• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

how to check adulteration and purity of mustard oil at home
Tips and Tricks: ଆପଣ ଅସଲି ସୋରିଷ ତେଲ ଖାଉଛନ୍ତି ତ… ଜାଣିବା ପାଇଁ ୬ଟି ଟିପ୍ସ

ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି

Siddaramaiah
ବଢ଼ିଲା ସିଦ୍ଧରମୈୟାଙ୍କ ଅଡୁଆ, କର୍ଣ୍ଣାଟକ CMଙ୍କ ବିରୋଧରେ ମାମଲା ରୁଜୁ କଲା ED

ମହୀଶୂରରେ ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ ହୋଇଛି ସିଦ୍ଧରମୈୟାଙ୍କ ପତ୍ନୀ ବି.ଏମ୍.ପାର୍ବତୀଙ୍କ ନାଁରେ । Mysuru Urban Development Authority-MUDA ଜରିଆରେ ୧୪ଟି ପ୍ରିମିୟମ୍ ଜମିକୁ ଅତି ଶସ୍ତାରେ କିଣିଛନ୍ତି ।

Road Accident
ସାବଧାନ୍ ! ରକ୍ତ ପିଉଛି ୧୬ ନମ୍ବର NH, ଚିନ୍ତା ବଢ଼ାଇଛି ରାଜପଥରେ ବେଆଇନ ପାର୍କିଂ

ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି ।

IPS Reshuffle
ଭାଙ୍ଗିଲା କୋଟେରୀ ଗ୍ରୁପ୍, ପ୍ରଥମ ଥର ପାଇଁ କମିଶନରେଟ୍ ପୋଲିସରେ ବଦଳିଲେ ସବୁ ମୁଖିଆ

ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS।

BJD
ଟକମକ୍ ଫୁଟୁଛି ଭୁବନେଶ୍ବର ବିଜେଡି କଳି, ୨ କର୍ପୋରେଟରଙ୍କ ସହ ୪ ଜଣଙ୍କୁ ମଗାଗଲା ସୋ-କଜ୍

ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।

Blood Platelet
ଜୀବନ ସହ ଖେଳ!! ବ୍ଲଡ୍ ପ୍ଲେଟଲେଟ୍ ନାଁରେ ଠକେଇ ଅଭିଯୋଗ

ରୋଗୀଙ୍କ ଜୀବନ ସହ ଖେଳ । ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲକୁ ବାନ୍ଧିଛି କଟକ ସଦର ଥାନା ପୋଲିସ ।

District School Stadium Ownership
କାହାର ହେବ ଷ୍ଟାଡିୟମ୍ ? ବୁଢିଆଣୀ ଜାଲ ପରି ଛନ୍ଦି ହୋଇଛି ଷ୍ଟାଡିୟମ୍ ମାଲିକାନା ବିବାଦ

ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି ।

Sri Mandir
ଓଃ...କି ଅବସ୍ଥା! ଡହ ଡହ ଖରାରେ ଛଟପଟ ଜଗା ଭକ୍ତ, ପାଦ ଯନ୍ତ୍ରଣାରେ ହେଲେ କଲବଲ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

Malnutrition Prevention
ଛତୁଆ ବଦଳରେ ଛୁଆଙ୍କୁ ମାଣ୍ତିଆ!! କୁପୋଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।

PMAY
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ, ଭିନେ ହୋଇ ଅଲଗା ପରିବାର କରିଥିଲେ ବି ମିଳିବ ଘର

ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ମିଳିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।

Typhoon Krathon
ଡରାଇଲାଣି ‘କ୍ରୈଥନ୍‌‌’, ରଚିବ ତାଣ୍ତବ!! ବର୍ଷୁଛି ମୂଷଳଧାରାରେ ବର୍ଷା

ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।

deputy cm
ଖରାପ ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ; ଏଣିକି ପିଲାଙ୍କୁ ମିଳିବ ମାଣ୍ଡିଆ !

କେବଳ ଛତୁଆ ନୁହେଁ, ଏଣିକି ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Sunita Williams
ସ୍ପେସ ଷ୍ଟେସନରେ ପହଞ୍ଚିଲା ‘କ୍ରିଉ-୯’; କିନ୍ତୁ ଏବେ ଫେରିବେନି ସୁନୀତା...ଜାଣନ୍ତୁ କାହିଁକି

ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।

Assam Rifles Recruitment Rally 2024 Apply for 38 posts
Assam Rifles Recruitment: ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍

ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍‌ମେନ୍‌/ଓମେନ୍ ପଦବୀ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Cyber ​​Cafe
ସାଇବର କାଫେରେ ଚାକିରି ପାଇଁ ପରୀକ୍ଷା !

ସାଇବର୍ କାଫେରେ RI ପରୀକ୍ଷାକୁ ନେଇ ବିବାଦ ।

Bhadrak BJD
ଭୁବନେଶ୍ୱର ପରେ ଭଦ୍ରକ ପାଳି !! ଶଙ୍ଖ ଭବନରେ ପହଁଚିଲା କଳି

ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି ।

panther
ଆତଙ୍କ ରଚୁଛି କଳା କଲରାପତରିଆ; ୧୧ ଦିନରେ କଲାଣି ୭ ମଣିଷ ଶିକାର

ରାଜସ୍ଥାନର ଉଦୟପୁରରେ ଆତଙ୍କ ରଚୁଛି କଳା କଲରାପତରିଆ ବାଘ । ୧୧ ଦିନରେ ନେଲାଣି ୭ଜଣଙ୍କ ଜୀବନ।

Suresh Devdatta Singh
ଭାଗବତ କଥା କହି ଦାୟିତ୍ୱ ନେଲେ ଟ୍ୱିନ୍ ସିଟି ସିପି ଦେବଦତ୍ତ ସିଂହ, କହିଲେ ଅପରାଧୀଙ୍କୁ ଛଡ଼ାଯିବନି

ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂ । ୧୯୯୮ ବ୍ୟାଚର ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Keep gods away from politics: Supreme Court
ତିରୁପତି ଲଡୁ ବିବାଦ: ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କହିଲେ...

ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍‌ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ।

Sleeping Contest
ଶୋଇ ଶୋଇ ବେଙ୍ଗାଲୁରୁର ମହିଳା ପାଆନ୍ତି ଏତିକି ଟଙ୍କା, ଜାଣନ୍ତୁ କିପରି ..

ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।

Rohit Shetty cop universe film Singham again earns 200 crore before release
‘ସିଂଘମ୍ ଏଗେନ୍’କୁ ନେଇ ବଡ଼ ଚର୍ଚ୍ଚା; ରୋଜଗାର କଲାଣି ୨୦୦ କୋଟି ଟଙ୍କା

‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…

BJD leaders
ବିଜେଡି କଳି: ଅମରେଶ-ବିରଞ୍ଚିଙ୍କୁ ସୋ-କଜ୍ ନୋଟିସ କଲେ ଜିଲ୍ଲା ସଭାପତି

ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।

NC College
ବାହାର ଚିକ୍କଣ, ଭିତର ଫମ୍ପା; କଲେଜରୁ ପ୍ରତିଦିନ ହେଉଛି ଚୋରି, ଅସୁରକ୍ଷିତ ମଣୁଛନ୍ତି ଛାତ୍ରଛାତ୍ରୀ

କଲେଜରେ ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି । ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ। 

Tragic Tale of Sita in Keonjhar
ପାଦ ଚାଲୁନି, କହିବାକୁ ନାହିଁ ଶକ୍ତି; ଗୁହାଳରେ କଟୁଛି ସୀତାଙ୍କ ଜୀବନ

ବାପା-ମା’ ପରକରି ପରପାରିକୁ ଚାଲିଯିବା ପରେ ଗୁହାଳରେ କଟୁଛି ସୀତାଙ୍କ ଜୀବନ । କେବଳ ଖଟିଆରେ ଶୋଇ ରହି କରୁଛନ୍ତି ଜୀବନ ମୃତ୍ୟୁ ସହ ସଂଗ୍ରାମ । 

supreme court
ଓକିଲଙ୍କ ଉପରେ ବର୍ଷିଲେ CJI; କହିଲେ, ୟା..ୟା..ବନ୍ଦ କର...

ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ ହଠାତ୍ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମରାଠୀରେ କହିବା ଆରମ୍ଭ କଲେ । CJI ଆବେଦନକାରୀଙ୍କୁ ଭର୍ତ୍ସନା କରି ଅଦାଲତି ଶିଷ୍ଟାଚାର ପାଠ ପଢାଇଲେ।