• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

World heart day 2024 Diet for healthy heart
Nutrients: ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ

ଯଦି ଆପଣ ଡାଇବେଟିସ୍, କୋଲେଷ୍ଟରଲ୍, ଉଚ୍ଚ ରକ୍ତଚାପ, ଓଜନଧିକ୍ୟ ଆଦି ଲକ୍ଷଣରେ ଆଗରୁ ପୀଡ଼ିତ ଥାଆନ୍ତି କିମ୍ୱା ସିଗାରେଟ୍ ପିଉଥାଆନ୍ତି, ତେବେ ଆପଣଙ୍କଠାରେ ହୃଦ୍‌ରୋଗର ସମ୍ଭାବନାକୁ ଏଡ଼ାଇ ଦିଆଯାଇନ ପାରେ।

Korowai Tribe
ସଭ୍ୟତା ଏଠି ହାର୍ ମାନେ!! ମଣିଷ ମାଂସ ସଉକ ପୂରା କରେ!!

ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି ।

Weather Update
ପାର୍ବଣକୁ ଫିକା କରିବ ବର୍ଷା! ପୂଜାରେ ଭିଜେଇବ, ବୁଡ଼େଇବ!

ପାର୍ବଣକୁ ଫିକା କରିପାରେ ବର୍ଷା । ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Second Moon
ମହାକାଶରେ ଘଟିବ ବିରଳ ଘଟଣା, ଆଜିଠୁ ଆକାଶରେ ୨ଟି ଜହ୍ନ !

ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।

RRB Technician Recruitment 2024 Apply for 14298 posts
RRB Technician Recruitment: ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ: ସୁଯୋଗ ନେବେ ଦଶମ ପ୍ରାର୍ଥୀ

ରେଳ ନିଯୁକ୍ତି ବୋର୍ଡ (RRB) ନେଇ ଆସିଛି ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Puri Srimandir
'ମହାପ୍ରସାଦର ମାନ ଯାଞ୍ଚ କରିବା ଅଧିକାର କାହାର ନାହିଁ'

ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ମାନ ଯାଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଅସନ୍ତୋଷ ପ୍ରକାଶ ପାଇଛି ।

Udyanath Stalin
ତାମିଲନାଡ଼ୁ ରାଜନୀତିରେ ବଡ଼ ହଲଚଲ୍‌, ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ତାମିଲନାଡୁରେ ଏହା ଦ୍ୱିତୀୟ ଥର ହେବାକୁ ଯାଉଛି, ଯେତେବେଳେ ପିତା ମୁଖ୍ୟମନ୍ତ୍ରୀ ଏବଂ ପୁଅ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ।

Book Inauguration
ଉନ୍ମୋଚିତ ହେଲା ‘ଅନୁଗୋଳର ଲୋକକଥା’ ପୁସ୍ତକ

ଫ୍ରେଣ୍ଡ୍‌ ପବ୍ଲିଶର କଟକ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଅନୁଗୋଳ ଜିଲ୍ଲାର କୋଡିଏଟି ଲୋକକଥା ସ୍ଥାନ ପାଇଛି ।

Manmohan Samal
ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ, ଅଭିଜ୍ଞତା ଥିବା ଲୋକଙ୍କୁ ମିଳିବ ଗୁରୁତ୍ୱ

ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି ।

Mohan Majhi
‘ବିକାଶ ନାଁରେ ଯାଜପୁରକୁ ଲୁଟିଛନ୍ତି ୩ ପରିବାର’

ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ।

Mann Ki Baat
ମନ କି ବାତ୍‌ରେ ମୟୂରଭଞ୍ଜ କଥା, ସାନ୍ତାଳୀ ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା କହିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ରେ ମୟୂରଭଞ୍ଜ ଯୁବକଙ୍କ ପ୍ରଶଂସା । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜର ଯୁବକ ରାମ୍ ଜିତ୍ ଟୁଡୁଙ୍କ ଅବଦାନ କଥା ଉଠାଇ ତାଙ୍କୁ ପ୍ରସଂଶା କରିଛନ୍ତି ମୋଦି ।

Neeraj Chopra
ସେଇଦିନ କ’ଣ ଭୁଲ କରିଥିଲେ ନୀରଜ ? ଏତେ ଦିନ ପରେ କହିଲେ ସତ...

ନୂଆ ଟ୍ରାକ୍‌ରେ ନିଜକୁ ଆଡ୍‌ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।

cockroach found in food
ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଭିଡିଓ ହେଲା ଭାଇରାଲ

ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍‌ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି ।

Smita Sabarwal
ଆଉ ଜଣେ ମହିଳା, ଯିଏ କମ୍‌ ବୟସରେ UPSC କ୍ଲିୟର କରିଥିଲେ ! ତାଙ୍କର 12th ମାର୍କସିଟ୍ ଭାଇରାଲ

ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।

Iifa 2024 shah rukh khan rani mukerji big win
IIFA 2024 ପୁରସ୍କାର: ବାଜି ମାରିଲେ ରାନୀ ମୁଖାର୍ଜୀ, ଶାହରୁଖ ଖାନ

IIFA 2024 ପୁରସ୍କାର ଉତ୍ସବ ଆବୁଧାବିରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଜବାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

China Garlic
ସାବଧାନ ଗ୍ରାହକ ! ବଜାରରେ ମିଳୁଛି ଚାଇନା ରସୁଣ

୨୦୧୪ରୁ ଭାରତ ବଜାରରେ ବ୍ୟାନ୍‌ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Nuapada
ସାହାର ଖୋଜୁଛି ପାରଙ୍କ ସଂସାର, ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼

ଦୁଃଖ ଛଡ଼ା ସୁଖ ତାଙ୍କ ଜୀବନକୁ ଛୁଇଁଲାନି । ଆଖିରେ ଅସରାଏ ଲୁହ ଓ ପେଟରେ ମେଞ୍ଚାଏ ଭୋକ ଛଡ଼ା ଆଉ ଏବେ ଯେମିତି କିଛି ନାହିଁ । ଏ ହେଉଛନ୍ତି ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଖଇରଭାଡ଼ି ଗାଁର ପାର ହଂସ । ସେ ସିନା ଦିବ୍ୟାଙ୍କ... ହେଲେ ସଂସାର ଦୁଃଖର ପାହାଡ଼ଟା ଯେମିତି ତାଙ୍କ ମୁଣ୍ଡ ଉପରେ ଛିଡ଼ିପଡ଼ିଛି ।

Craftsmanship in Khandapara
ଆଉ ନାହିଁ ଚାହିଦା, ବୁଡ଼ିଲାଣି ବେଉସା

ଗାଁ ଭିତରରେ ପାଦ ପଡ଼ିଲେ ଶୁଭେ ଠନଠାନ୍‌ ଶବ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । ଏହି କାରିଗରଙ୍କ ହାତ ତିଆରି କଂସା, ପତିଳ ବାସନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଏହି ଗାଁର ବେଶ୍‌ ନାଁ ରହିଛି ।

Subhadra Yojana
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ।

Car Accident
ଏମିତି ବି ଆସେ ବିପଦ ! ଘର ଭାଙ୍ଗି ପଶିଗଲା କାର

ବିନିକା ପୋଲିସ ଗାଡ଼ିକୁ ଜବତ କରିଛ ତଦନ୍ତ କରୁଛି । ତେବେ ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇଯାଇଛି । 

Road Problem
ରାସ୍ତା କାମକୁ ବର୍ଷେ ପୁରିନି, ସବୁ ଧସିଗଲାଣି ! ଚାଲିକି ଯିବା ବି ମୁସ୍କିଲ

କେନ୍ଦ୍ରାପଡ଼ାରେ ସାମ୍ନାକୁ ଆସିଲା ରାସ୍ତା ଦୂରବସ୍ଥାର ଚିତ୍ର । ହଳଦିଆଗଡ଼-ପାଟକୁରା ମୁଖ୍ୟ ରାସ୍ତାରୁ ଧସିଲା ମାଟି ।

Rayagada
ଓଡ଼ିଶାରୁ ପାଣି ନେଇ ଆନ୍ଧ୍ର ଚାଷୀ ହସୁଛି, ଓଡ଼ିଆ ଚାଷୀ ମୁଣ୍ଡରେ ହାତ ଦେଇଛି !

୨ଟି ଆଡିବନ୍ଧ ସତ୍ତ୍ବେ ଓଡ଼ିଶା ଚାଷୀଙ୍କ ଜମିକୁ ଯାଉନି ପାଣି । ଲୋକଙ୍କ ଅଭିଯୋଗ, ତ୍ରୁଟିପୂର୍ଣ୍ଣ ନିର୍ମାଣରୁ କାମ ଦେଉନି ପ୍ରକଳ୍ପ ।

Money Seized
ପୋଲିସ କରୁଥିଲା ଚେକିଂ, କାରରୁ ମିଳିଲା ପୁଳା ପୁଳା ଟଙ୍କା !

ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

S Jaishanakar
ଜାତିସଂଘରେ ପାକିସ୍ତାନକୁ କଡ଼ା ଚେତାବନୀ ! 'ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ'

'ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି' । ପାକିସ୍ତାନର ଜିଡିପିକୁ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ ।

Joe Biden
ହାସନ ନସ୍ରଲ୍ଲାହର ନିପାତ, ଅନେକଙ୍କୁ ନ୍ୟାୟ ମିଳିଛି

ଶନିବାର ହିଜବୁଲ୍ଲା ମୁଖ୍ୟ ହସନ୍ ନସ୍ରଲ୍ଲାହକୁ ନିପାତ କଲା ଇସ୍ରାଏଲ । ଇସ୍ରାଏଲର ଅଧିକାରକୁ ସମ୍ପୂର୍ଣ୍ଣ ସମର୍ଥନ କଲେ ବାଇଡେନ୍ ।