• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Sukant Panigrahi
ବିଜେପି ନା ବିଜେଡି, ରାଜ୍ୟ ରାଜନୀତିରେ ଆଗକୁ କିଏ କରିବ ବଡ଼ ହଲ୍‌ଚଲ୍‌ ?

ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି ।

subhadra yojana
‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ଜାଣନ୍ତୁ କେବେ ମିଳିବ ସମସ୍ତଙ୍କୁ ଟଙ୍କା...

ଆଉ ଏକ ସପ୍ତାହ ମଧ୍ୟରେ ଏକ କୋଟି ଆବେଦନ ଆସିଯିବ।  ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। 

 BJP National President JP Nadda
କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା; ସଦସ୍ୟତା ଅଭିଯାନ ନେଇ ଦେବେ ପରାମର୍ଶ

କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା। ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। 

Suicide Pod'
ସୁଇଚ୍ ଟିପିଲେ, ଚାଲିଗଲା ଜୀବନ; ଆତ୍ମହତ୍ୟା ପାଇଁ 'ସୁଇସାଇଡ୍ ପଡ୍‌'କୁ ବାଛିଲେ ମହିଳା...

୬୪ବର୍ଷୀୟ ଜଣେ ଆମେରିକୀୟ ମହିଳା ସୁଇଜରଲ୍ୟାଣ୍ଡରେ ଆତ୍ମହତ୍ୟା ମେସିନ୍ ବା ସୁଇସାଇଡ୍ ପଡ୍‌ରେ ଆତ୍ମହତ୍ୟା କରିଛନ୍ତି। ଏପରି ଯନ୍ତ୍ର ବ୍ୟବହାର କରି ଜୀବନ ହାରିବାରେ ସେ ପ୍ରଥମ ବ୍ୟକ୍ତି।

Jr ntr devara part 1 advance booking
'ଦେବରା' ରିଲିଜ୍ ହେବାକୁ ଆଉ ୨ ଦିନ ବାକି; ରୋଜଗାର କଲାଣି ୫୦ କୋଟି ଟଙ୍କା

ଜୁନିଅର ଏନ୍‌ଟିଆର ତାଙ୍କର ଆଗାମୀ ଫିଲ୍ମ 'ଦେବରା' କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଜୁନିଅର ଏନ୍‌ଟିଆର୍‌ ଏବଂ ଜାହ୍ନଭୀ କପୁରଙ୍କ ରୋମାଣ୍ଟିକ ଯୋଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Gold Price
Gold Price Today 25th September 2024: ଆକାଶଛୁଆଁ ସୁନା ଦର,୭୦ ହଜାର ପାର୍, ଜାଣନ୍ତୁ କେତେ

ପାର୍ବଣ ଋତୁରେ ବଢ଼ିଲା ସୁନା ଦର । ଏବେ ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ୭୦ ହଜାରରୁ ଅଧିକରେ ପହଞ୍ଚିଛି ସୁନା ଦର ।

Special Story
Special Story:କାନ୍ଥରୁ ଲିଭିନି ବାହାଚିତା; ବିଧବା ହେଲେ ସରସ୍ବତୀ, ବାପା ଛେଉଣ୍ଡ ହେଲା ୪ ମାସର ଝିଅ...

ଦିନେ ଯିଏ ହାତଧରି ଘର ଅଗଣାକୁ ବୋହୂକରି ନେଇ ଆସିଥିଲେ, ତାଙ୍କରି ଶବ ପାଖରେ ଆଜି ସେ ଛାତି ଫଟାଇ ଚିତ୍କାର କରୁଛି । ବାପା ଛେଉଣ୍ଡ ହୋଇଯାଇଛି ଚାରି ମାସର କନ୍ୟା ସନ୍ତାନ ।

financial assistance for flood victims
ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା; ଜାଣନ୍ତୁ ମିଳିବ କେତେ ଟଙ୍କା...

ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Capital Hospital Cleaning Staff
ଦୁର୍ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍; ତୃତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

କେଉଁଠି ଜରି ଅଖାରେ ତ ଆଉ କେଉଁଠି ବସ୍ତାରେ ଭର୍ତ୍ତି କରି ଗଦା ହୋଇଛି ଅଳିଆ। ଯୁଆଡ଼େ ଆଖି ବୁଲାଇଲେ ଖାଲି ଆବର୍ଜନା ଓ ଆବର୍ଜନା।

Khordha Streets
ଧୂଳିରେ ଆକ୍ତାମାକ୍ତା ଖୋର୍ଦ୍ଧା ସହର ବାସିନ୍ଦା; ବିଭିନ୍ନ ରାସ୍ତାଘାଟର ଅବସ୍ଥା ବିପର୍ଯ୍ୟସ୍ତ 

ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ପୁରା ଶୋଚନୀୟ। ବଡ ବଡ ଖାଲ ଯୋଗୁ ପ୍ରତିଦିନ ଦୁର୍ଘଟଣା ଯେପରି ସାଧାରଣ ଘଟଣା ପାଲଟିଯାଇଛି।

Jammu & Kashmir Assembly Elections
ଜାମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ; ହେଭିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର୍

