• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Panchang
Panchang Today 29th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଗୃହ ପ୍ରବେଶ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

What is the golden period of a heart attack know the lifeline
World Heart Day 2024: ହୃଦଘାତରେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ 'ଗୋଲ୍ଡେନ୍ ଟାଇମ୍‌'; ଜାଣନ୍ତୁ ଏହା କ’ଣ...

ଆଜିକାଲି ହୃଦ୍‌ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥାପି, ଯଦି ଏହାର 'ଗୋଲ୍ଡେନ୍ ଟାଇମ୍‌'କୁ ଧ୍ୟାନ ଦିଆଯାଏ ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ। ତେବେ କ’ଣ ଏହି 'ଗୋଲ୍ଡେନ୍ ଟାଇମ୍‌' ଆସନ୍ତୁ ଜାଣିବା।

Yoga for heart disease prevention
Yogasana: ହୃଦ୍‌ଘାତକୁ ଏଡାଇବା ପାଇଁ ସହଜ ଆସନ ଓ ପ୍ରାଣାୟାମ

ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ହୃଦୟ ସମ୍ବନ୍ଧୀୟ ରୋଗ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଣେ ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗାସନକୁ ଅନ୍ତର୍ଭୁକ୍ତ କରି ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ରୋକିପାରିବ। ତେବେ ଆସନ୍ତୁ କେଉଁ ଯୋଗାସନ ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ସେସବୁ ଜାଣିବା।

Business Odisha Awards
OTV ନେଟୱର୍କ ପକ୍ଷରୁ ବିଜନେସ ଓଡ଼ିଶା ଆୱାର୍ଡସ୍-୨୦୨୪ ପ୍ରଦାନ, ୬ଟି ବର୍ଗରେ ଦିଆଗଲା ପୁରସ୍କାର

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଅଭିନେତ୍ରୀ, ମଡେଲ ତଥା କୋରିଓ ଗ୍ରାଫର ଡେଜି ଶାହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Nursing Staff Protest
୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର

୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ।

Cabinet Meeting
କ୍ୟାବିନେଟ ବୈଠକରେ ୭ ପ୍ରସ୍ତାବକୁ ଅନୁମୋଦନ, ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା

ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ ।

Mission Jharkhand
ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ, ପୋଷ୍ଟର ବୟ୍ ସାଜିବେ ମୋହନ ମାଝୀ

ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।

Nursing Staff Protest
ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ ! ଆଲୋଚନା ସଫଳ ହୋଇଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Nursing Staff Protest
ଧାରଣାରେ ନର୍ସ, ଯନ୍ତ୍ରଣାରେ ଛଟପଟ ରୋଗୀ

ହସପିଟାଲ ବାହାରେ ଧାରଣାରେ ନର୍ସ, ଭିତରେ ଯନ୍ତ୍ରଣାରେ ଛଟପଟ ରୋଗୀ। ନର୍ସଙ୍କ ଆନ୍ଦୋଳନ ଯୋଗୁଁ କେଉଁଠି ଅପରେସନ୍ ହୋଇପାରୁନି ତ ଆଉ କେଉଁଠି ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇପାରୁନି।

Odisha Politics BJD
BJDରେ ବିଷମ ସ୍ଥିତି ! ପରାଜିତ ପ୍ରାର୍ଥୀ ବନାମ ବିଜୟୀ ପ୍ରାର୍ଥୀ

ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।

CM Mohan Majhi
ପୋଲିସକୁ CMଙ୍କ ତାଗିଦ୍ ! ବ୍ୟବହାର ସୁଧାରି ସୁଧୁରି ଯାଅ...

ଜିଲ୍ଲାପାଳ-ଏସପିଙ୍କ ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । 'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ' ।

Hassan Nasrallah
ହିଜବୁଲ୍ଲାକୁ ଶକ୍ତ ଧକ୍କା, ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଆତଙ୍କୀ ସଙ୍ଗଠନର ମୁଖ୍ୟ ହସନ ନସରଲ୍ଲାହ ନିହତ

କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।

Bhartruhari Mahatab On Ravenshaw
ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର କହିଲେ ଭର୍ତ୍ତୃହରି

ଯେଉଁମାନେ କଲେଜ ତିଆରି କରି ନାମ ଦେଇଥିଲେ, ତାକୁ କିଏ ବଦଳାଇଲା । ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର ।

Baijayant Panda
ସଦସ୍ୟ ସଂଗ୍ରହ ଅଭିଯାନରେ ସାଂସଦ ବୈଜୟନ୍ତ ପଣ୍ଡା

ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

Pradeep Dishari BJD
ବିଜେଡି ନେତାଙ୍କ ବଡ଼ ବୟାନ, ସମାଲୋଚନା କରୁଥିବା ନେତା ଦଳରେ ନରହିବା ଉଚିତ୍...

ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।

Vijaypal Singh Tomar
‘ବିଜେଡି ଯାହା କରିପାରିନଥିଲା, ଶହେ ଦିନର ଶାସନ ଭିତରେ କଲା ବିଜେପି’

ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।

If you are filling the rrb ntpc recruitment form then take these precautions
RRB NTPC ପାଇଁ ଆବେଦନ କରୁଛନ୍ତି କି… କରନ୍ତୁ ନାହିଁ ଏମିତି ଭୁଲ୍, ଭାଙ୍ଗି ଯାଇପାରେ ସ୍ୱପ୍ନ

ରେଳବାଇରେ ଆବେଦନ କରିବା ସମୟରେ ଗୋଟିଏ ଭୁଲ ମଧ୍ୟ ଆପଣଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇପାରେ। ଏଭଳି ପରିସ୍ଥିତିରେ ଫର୍ମ ପୂରଣ କରିବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।

Viral Video
ଉପମୁଖ୍ୟମନ୍ତ୍ରୀଙ୍କ ପୁଅର ରିଲ୍ସ ଭିଡିଓ ଭାଇରାଲ୍, ପୋଲିସ୍ ସୁରକ୍ଷା ନେଇ ତେଜିଲା ରାଜନୀତି...

ବାପା କହିଲେ ମୁଁ ଉପମୁଖ୍ୟମନ୍ତ୍ରୀ ନଥିବା ବେଳୁ ମୋ ପୁଅ ବଡ଼ ଗାଡ଼ି ଚଢ଼ୁଛି । ସେ ପିଲା ଦିନୁ ବିଳାସପୂର୍ଣ୍ଣ ଗାଡ଼ି ଦେଖିଛି ଆଉ ବୁଲୁଛି ।

BJD
ବିଜେଡି ପରାଜୟର କାରଣ ବଖାଣିଲେ ମଙ୍ଗଳା କିଷାନ; କହିଲେ, ଆମ ଭିତରେ ଭୁଲ୍ ବୁଝାମଣା ଯୋଗୁଁ ଦଳ ହାରିଲା

ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ ।

KOTIA BAMBOO
ଜୋର ଜବରଦସ୍ତ ପଶୁଛି ଆନ୍ଧ୍ର, ଜଙ୍ଗଲରୁ କାଟି ନେଉଛି ବାଉଁଶ

ଘଞ୍ଚ ଜଙ୍ଗଲରୁ ବାଉଁଶ କାଟି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଦିନ ଦ୍ବିପ୍ରହରେ ବାଉଁଶ ବୋହି ନେଉଛନ୍ତି । କୋରାପୁଟ ଡିଏଫଓଙ୍କ ହସ୍ତକ୍ଷେପ ପରେ ବନ୍ଦ ହେଲା ବାଉଁଶ କଟା।

Father Killed 4 Daughter
ବାପା ପ୍ରଥମେ ୪ ଦିବ୍ୟାଙ୍ଗ ଝିଅଙ୍କୁ ଦେଲା ବିଷ, ତାପରେ ନିଜେ ଖାଇଲା...!

ହିରାଲାଲ ଜଣେ ବଢ଼େଇ । ସେ କାଠ କାମ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ଷେ ତଳେ ତାଙ୍କ ପତ୍ନୀ କ୍ୟାନ୍‌ସରରେ ମୃତ୍ୟୁ ବରଣ କରିଛନ୍ତି ।

Police
ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ

ବଢ଼ିବ ପୋଲିସର ମନୋବଳ । ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍ ।

In IIFA Utsavam 2024 aishwarya rai film
IIFA ଉତ୍ସବମ୍‌ରେ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମର ଦବ୍‌ଦବା; ଜିତିଲା ୫ ଆୱାର୍ଡ

IIFA ଉତ୍ସବମ୍ ୨୦୨୪ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ସିନେମାର ସବୁଠାରୁ ବଡ ତାରକାଙ୍କୁ ଏକାଠି ଦେଖିବାକୁ ମିଳିଛି। ସିନେମାର ସବୁଠାରୁ ବଡ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ରାତି ପୂରା ଗ୍ଲାମରରେ ଭରପୂର ଥିଲା।

Dangulei Hills
ଯୁଆଡ଼େ ଚାହିଁବେ ସବୁଜ ବନାନୀ, ହାତଠାରି ଏଠି ଡାକୁଛି ପାହାଡ଼

ଇଏ ପ୍ରକୃତିର ଓଢ଼ଣୀ... ଯୁଆଡ଼େ ଚାହିଁବେ ସବୁଜବନାନୀ । ପାହାଡ଼ ଆଉ ଗଛଲତାରେ ଭରପୂର ଏ ସ୍ଥାନ ।

Mohan Majhi
ଲୋକସେବା ଭବନରେ ରାତି ୧୨ଟା ଯାଏଁ ରହୁଛି, ୨/୩ଟା ବେଳେ ଶୋଉଛି: ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବର୍ତ୍ତା । କହିଲେ ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ ।