କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି।
ଗୋବିନ୍ଦାଙ୍କ ଗୋଡରେ ହଠାତ୍ ଗୁଳି ବାଜିଛି। କୁହାଯାଉଛି ଯେ ଗୋବିନ୍ଦା ସେହି ସମୟରେ ଘରେ ଏକୁଟିଆ ଥିଲେ ଏବଂ ଲାଇସେନ୍ସପ୍ରାପ୍ତ ରିଭଲ୍ଭର୍ ସଫା କରୁଥିବା ବେଲେ ଗୁଳି ଫୁଟିଥିଲା। ତେବେ ଖାଲି ଗୋବିନ୍ଦା ଏହିପରି ଘଟଣାର ଶିକାର ହୋଇ ନାହାନ୍ତି। ଏହା ପୂର୍ବରୁ ଆହୁରି ଅନେକ ସେଲିବ୍ରେଟି ମଧ୍ୟ ଏମିତି ଘଟଣାର ଶିକାର ହୋଇଛନ୍ତି।
ଶାହରୁଖ ଖାନ କରଣ ଜୋହରଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଉଥିବାର ନଜର ଆସିଛନ୍ତି। ପ୍ରଶ୍ନର ଉତ୍ତରରେ କିଙ୍ଗ୍ ଖାନ କହିଛନ୍ତି ଯେ ତାଙ୍କୁ ନାଚିବାକୁ ଆବଶ୍ୟକ ପଡେ ନାହିଁ, କାରଣ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ଆଙ୍ଗୁଠିରେ ନାଚିଥାଏ।
ନବୀନଙ୍କୁ କଡ଼ା ଜବାବ ଦେଲା ବିଜେପି । ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି । ନବୀନଙ୍କ ବକ୍ତବ୍ୟରୁ ସେ ନିଜେ ଓଡ଼ିଶାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଲା ବିଜେପି ।
ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ ।
ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ସ୍ଥିତିରେ ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି ।
ଆଇଫୋନ୍ ପାଇଁ ହତ୍ୟା । ଅନ୍ଲାଇନ୍ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ ।
ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।
ବିମାନ ଦୁର୍ଘଟଣାର ୫୬ ବର୍ଷ ପରେ ମିଳିଲା ମୃତଦେହ। ୧୯୬୮ ମସିହାରେ ରୋହତଙ୍ଗ ପାସ୍ ନିକଟରେ ଘଟିଥିବା ବିମାନ ଦୁର୍ଘଟଣାରେ ଭାରତୀୟ ସେନା ଆଉ ଚାରୋଟି ମୃତଦେହ ଉଦ୍ଧାର କରିଛି।
ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।
ଦିନେ ଓଟିଭିରେ ଘୁଷୁରୀ ଚାଷ ସମ୍ପର୍କରେ ଏକ ଖବର ଦେଖିଥିଲେ କୃତାର୍ଥ । ପରେ ସେହି ଖବରରୁ ପ୍ରେରଣା ପାଇ ଘୁଷୁରୀ ଚାଷ ଆରମ୍ଭ କରିଥିଲେ । ଯାହା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ହୁଏତ କେବଳ ତରୁଣୀଙ୍କୁ ମିସ୍ ୟୁନିଭର୍ସ ଭାବରେ ଦେଖିଥିବେ। କିନ୍ତୁ ଦକ୍ଷିଣ କୋରିଆର ଜଣେ ବୃଦ୍ଧା ମିସ୍ ୟୁନିଭର୍ସ କୋରିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି ।
ରାଜନଗର ଅଞ୍ଚଳରୁ ଆସିଛି ଆଉ ଏକ ବିବାଦୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ରାଜନଗର ଥାନା ପୋଲିସ ବିନା କାରଣରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଶାକାହାରୀ ଜୀବନଶୈଳୀ ଏକ ସୁସ୍ଥ ଜୀବନ ଦେବା ସହ ପରିବେଶ ଏବଂ ନୈତିକ ଲାଭ ଦେଇଥାଏ। ତେବେ ପରିବେଶ ସନ୍ତୁଳନ ବଜାୟ ରଖିବାରେ ଶାକାହାରୀ ଭୋଜନ କିପରି ସାହାଯ୍ୟ କରେ ତାହା ଆସନ୍ତୁ ଜାଣିବା।
ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଦେଶର ମୂଳଦୁଆ। ତେଣୁ ସେମାନଙ୍କ ଯତ୍ନ ନେବା ଜରୁରୀ। ଯଦି ଆପଣଙ୍କ ଘରେ ବୃଦ୍ଧ ବାପାମାଆ ଅଛନ୍ତି ତେବେ ସେମାନଙ୍କ ଯତ୍ନ ନେବା ଜରୁରୀ। ଆପଣ ଯଦି ଚାକିରି କରିଛନ୍ତି ଆଉ ସେମାନଙ୍କ ଯତ୍ନ ପାଇଁ ଯଥେଷ୍ଟ ସମୟ ନାହିଁ ତେବେ ଏହାକୁ କିପରି କରିବେ, ଜାଣନ୍ତୁ କିଛି ଉପଯୋଗୀ ଟିପ୍ସ।
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ।
ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଉଛି ସିଲଭର ସିଟି କଟକ। ତେବେ ପାର୍ବଣ ପାଇଁ କଟକରେ କଟକଣା ଲାଗିଛି। ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ସିନ୍ଦେ ।
ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ । ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା ।
ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।
ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା।
ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।
ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି ।
ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି