• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

FMMCH
ସିସିଟିଭି ଅଚଳ, ପୋଲିସ ଫାଣ୍ଡି ଫାଙ୍କା; କେତେ ସୁରକ୍ଷିତ ଫକୀରମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ?

ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ?

 Liquor
ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି; ଚାଲିଲା ବୁଲଡୋଜର...

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି।

Kolkata murder case
ସନ୍ଦୀପ ଘୋଷଙ୍କ ନାଁରେ CBIର ଏତଲା, ବଢ଼ିଲା ଗିରଫ ସମ୍ଭାବନା

କୋଲକାତା ଲଜ୍ଜା । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ CBI ପକ୍ଷରୁ ଏତଲା ।

Elephant
କିଛି ଖାଉନି କୁନୀ ହାତୀ, ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଡାକ୍ତରୀ ଟିମଙ୍କ ଉଦ୍ୟମ

ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଚାଲିଛି ସବୁ ପ୍ରୟାସ । ଗୋଠ ଛଡ଼ା ହୋଇଥିବା କୁନି ହାତୀର ତଣ୍ଟିରେ କିଛି ଲାଗିଯାଇଥିବା ଅନୁମାନ କରୁଛନ୍ତି ଡାକ୍ତରୀ ଟିମ୍ ।

Add privacy extension feature in Whatsapp to hide private messages
Technology: ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ ଅନ୍ୟ କେହି ପଢିପାରିବେନି; କରନ୍ତୁ ଏହି ଉପାୟ

ଯେତେବେଳେ ହ୍ୱାଟ୍ସଆପ୍ ଡେସ୍କଟପ୍ କିମ୍ବା ଲାପଟପ୍‌ରେ ବ୍ୟବହୃତ ହୁଏ, କିଛି ଲୋକ ଭୟ କରନ୍ତି ଯେ ସେମାନଙ୍କର ବ୍ୟକ୍ତିଗତ ଚାଟ୍ କେହି କେହି କାଳେ ପଢିଦେବେ। ଯଦି ଆପଣଙ୍କର ମଧ୍ୟ ଏହି ପ୍ରକାର ଭୟ ଅଛି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଏହି ସମସ୍ୟାକୁ କିପରି ଦୂର କରାଯିବ ଆସନ୍ତୁ ଜାଣିବା।

Drishti IAS
ବନ୍ଦ ହୋଇଯିବ ଦ୍ରିଷ୍ଟି IAS ! ମୁଖାର୍ଜୀ ନଗର ଛାଡ଼ିବାକୁ କୋଚିଂ ସେଣ୍ଟର ସଜବାଜ

ମୁଖାର୍ଜୀ ନଗରରେ ବନ୍ଦ ହୋଇପାରେ ଜଣାଶୁଣା ସିଭିଲ ସର୍ଭିସ କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ।

UPSC Recruitment 2024  Apply for 82 posts
UPSC Recruitment 2024: UPSC ବାହାର କଲା ନୂଆ ବିଜ୍ଞପ୍ତି; ଯୁକ୍ତ ଦୁଇ ଥିଲେ ବି କରିବେ ଆବେଦନ

ଆପଣ ଯଦି UPSC ଚାକିରି କରିବାର ଏହି ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UPSC ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Flood
ଉପରମୁଣ୍ଡାରେ ବର୍ଷା ପରେ ଫୁଲୁଛି ହୀରାକୁଦ, ଖୋଲିଲା ଆଉ ୮ ଗେଟ୍‌

ହୀରାକୁଦଠାରେ ବନ୍ୟା ଜଳ ଅଧିକ ପ୍ରବେଶ କରିଥିବାରୁ ଆଉ ୮ଟି ଗେଟ ଖୋଲାଯାଇଛି । ଆଶା କରାଯାଉଛି ଆସନ୍ତାକାଲି ସୁଦ୍ଧା ଇନ୍‌ ଫ୍ଲୋ ୩ ଲକ୍ଷ ୬୦ ହଜାର କ୍ୟୁସେକ ଟପିବ ।

Rungta Mines
ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ତାଲା

ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ପଡ଼ିଲା ତାଲା । କାରଖାନା ଦ୍ୱାରା ଜମି ହରାଇଥିବା ଲୋକେ ଓ ସେହି ଅଞ୍ଚଳର ଟ୍ରକ୍ ମାଲିକଙ୍କ ଧାରଣା ।

Kailash kher reveals bond with ar rahman
ଏଆର୍ ରହମାନଙ୍କୁ ନେଇ ବଡ ଖୁଲାସା କଲେ କୈଳାଶ ଖେର୍‌; କହିଲେ ସେ…

କୈଳାଶ ଖେର୍‌ ଏବଂ ଏଆର୍ ରହମାନ ଅନେକ ଫିଲ୍ମ ପାଇଁ ଏକାଠି କାମ କରିଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏଆର୍ ରହମାନ୍ ଏବଂ କୈଳାଶ ଖେରଙ୍କ ଯୁଗଳବନ୍ଦୀ କେବଳ ଗାୟକ ଏବଂ ସଙ୍ଗୀତ ରଚନାରେ ସୀମିତ ନୁହେଁ ବରଂ ଏହାଠାରୁ ବହୁତ ଅଧିକ।

