• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଚନ୍ଦ୍ର- ମେଷ ଅହୋରାତ୍ର ,ତିଥି- ୪ର୍ଥୀ ସନ୍ଧ୍ୟା ୦୬.୧୪ ଗତେ ୫ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୩୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭସମୟ-

ପ୍ରାତଃ- ୦୭.୧୫ ରୁ ୦୮.୩୯

ଦିବା- ୧୨.୦୩ ରୁ ୦୧.୦୯

ଦିବା- ୦୨.୩୯ ରୁ ୦୩.୧୫

ଦିବା- ୦୪.୦୩ ରୁ ୦୪.୦୯

ରାତ୍ରି- ୦୨.୨୭ ରୁ ୦୩.୧୫

ଅଶୁଭସମୟ-

ରାହୁକାଳ- ଦିବା ୦୮.୩୯ ରୁ ୧୦.୦୯

କାଳବେଳା- ପ୍ରାତଃ ୦୫.୩୮ ରୁ ୦୭.୦୯ ଓ ଦିବା ୦୪.୦୯ ରୁ ୦୫.୪୦

ବାରବେଳା- ଦିବା ୧୦.୦୯ ରୁ ୦୨.୩୯

କାଳରାତ୍ରି- ସନ୍ଧ୍ୟା ୦୫.୪୦ ରୁ ୦୭.୦୯ ଓ ରାତ୍ରି ୦୪.୦୯ ରୁ ୦୫.୪୦

୨୧.ଶନିବାର

OTV is now on Whatsapp

Join and get latest news update delivered to you via whatsapp

Join Now