• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Lebanon Pager Blast
ଲେବାନନ୍‌ରେ ମୃତ୍ୟୁର ବ୍ଲୁ ପ୍ରିଣ୍ଟ ରଚିଥିଲା ଇସ୍ରାଏଲ ! ଜାଣନ୍ତୁ ପେଜର୍‌ ବ୍ଲାଷ୍ଟର ପୂରା କାହାଣୀ…

କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।

UMAA-Utkal MCA Alumni Association.
ବାଣୀବିହାର କମ୍ପ୍ୟୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀ ସଂଘର ପ୍ରତିଷ୍ଠା ଦିବସ

ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

Police Suspend
ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା; ୫ ପୋଲିସ ନିଲମ୍ବିତ

ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।

Gold Price Today
Gold Price Today 18th September 2024: କାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ସୁନା ଦର, ଜାଣନ୍ତୁ କେତେ?

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...

Ratna Bhandar
ଆଜି ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଯାଞ୍ଚ, ସାମିଲ ହେବେ ୨୬ ଜଣିଆ ଟିମ୍

ଖୋଲିବ କି ଶ୍ରୀମନ୍ଦିର ଗୁପ୍ତ ରତ୍ନଭଣ୍ଡାର ରହସ୍ୟ ? ରତ୍ନଭଣ୍ଡାର ମରାମତି ନେଇ ତ୍ୱରାନ୍ବିତ ହେବ ପ୍ରକ୍ରିୟା । ନିରୀକ୍ଷଣ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ।

Jammu and Kashmir Votes
ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର, ଧାରା ୩୭୦ ଉଛେଦ ପରେ ପ୍ରଥମ ମତଦାନ

ଆଜି ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ଭୋଟିଂ । ୭ ଜିଲ୍ଲାର ୨୪ ଆସନରେ ଭୋଟ୍ ଗ୍ରହଣ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ।

Cell phones are reducing men's sperm count
Health Tips: ପକେଟ୍‌ରେ ରଖୁଛନ୍ତି କି ମୋବାଇଲ୍ ଫୋନ୍; ହୋଇପାରେ ପ୍ରଜନନ କ୍ଷମତା ହ୍ରାସ

ମୋବାଇଲ୍ ଫୋନ୍ ଆମ ଜୀବନକୁ ଅଧିକ ସହଜ କରିଦେଇଛି ସତ, କିନ୍ତୁ ଏହା ମଧ୍ୟ ଅନେକ ବିପଦକୁ ଟାଣି ଆଣିଛି। ଏହା ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ସଚେତନ କରୁଛନ୍ତି।

CM Mohan Majhi
ବନ୍ୟା ଜଳରେ ବୁଡିଛି ବାଲେଶ୍ୱର, ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ।

Student's Body Recovered
ନବରଙ୍ଗପୁରରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

Bharatpur Police Station Sees Major Reshuffle
ବଦଳିଲେ ଭରତପୁର IIC, ଥାନାରେ ପୋଲିସର ବର୍ବରତା ଅଭିଯୋଗର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ବଦଳିଲେ ଭରତପୁର ଥାନା ଅଧିକାରୀ । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ବଦଳି ।

Panchang Today
Panchang Today 18th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୪୪ ଗତେ ମୀନ ତିଥି- ପୂର୍ଣ୍ଣିମା ଦିବା ୦୮.୦୪ ଗତେ ପ୍ରତିପଦ ରାତ୍ରି ୦୪.୧୯ ଗତେ ୨ୟା । 

Yoga For Glowing Skin
Yogasana: କମିଯାଉଛି କି ମୁହଁର ଚମକ; କରନ୍ତୁ ଏହି ଯୋଗ, ଚମକିବ ଚର୍ମ

ସେ ପୁଅ ହୁଅନ୍ତୁ କି ଝିଅ ଏକ ଗ୍ଲୋଇଙ୍ଗ ସ୍କିନ୍ ପାଇବା ପାଇଁ ଅନେକ ପ୍ରକାରର ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ପାର୍ଲରରେ ଫେସିଆଲ୍ ଏବଂ ମସାଜ୍‌ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଏମିତି କିଛି ଯୋଗ ଅଛି ଯାହା ମୁଖର ସୌନ୍ଦର୍ଯ୍ୟ ଏବଂ ଚମକ ପାଇଁ ପ୍ରଭାବଶାଳୀ ହେବା ସହ ସ୍ଥାୟୀ ମଧ୍ୟ ହୋଇଥାଏ।

Lebanon Blast
ଲେବାନନରେ ସିରିଏଲ୍ ବ୍ଲାଷ୍ଟ ! ଲୋକଙ୍କ ପକେଟ୍‌ରେ ଥିବା ପେଜରରେ ହଠାତ୍ ବିସ୍ଫୋରଣ

୧୯୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।

Flood
ବନ୍ୟାରେ ବେହାଲ୍ ଉତ୍ତର ଓଡ଼ିଶା, ଜଳବନ୍ଦୀ ଗାଁକୁ ଜଳମଗ୍ନ ଚାଷଜମି !

ବୁଢ଼ାବଳଙ୍ଗ ଓ ଜଳକା ବି ଫୁଲିବା ପରେ ଆତଙ୍କିତ ଲୋକେ । ମୟୂରଭଂଜ ବଡ଼ସାହିରେ ଚିନ୍ତା ବଢ଼ାଇଲା ୨୫ ଫୁଟର ଘାଇ ।

Narendra Modi
ଓଡ଼ିଶାକୁ କ’ଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ? ସଫଳତା ବଖାଣିଲେ ଅଶ୍ୱିନୀ

ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।

Water Problem
ରାଜପଥ ସମ୍ପ୍ରସାରଣ କାମରେ ଫାଟିଲା ପାଇପଲାଇନ୍, ୪ଦିନ ହେଲା ସହରକୁ ଆସୁନି ପାଣି

୪ ଦିନ ହେଲା ଜଳକଷ୍ଟ ଭୋଗୁଛନ୍ତି କେନ୍ଦ୍ରାପଡା ସହର ବାସିନ୍ଦା। ରାଜପଥ ସମ୍ପ୍ରସାରଣ କାମରେ ଫାଟିଲା ପାଇପ ।

Subhadra Scheme
ପ୍ରତୀକ୍ଷାର ଅନ୍ତ, ଖାତାକୁ ଗଲା ସୁଭଦ୍ରା ଟଙ୍କା ! ପ୍ରଥମ କିସ୍ତି ପାଇ ୨୫ଲକ୍ଷ ହିତାଧିକାରୀ ଖୁସି

ମୁଖ୍ୟମନ୍ତ୍ରୀ କହିଲେ ସ୍ୱାବଲମ୍ବୀ ହେବେ ରାଜ୍ୟର ମହିଳା । ସବୁ ଯୋଗ୍ୟ ଯେପରି ପାଇବେ, ତାକୁ ଗୁରୁତ୍ବ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Subhadra Scheme
ପୂରା ହେଲା ପ୍ରତିଶ୍ରୁତି, ଆରମ୍ଭ ହେଲା ସୁଭଦ୍ରା ! ଲାଭବାନ ହେବେ କୋଟିଏରୁ ଅଧିକ ମହିଳା

ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।

PM Modi
ମୋଦି ମାନିଆରେ ବୁଡ଼ିଲା ରାଜଧାନୀ; ଜଗନ୍ନାଥଙ୍କୁ ପୂଜା କଲେ, କ୍ଷୀରି ଖାଇଲେ

ଗାଡ଼କଣରେ ପିଏମ୍ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ମୋଦି । କହିଲେ ଆଦିବାସୀ ମାଆଙ୍କ ହାତରୁ କ୍ଷୀରି ଖାଇ ମନେ ପଡ଼ିଲେ ମୋ ମାଆ ।

Crime Branch
ପୋଲିସର ବର୍ବରତା: ସେନାର ଉଦବେଗ, ଥାନାରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।

Ratna Bhandar
ଆସନ୍ତାକାଲି ରତ୍ନଭଣ୍ଡାର ଯାଞ୍ଚ କରିବ ASI, ଖୋଲିବ କି ସୁଡଙ୍ଗ ରହସ୍ୟ ?

ରତ୍ନଭଣ୍ଡାର ଭିତରେ ଅଛି କି ସୁଡଙ୍ଗ ବା ଅଧିକ କୋଠରୀ ? ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ୩ ଦିନ ଯାଞ୍ଚ କରିବ ASI।

Ashwini Vaishnaw
ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ: ରେଳମନ୍ତ୍ରୀ

ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Future value of Rs 1 Lakh
ମୁଦ୍ରାସ୍ପିତି ପ୍ରଭାବରେ କମୁଛି ଟଙ୍କାର ମୂଲ୍ୟ, ୨୦ ବର୍ଷ ପରେ ଲକ୍ଷେ ଟଙ୍କାର ମୂଲ୍ୟ ଜାଣନ୍ତୁ...

ମୁଦ୍ରାସ୍ପିତିର ପ୍ରଭାବ କାରଣରୁ ଟଙ୍କାର ମୂଲ୍ୟ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଚିନ୍ତା ବଢ଼ାଉଛି ଟଙ୍କାର ଭବିଷ୍ୟତର ମୂଲ୍ୟ ।

Railway Recruitment Cell Recruitment 2024 Apply for 1679 posts
Railway Recruitment 2024: ଦଶମ ପାଶ୍ କରିଛନ୍ତି କି… ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ

ଆପଣ ଯଦି ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ ରେଳ ନିଯୁକ୍ତି ସେଲ୍(RRC) ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।