିବା ପରେ ଏସଏମଏସ୍ ଜରିଆରେ ଅବଗତ କରାଯାଉଛି । ଆକାଉଣ୍ଟକୁ ୧ ଟଙ୍କା ପ୍ରଦାନ କରାଯିବା ଏକ ନିରନ୍ତର ପ୍ରକ୍ରିୟା, ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି, ସେମାନଙ୍କ ଆବେଦନ ବିଚାରାଧୀନ ରହିଥିବା ଦର୍ଶାଯାଇଛି।