Rescue Operation
ବଢ଼ି ପାଣିରେ ଫସିଯାଇଥିଲେ ମହିଳା, ମୃତ୍ୟୁ ମୁଖରୁ ଟାଣି ଆଣିଲେ NDRF ଯବାନ

ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।

Ram Mandir
ଚଳିତ ବର୍ଷ ସରିବ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କାମ, ଅଧିକ କାରିଗରଙ୍କୁ କରାଯିବ ନିୟୋଜିତ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।

Gagan
Success Story: ମଜୁରୀ ଲାଗି ଦିନକୁ ରୋଜଗାର କରୁଥିଲେ ୩୫୦ ଟଙ୍କା, ଏବେ ପାଇଲେ IIT

ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।

Kolkata
RG କର ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍, ବାହାରୁ ଆସୁଥିଲେ ଯୁବତୀ

RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

Assembly
ବିଧାନସଭାରେ ସଂରକ୍ଷଣ ତାତି, ଗୃହରେ ଲିଫ୍‌ ଲେଟ୍‌ ଫିଙ୍ଗିଲା କଂଗ୍ରେସ

ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍‌ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ ।

Shakib Al Hasan
ବାଂଲାଦେଶ କ୍ରିକେଟର ଶାକିବଙ୍କ ନାଁରେ ହତ୍ୟା ଅଭିଯୋଗ

FIRରେ ଦର୍ଶାଯାଇଛି ଯେ ଆନ୍ଦୋଳନ ସମୟରେ ଗୁଳି ବାଜିବାରୁ ରୁବେଲ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଦିନ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Country Liquor Seized
ସାଲିଆ ସାହିରେ ଦେଶୀ ମଦ କାରଖାନା, ସିକ୍ରେଟ୍‌ ଚାମ୍ବରରେ ତିଆରି ହେଉଥିଲା ମଦ

ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।

156-medicines-ban
ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର; ଜାଣନ୍ତୁ କାହିଁକି...

ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର।

Hanging Bridge
ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ, ବେଦବ୍ୟାସ ପୀଠରେ ନିର୍ମାଣ ହେବ ଝୁଲା ପୋଲ

ବେଦବ୍ୟାସରେ ଝୁଲାପୋଲ କେଉଁ ସ୍ଥାନରେ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।

Divyang
ସ୍ୱାଭିମାନୀ ମୁରଲୀ, ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ

ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।

Death
ସେଣ୍ଟ୍ରିଂ ଖୋଲୁଥିଲେ; ଅଣନିଃଶ୍ୱାସୀ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ସମ୍ୱଲପୁର ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏଭଳି ଅଘଟଣ।

Assam gang-rape accused drowns in pond
ଆସାମ ଲଜ୍ଜା: ଖସିବାକୁ ଚେଷ୍ଟା କରୁଥିଲା ଦୁଷ୍କର୍ମ ଅଭିଯୁକ୍ତ; ପୋଖରୀରେ ବୁଡ଼ି ଜୀବନ ଗଲା

ଆସାମ ଢିଙ୍ଗ ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାପଜୁଲ ଇସ୍‌ଲାମର ମୃତ୍ୟୁ ହୋଇଥିବା ଜଣାପଡିଛି।

Cricket was held at the Paris Olympics in 1900; will returns in 2020
Sports: ପ୍ୟାରିସ୍ ଅଲିମ୍ପିକ୍ସ ୧୯୦୦ରେ ସାମିଲ୍ ହୋଇଥିଲା କ୍ରିକେଟ୍‌

ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ୍ ଟି-୨୦ ଫର୍ମାଟ୍‌ କ୍ରୀଡ଼ା ମହାକୁମ୍ଭକୁ ପ୍ରତ୍ୟାବର୍ତ୍ତନ କରିବ। ଅଲିମ୍ପିକ୍ କ୍ରୀଡ଼ାରେ କେବଳ ଥରେ ୧୨୪ ବର୍ଷ ପୂର୍ବେ କ୍ରିକେଟ୍ ପ୍ରତିଯୋଗିତା ହୋଇଥିଲା। ଏଥିରେ ମାତ୍ର ଦୁଇ ଟିମ୍ ଭାଗ ନେଇଥିଲେ ଏବଂ ଆୟୋଜକ ଫ୍ରାନ୍ସକୁ ହରାଇ ଗ୍ରେଟ୍ ବ୍ରିଟେନ୍ ଚାମ୍ପିଅନ୍ ହୋଇଥିଲା।

Shikhar Dhawan
କ୍ରିକେଟ୍‌କୁ ‘ଗବ୍ବର’ଙ୍କ ବାଏ ବାଏ; ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଧୱନ

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଭାରତର ଷ୍ଟାର ଓପନର ଶିଖର ଧାୱନ। ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି।

Amazing video school student imitates animal and birds sounds
Viral Video: ଆଶ୍ଚର୍ଯ୍ୟ କଲା କୁନି ପୁଅର ପ୍ରତିଭା; ପାଟିରେ ମୟୂର ଆଉ କୋଇଲିର ଅଦ୍ଭୁତ ସ୍ୱର

ଗତ ସପ୍ତାହରେ, ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ପ୍ରତ୍ୟେକ ଥର ପରି ଏହି ବିଶେଷ ଉତ୍ସବରେ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ କାର୍ଯ୍ୟଗୁଡ଼ିକର ବିଭିନ୍ନ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।