• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

SBI Recruitment Apply for 150 posts
SBI Recruitment: ବିନା ପରୀକ୍ଷାରେ SBIରେ ଚାକିରି; ମାସକୁ ଦରମା ୬୯ ହଜାରରୁ ଅଧିକ

SBIରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

PM Modi
ମୋଦିଙ୍କ କାନ୍ଧରେ ଓଡ଼ିଶାର କୁମ୍ଭପକା ଉତ୍ତରୀୟ; ବଖାଣୁଛି ଓଡ଼ିଆ ପ୍ରୀତିର... 

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ।

Deepika padukone new look is out from kalki 2989ad
‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ଦମଦାର ପୋଷ୍ଟର ଲଞ୍ଚ୍‌

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ପୋଷ୍ଟର ଲଞ୍ଚ୍‌ କରାଯାଇଛି। ଫିଲ୍ମର ଟ୍ରେଲର ଲଞ୍ଚ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଲଞ୍ଚ୍‌ ହୋଇଥିବା ଏହି ପୋଷ୍ଟରରେ ଦୀପିକାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି।

VK Pandian
ରାଜନୀତି ଛାଡ଼ିଲେ ଭିକେ ପାଣ୍ଡିଆନ୍‌

ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ ।

BJD
ମୋଦି ଝଡ଼ରେ ମାଟି କାମୁଡ଼ିଲେ BJD ର ଗଣ୍ତା ଗଣ୍ତା ମନ୍ତ୍ରୀ

ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି।

Why is shahrukh khan hiding from media
୨୦୨୧ ଠାରୁ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରେଇ ରହୁଛନ୍ତି ଶାହରୁଖ ଖାନ; ଜାଣନ୍ତୁ କ’ଣ କାରଣ

୨୦୨୧ ପରଠାରୁ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରରେ ଅଛନ୍ତି। ଶାହରୁଖ କ୍ୟାମେରା ଠାରୁ ଦୂରେଇ ରହୁଛନ୍ତି, ଛତା ତଳେ ଲୁଚିକି ଯାଉଛନ୍ତି ଏବଂ ଇଭେଣ୍ଟ ତଥା ପାର୍ଟୀରେ ମିଡିଆ ପାଇଁ ପୋଜ୍ ଦେଉ ନାହାଁନ୍ତି। ହେଲେ କାହିଁକି…

Babu Singh
୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ

୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ।

Retired Officers
ଅବସର ପରେ ନିଯୁକ୍ତି, ତଥ୍ୟ ମାଗିଲା ଗୃହ ବିଭାଗ; ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଦେବାକୁ ନିର୍ଦ୍ଦେଶ

ରାଜ୍ୟର ଗୃହ ବିଭାଗର ବିଭିନ୍ନ ଡିପାର୍ଟମେଣ୍ଟରେ କେତେ କର୍ମଚାରୀ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି ତଥ୍ୟ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ତଥ୍ୟ ଦେବାକୁ କୁହାଯାଇଛି ।

School Reopen
ସରିଲା ଖରାଛୁଟି... ଏହି ଦିନ ଖୋଲିବ ସ୍କୁଲ୍; ଜାଣନ୍ତୁ କେବେ

ଆସନ୍ତା ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ପରିଷ୍କାର କରିବାକୁ ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।

Oath Taking Ceremony
ନୂଆ ମୁଖ୍ୟମନ୍ତ୍ରୀ ନେଇ ବଢୁଛି ସସ୍‌ପେନ୍ସ; ୧୦ ନୁହେଁ ୧୨ ରେ ହେବ ଶପଥ ସମାରୋହ

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ?

Prashant Jagdev
'ମୁଖ୍ୟମନ୍ତ୍ରୀଙ୍କର ପାଣ୍ତିଆନଙ୍କ ପାଇଁ ପ୍ରେମ ଏବେ ବି ରହିଛି'

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ସରିନି । ଜାମିନରେ ଜେଲରୁ ବାହାରିବା ପରେ ଏଭଳି ଟାର୍ଗେଟ କରିଛନ୍ତି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିସହ ସେ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି ।

Election 2024
ସମ୍ଭାବ୍ୟଙ୍କୁ ପିଏମ୍ଓରୁ ଆସୁଛି ଫୋନ୍ କଲ୍, ମିଳିପାରେ ମନ୍ତ୍ରୀ ପଦ!

ମିଳିଲା ବଡ଼ ଖବର । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ ଯାଇଥିବା ସୂଚନା ମିଳିଛି । ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍‌ଓରୁ ଯାଉଛି ଫୋନ୍ କଲ୍ ।

do these two yoga asanas daily you will look 25 at 55
Yogasana: ଆପଣ ବୃଦ୍ଧ ଅବସ୍ଥାରେ ଯୁବକ ଭଳି ଦେଖାଯିବାକୁ ଚାହାନ୍ତି କି… କରନ୍ତୁ ଏହି ୨ ଆସନ

ଏପରି କିଛି ଆସନ ଅଛି ଯାହା ଦ୍ୱାରା ଆମେ ବୃଦ୍ଧାବସ୍ଥାରେ ମଧ୍ୟ ଯୁବକ ଦେଖାଯିବା। ଏ ସବୁ କରିବା ଦ୍ୱାରା ଆମେ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ପାଇବା। ଅନେକ ବଡ ବଡ ରୋଗ ପାଇଁ ଆମେ ଔଷଧ ଖାଇଥାଉ। ଏହା କେବଳ ଏହିସବୁ ଯୋଗ ଦ୍ୱାରା ମଧ୍ୟ ଭଲ ହୋଇପାରିବ।