ଆଜି ଜାମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଦ୍ବିତୀୟ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ଚାଲିଛି ମତଦାନ।

Pakistani influencer dangles from crane for mid-air birthday photoshoot
Viral Video: ମିଡ୍-ଏୟାରରେ ଜନ୍ମଦିନ ପାଳିଲେ ପାକିସ୍ତାନୀ ସୁନ୍ଦରୀ; ଭାଇରାଲ୍ ହେଲା ଫଟୋ-ଭିଡିଓ

ପାକିସ୍ତାନର ଜଣେ ଯୁବତୀ ତାଙ୍କ ଜନ୍ମଦିନକୁ ଏତେ ସ୍ୱତନ୍ତ୍ର କରିଦେଇଛନ୍ତି ଯେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣଙ୍କ ତାଙ୍କର ୨୦ତମ ଜନ୍ମଦିନରେ ଏକ ମିଡ୍ ଏୟାର ଫଟୋସୁଟ୍ କରି ଚର୍ଚ୍ଚାରେ ଅଛନ୍ତି।

Commissionerate Police
ପାର୍ବଣ ପୂର୍ବରୁ ରାଜଧାନୀରେ ଜୋରଦାର୍ ଧରପଗଡ଼; ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ଛାପା ମାରୁଛି ପୋଲିସ

କେଉଁଠି ବ୍ଲକିଂ ଚେକିଂ ତ ଆଉ କେଉଁଠି ଧରପଗଡ଼ ଚାଲିଛି। ବିଶେଷ କରି ଅପରାଧୀଙ୍କ ସମ୍ଭାବ୍ୟ ଆଡ୍ଡାସ୍ଥଳୀ ଗୁଡ଼ିକରେ କମିଶନରେଟ ପୋଲିସର ଚଢ଼ାଉ କରୁଛି। 

Indian Railways
ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ; ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.୦

ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ୧୦୮ କିଲୋମିଟର ସେକ୍ସନରେ ଭାରତର ପ୍ରଥମ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା ସିଷ୍ଟମ କବଚ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। 

Crime Branch
ଭରତପୁର ଥାନା କାଣ୍ଡ: କ୍ରାଇମବ୍ରାଞ୍ଚର ତନାଘନା

ଅଳ୍ପ କେଇ ମିନିଟ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍।

Kid cries hard due to rigorous training but people praise trainer
Viral Video: ଜୀବନ ଯୁଦ୍ଧ ଲଢିବା ନେଇ କୁନି ପିଲାକୁ କଠୋର ତାଲିମ୍; ଦେଖିଲେ ଛାତି ଥରି ଉଠିବ

ବର୍ତ୍ତମାନ ଏକ ଛୋଟ ଶିଶୁର କଡା ଅନୁଶାସନର ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଭିଡିଓରେ ଯେଉଁଭଳି ଭାବେ ଏକ ଛୋଟ ପିଲାଟିକୁ ଅନୁଶାସନର ଶିକ୍ଷା ଦିଆଯାଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ।

Panchang
Panchang Today 25th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

yoga poses to improve lung health
Yogasana: ଫୁସ୍‌ଫୁସ୍‌କୁ ଠିକ୍ ରଖିବା ପାଇଁ ଆସନ-ପ୍ରାଣାୟାମ; ହେବନି ଆଜ୍‌ମା, କର୍କଟ

ଫୁସ୍‌ଫୁସ୍‌ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ଶ୍ୱାସକ୍ରିୟା ଏବଂ ଶରୀରକୁ ଅମ୍ଳଜାନ ଯୋଗାଇବା ପାଇଁ କାମ କରେ। ତେଣୁ ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଯୋଗାସନ ଫୁସ୍‌ଫୁସ୍‌କୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Fear Grips Village in Sundargarh
ସ୍କୁଲ ଛାତ ଉପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଯାହାକୁ ଦେଖୁଛି ମାରୁଛି ତୀର, ହୋଇପାରୁନି କାବୁ... 

ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର। 

Heavy Rainfall
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା  । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି  । ୨୬ରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ।

Fake Oils Packaged
ବ୍ରହ୍ମପୁରରେ ବଡ଼ ଧରଣର ଚଢ଼ାଉ; ଖାଇବା ତେଲରେ ହେଉଥିଲା ଅପମିଶ୍ରଣ !

ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା । 

Half Yearly Exams
‘ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର କରିବ ସ୍କୁଲ୍’

ପ୍ରଶ୍ନପତ୍ର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବକୁ ଦୂର କରି ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Bharatpur incident
ଭରତପୁର ଥାନା କାଣ୍ଡ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO  

ଭରତପୁର ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି। 

BJD Politics
ଅସମ୍ଭାଳ ହେଲାଣି ବିଜେଡି ଅସନ୍ତୋଷ!! କେମିତି ମ୍ୟାନେଜ୍ କରିବେ ମୁଖିଆ ?

୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା ।

Bharatpur Case
ଭରତପୁରକାଣ୍ଡର କେମିତି ହେବ ତଦନ୍ତ ? ନା ଅଛନ୍ତି ନିରପେକ୍ଷ ସାକ୍ଷୀ, ନା ଅଛି ସିସିଟିଭି ଫୁଟେଜ୍

ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ?