• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Daily Wages
ଅଣକୁଶଳୀଙ୍କ ଦୈନିକ ପ୍ରାପ୍ୟ ୭୮୩, ଅର୍ଦ୍ଧ କୁଶଳୀଙ୍କ ୮୬୮, କୁଶଳୀ ପାଇବେ ୯୫୪ ଟଙ୍କା

ଏହି ବୃଦ୍ଧି ଫଳରେ ଅଣ କୁଶଳୀ ଶ୍ରମିକ ଏଣିକି ମାସିକ 20 ହଜାର 358 ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ 22 ହଜାର 568, କୁଶଳୀ 24 ହଜାର 804 ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାସିକ 26 ହଜାର 910 ଟଙ୍କା ପାଇବେ।

46 Drown, During 'Jivitputrika' Festival In Bihar Districts
ଜିଉଁତିଆ ବ୍ରତ ପାଳନ ବେଳେ ଅଘଟଣ ! ମୃତକଙ୍କ ମଧ୍ୟରେ ୩୭ ଶିଶୁ-୭ ମହିଳା

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Super Computer Param Rudra
ସୁପର କମ୍ପ୍ୟୁଟର 'ପରମ ରୁଦ୍ର'ର ଲୋକାର୍ପଣ, କିଛି ମିନିଟରେ ୫ ଶହ ବର୍ଷର କାଲକୁଲେସନ୍

ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ। ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର।

Police - Mafia
ନିଜ ଡ୍ୟୁଟି ଛାଡ଼ି ଖଣି ମାଫିଆଙ୍କ କାମରେ ଲାଗିଛି ପୋଲିସ !

ପୋଲିସ ଏଭଳି କାର୍ଯ୍ୟ କରୁଥିଲେ ଗୁରୁତ୍ବର ସହ ନିଆଯିବ ଏବଂ ଏଭଳି କାର୍ଯ୍ୟ କରୁଥିବା ଅଫିସରଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଡିଜି।

BJD
​​​​​​​ବଢୁଛି ବିଜେଡିର ଘର କଳି ! ଜଣଙ୍କ ପରେ ଜଣେ ଖୋଲୁଛନ୍ତି ବିପର୍ଯ୍ୟୟର ଗୁମର

ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ ।

Bangluru murder
ମାରିଥିଲା ବେଙ୍ଗାଳୁରୁରେ, ଜୀବନ ହାରିଦେଲା ଭଦ୍ରକରେ

୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।

Heavy Rain Fall
ବର୍ଷା କଲାଣି ନାକେଦମ୍!! କେଉଁଠି ରାସ୍ତା ଦବିଛି ତ କେଉଁଠି ଘରେ ଆଣ୍ଠୁଏ ପାଣି

ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି ।

JP Nadda
ନଡ୍ଡାଙ୍କ ଟାସ୍କ .. 'ୱାର୍କ ଚାର୍ଟ ବନାଅ .. ଲୋକଙ୍କ ପାଖକୁ ଯାଅ'

ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ ।

Orange Warning
ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ, କାଲି ଯାଏ ସ୍ଥିତିରେ ନାହିଁ ସୁଧାର

ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ଆସନ୍ତାକାଲି ଯାଏ ସ୍ଥିତିରେ ସୁଧାର ଆଶା କରାଯାଉନଥିବା ବେଳେ ପାଲଘର ପାଇଁ ରେଡ୍ ଆଲର୍ଟ ଏବଂ ରାଇଗଡ଼ ଜିଲ୍ଲା ଲାଗି ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

Wooden Treadmill
ଆବଶ୍ୟକତା ସାଜିଲା ଉଦ୍‌ଭାବନର ଜନନୀ, କାଠରେ ତିଆରି ହେଲା ଟ୍ରେଡମିଲ୍

ଆଜି କାଲିର ଜୀବନଶୈଳୀରେ ଜିମ୍ ଯିବା ଏକ ଫ୍ୟାସନ ପାଲଟିଗଲାଣି । ଅନେକ ମଧ୍ୟ ସୁସ୍ଥ ରହିବା ପାଇଁ ଜିମ୍ ଯିବା ପସନ୍ଦ କରୁଛନ୍ତି ।

Hezbollah attacks
ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ଇସ୍ରାଏଲ!! ଶାନ୍ତି ପାଇଁ ଉଦ୍ୟମ ବେଳେ ଭିତରେ ପଶି ଆକ୍ରମଣ ଯୋଜନା

ଅଶାନ୍ତ ମଧ୍ୟପ୍ରାଚ୍ୟ । ଆକାଶ ମାର୍ଗରେ ଆକ୍ରମଣ ପରେ ଏବେ ସ୍ଥଳଭାଗରେ ଲେବାନନ ଭିତରେ ପଶି ଆକ୍ରମଣ ପାଇଁ ସଜବାଜ ହେଉଛି ଇସ୍ରାଏଲ ।

Dussehra gates
ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ରାସ୍ତା ଉପରେ ତୋରଣ ମନା

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

Excise Department
ସାଙ୍ଘାତିକ !! ବାର୍‌ରେ ମିଳୁଥିଲା ନକଲି ମଦ, ଚଢ଼ାଉ ପରେ ମିଳିଲା ପ୍ରମାଣ

ବାର୍ ଉପରେ ଅବକାରୀ ଟିମ୍‌ର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର୍ ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

Sanjay Raut
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜେଲଦଣ୍ଡ; ମାନହାନୀ ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ

ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟା ଦାଖଲ କରିଥିବା ମାନହାନୀ ମକଦମାର ଶୁଣାଣି କରି ସଞ୍ଜୟଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ ମାଜାଗାଓଁର ମେଟ୍ରୋପଲିଟାନ କୋର୍ଟ। 

Delhi Assembly
ବଦଳିଲା ଦାୟିତ୍ବ, ବଦଳିଲା ସିଟ୍‌; ବିଧାନସଭାର ଶେଷ ଧାଡ଼ିରେ ବସିଲେ କେଜ୍ରିଓ୍ୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ମଧ୍ୟ ବଦଳିଛି । ବର୍ତ୍ତମାନ କେଜରିୱାଲଙ୍କ ସିଟ୍‌ ନମ୍ବର ୧ ରୁ ୪୧କୁ ବଦଳିଛି । 

Toddler From Paradip
କୁନି ପୁଅର ବଡ଼ କଥା: ସନ୍ନ୍ୟାସୀ ହେବି, ବୃନ୍ଦାବନରେ ରହିବି କହୁଛି ଅଢ଼େଇ ବର୍ଷର ଶିଶୁ...

ଦୁନିଆକୁ ଭଲକି ଜାଣିନି । କିନ୍ତୁ ଅଢ଼େଇ ବର୍ଷର ଶିଶୁ ଅନର୍ଗଳ ଗାଇଚାଲିଛି କୃଷ୍ଣ ନାମ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନରେ ବ୍ୟସ୍ତ । 

Bengaluru Horror
ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା!!! ଓଟିଭି ହାତରେ EXCLUSIVE ସୂଚନା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।

Nursing Union
ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ, ଚାଲୁ ରହିବ ଆନ୍ଦୋଳନ

ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ । କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ ।

J P Nadda
ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ: ନଡ୍ଡା

ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ଚୀନ, ଆମେରିକା ଅପେକ୍ଷା ଆମର ସ୍ଥିତି ଭଲ ବୋଲି କହିଲେ ନଡ୍ଡା।

bans liquor tobacco
ଗାଁ ହେବ ତ ଏମିତି; ନିଶା ସେବନ କଲେ ଦେବାକୁ ପଡ଼ିବ ୫ ହଜାର ଜରିମାନା...

ଏଣିକି ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜରିମାନା ଦେବ । 

comet
୮୦ ହଜାର ବର୍ଷ ପରେ ଚମକିବ ଆକାଶ; ଦେଖାଯିବ ଦୁର୍ଲ୍ଲଭ ଧୂମକେତୁ

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮୦ହଜାର ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ। ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ।

 Special Story
ବୟସ ୩ , ସ୍କୁଲରେ ପଡ଼ିନି ପାଦ; ୨ଶହ ପ୍ରଶ୍ନର ଉତ୍ତର ଦେଇ ପାଇଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ

୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ।  

Paradeep
ମଝି ସମୁଦ୍ରରେ ଅଚଳ ହେଲା ବୋଟ୍; ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍

ସମୁଦ୍ରରେ ୧୪ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି। ପାରାଦୀପ-ମହାନଦୀ ମୁହାଣରେ ଘଟିଛି ଏହି ଅଘଟଣ। ଗୋଟିଏ ମାଛଧରା ବୋଟ୍‌କୁ ଉଦ୍ଧାର କରିବାକୁ ଯାଇ ଫସିଯାଇଛି ଆଉ ଏକ ଡଙ୍ଗା।

 J P Nadda
ଭୁବନେଶ୍ବରରେ ପହଞ୍ଚିଲେ ନଡ୍ଡା; ଦଳର ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ କରିବେ ଆଲୋଚନା 

ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ  ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Ritual Worships
Special Story: ଆସୁଛନ୍ତି ମା’ ଜଗତଜନନୀ; ଅଧ୍ୟାତ୍ମିକତାର ମନ୍ତ୍ରରେ ଗୁଞ୍ଜରିତ ହେଉଛି ଦେବୀପୀଠ

ମା’ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ, ଋଷିକୂଲ୍ୟା ନଦୀରୁ ଜଳଭାର ନେଇ ୯୯୯ ପାହାଚ ଚଢି ପୀଠରେ ପହଞ୍ଚିଛନ୍ତି ସେବାୟତ ପରିବାରର ମହିଳାମାନେ ।