Cricket
ଆଜି ଭାରତ-ପାକିସ୍ତାନ ମହାମୁକାବିଲା, କମ୍ପୁଛି କ୍ରିକେଟ ଜଗତ

ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର ।

Weather
ମୌସୁମୀ ଆସିଲା ସତ, କିନ୍ତୁ ଗୁଳୁଗୁଳିରୁ ନାହିଁ ତ୍ରାହି; ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି

ରାଜ୍ୟରେ ଗରମ ଗୁଳୁଗୁଳିରୁ ତ୍ରାହି ମିଳୁନି । ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Odisha Election
BJPର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ? ସାମିଲ ହେବେ କେଉଁ କେଉଁ ବିଧାୟକ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡାଟା ଯାଞ୍ଚ ଆରମ୍ଭ ହୋଇଛି ।

Narendra Modi
ଶପଥ ନେବେ ମୋଦି, ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ?

ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Panchang
Panchang Today 9th June 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୯ ରବିବାର। ଚନ୍ଦ୍ର- ମିଥୁନ ଦିବା ୦୨-୦୮ ଗତେ କର୍କଟ। ତିଥି- ୩ୟା ଦିବା ୦୩.୪୪ ଗତେ ୪ର୍ଥୀ। ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୨.୦୮ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ରାତ୍ରି ୦୮.୨୧ ଗତେ ୦୧ ପାଦ-କୃଷିହାନି-ଭୂମିଦାନ।

Little girl adorable dance to ruki sukhi roti will melt your heart
Viral Video: 'ରୁଖୀ ସୁଖୀ' ଗୀତରେ କୁନିଝିଅର ଦମଦାର୍ ନାଚ, ଦେଖିଲେ ହେବେ କାବା

ଅନ୍‌ଲାଇନ୍‌ରେ ଭାଇରାଲ ହେଉଛି ଏକ ହୃଦୟସ୍ପର୍ଶୀ ଭିଡିଓ। ଏହା ଏକ କୁନି ଝିଅର। ଏହି କ୍ଲିପ୍ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ବେଳାକୁ ଏହା ୯ ଲକ୍ଷରୁ ଅଧିକ ଲାଇକ୍ ପାଇଛି ଏବଂ ସମସ୍ତଙ୍କ ହୃଦୟ ଜିତିଛି।

Drainage Issue
ମୌସୁମୀ ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା

ବର୍ଷା ପୂର୍ବରୁ ଘାରିଲାଣି ଡ୍ରେନେଜ୍ ଚିନ୍ତା। ଆସୁଛି ମୌସୁମୀ ବର୍ଷା। ଚାରି ଆଡେ ବର୍ଷା ଜଳରେ ଜଳମଗ୍ନ ହେବ ସହର।

Manmohan Samal
‘୨ ଦିନ ଧୈର୍ଯ୍ୟ ଧର ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦିଶିବ’

ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Speculation rife over New CM
ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା।

Jagannath Temple
ଶ୍ରୀମନ୍ଦିରକୁ ଅନ୍ଧାର ରଖିବା ପଛରେ ଦାୟୀ କିଏ ?

ଦୁଇ ଦିନ କିଟ୍ କିଟ୍ ଅନ୍ଧାରରେ ରହିଥିଲା ଶ୍ରୀମନ୍ଦିର ଚଉହଦୀ। ଭକ୍ତ ରାଗିଲେ, ସେବାୟତ ବିଗିଡ଼ିଲେ। ରାଜ୍ୟରେ ସରକାର ବଦଳୁ ବଦଳୁ ସନ୍ଧ୍ୟା ପରେ ଖୋଦ୍ ଜଗନ୍ନାଥ ମନ୍ଦିର ଚାରିପାଖରେ ହଠାତ୍ ଏମିତି ବଦଳି ଯାଇଥିବା ସ୍ଥିତିକୁ ନେଇ କ୍ଷୁବ୍ଧ ହୋଇଥିଲେ ଜଗନ୍ନାଥ ପ୍ରେମୀ।

Naveen Patnaik & VK Pandian
ଦଳ ଏତେ ସରି ଭୋଗିଲା, ତଥାପି ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।

BJD workers oppose VK Pandian
ସଭାପତିଙ୍କ ଉଦ୍ୟମ ସତ୍ତ୍ୱେ ଥମୁନି ପାଣ୍ଡିଆନ୍ ବିରୋଧୀ ଝଡ଼, ଶଙ୍ଖ ଭବନରେ ଶୁଭିଲା ବିଦ୍ରୋହର ଧ୍ୱନି

୨୪ ନିର୍ବାଚନରେ କାହିଁକି କ୍ଷମତାଚ୍ୟୁତ ହେଲା ବିଜେଡି ? କାହିଁକି ଭୁଶୁଡ଼ିଲା ବିଶାଳ ଦୁର୍ଗ ? ଯଦିଓ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ଏହାର କାରଣ ଖୋଜୁଛନ୍ତି, ହେଲେ ଦଳର ବିପର୍ଯ୍ୟୟ ପାଇଁ ସିଧା ପାଣ୍ଡିଆନ୍ ଙ୍କୁ ଦାୟୀ କରି ଦଳରେ ଜୋର ଧରିଲାଣି ଅସନ୍ତୋଷ।