ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି-୩ୟା ଦିବା ୦୧.୪୬ ଗତେ ୪ର୍ଥୀ। ଘାତଚନ୍ଦ୍ର-ଧନୁ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।
ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ।
ବର୍ଷାଋତୁ ଯୋଗୁଁ ବ୍ୟାପିବାରେ ଲାଗିଛି ଡେଙ୍ଗୁ-ମ୍ୟାଲେରିଆ। ଏପରି ପରିସ୍ଥିତିରେ, ଘରେ ଏବଂ ଆଖପାଖରେ ଥିବା କିଛି ଜିନିଷ ବ୍ୟବହାର କରି ଏହାକୁ ଏଡାଇ ଦିଆଯାଇ ପାରେ। ଏନେଇ କିଛି ଟିପ୍ସକୁ ଅନୁସରଣ କରିବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।
ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସରକୁ ସର୍ବଭାରତୀୟ ସ୍ତରର ଘରୋଇ ମନୋରଞ୍ଜନ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ।
ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ପାଣି ।
ଝାଡ଼ାବାନ୍ତି ପାଇଁ ପୂଜା ପାଠ । ଗ୍ରାମ ଦେବତୀଙ୍କୁ ଶାନ୍ତି କରିବା ପାଇଁ ଚଣ୍ଡୀ ପାଠ ଓ ହୋମ କରୁଛନ୍ତି ଗ୍ରାମବାସୀ ।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା। ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା।
କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।
ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ । ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ସନ୍ଦୀପଙ୍କ ପୂର୍ବତନ ସହଯୋଗୀ ।
ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ।
ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର।
ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା । ପାଟନାର ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କୁ ଲାଠିରେ ପିଟିଛି ପୋଲିସ।
ହକି ହିରୋଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବର୍ଦ୍ଧନା । ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ'ରେ ପହଞ୍ଚିଥିଲେ କଳିଙ୍ଗ ଷ୍ଟାଡିୟମ ।
ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ।
ଆଇସିସିର ଆଗାମୀ ଅଧ୍ୟକ୍ଷ ହୋଇପାରନ୍ତି ବିସିସିଆଇର ସମ୍ପାଦକ ଜୟ ଶାହ । ଶାହଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସମର୍ଥନ ।
ଦୁଇ ଓଡ଼ିଆ ଭୂବିଜ୍ଞାନୀଙ୍କୁ ମିଳିଲା ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର । ବରିଷ୍ଠ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ପାତ୍ର ଓ ପର୍ଶୁରାମ ବେହେରାଙ୍କୁରାଷ୍ଟ୍ରୀୟ ଭୂବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଛି ।
୪ ଦଶନ୍ଧି ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଉଛନ୍ତି ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି ବି କରିଛନ୍ତି ନିମନ୍ତ୍ରଣ ।
ଚନ୍ଦକାରେ ଆଉ ଶୁଣିବାକୁ ମିଳିବନି ବୟସ୍କ ଗଜ ରାମୁର ଗର୍ଜନ କି ଦେଖିବାକୁ ମିଳବନି ତା’ ହରକତ । ଜୀବନର ୪୦ ବର୍ଷ ଚନ୍ଦକା ଜଙ୍ଗଲରେ ରାଜା ଭଳି ଜିଇଁବା ପରେ ଆଖି ବୁଜିଛି ହାତୀ ରାମୁ ।
ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା, ସୁଲଭ ଦରରେ ବିକ୍ରି କରି ନ ପାରି ଶେଷରେ କ୍ଷତି ସହୁଛନ୍ତି ଚାଷୀ।
ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମମତା ମହାନ୍ତ ।
ଏଥର ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।