• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

SUBHADRA Yojana
ସୁଭଦ୍ରା ଯୋଜନା: କେମିତି ଓ କେଉଁଠି କରିବେ ଆବେଦନ ? ଜାଣନ୍ତୁ... 

ଆସିଲା ‘ସୁଭଦ୍ରା ଯୋଜନା’ ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା  । ଜାଣନ୍ତୁ କେମିତି ଓ କେଉଁଠି କରିବେ ଆବେଦନ...

gold silver seized
ଚାଞ୍ଚଲ୍ୟକର ଖବର; ଏତେ ସୁନା କାହାର, ଯାଉଥିଲା କୁଆଡେ ?

ଭୁବନେଶ୍ୱରରେ କଣ୍ଟେନରରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ କଲା ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । 

Viral Audio Clip
ସରଗରମ ଆସ୍କା ରାଜନୀତି; ଭାଇରାଲ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ...

ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।

Constable Attacked
ଅମାନୁଷିକ, ବର୍ବର କାଣ୍ଡ; କନଷ୍ଟେବଲଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ହାବିଲଦାର..

ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଘଟଣ । ଅଗ୍ନିଶମ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ହାବିଲଦାର ।

Subhadra Yojana scheme
ବଡ଼ ଖବର; ଆସିଲା ‘ସୁଭଦ୍ରା’ ଗାଇଡ୍‌ଲାଇନ୍; ଜାଣନ୍ତୁ କିଏ କରିପାରିବେ ଆବେଦନ...

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି । ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ ।

BJP Workers thrash
ବାଳକାଟିରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ; କର୍ମୀଙ୍କ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ...

ଭୁବନେଶ୍ବର ଉପକଣ୍ଠ ବାଳକାଟୀରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର  ଆୟୋଜନ କରାଯାଇଥିଲା । 

Aamir khan on his plans to get married
‘ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ’; ହେବ କି ତୃତୀୟ ବିବାହ… ଏହି ନାୟିକାଙ୍କୁ ଅମିର୍ ଖାନ୍ କରିପାରନ୍ତି ବିବାହ…

ଛାଡପତ୍ର ସତ୍ତ୍ୱେ ଅମିର୍ ଖାନ୍‌ଙ୍କ ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ ନେଇ କହିଛନ୍ତି ଏମିତି।

Bengali Actor Payel Mukherjee
Special Story: ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ କୋଲକାତା; ଅଭିନେତ୍ରୀଙ୍କୁ ବିଚ୍‌ ରାସ୍ତାରେ ଦୁର୍ବ୍ୟବହାର !

ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍‌ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ ।

Pension Scheme
UPS vs OPS vs NPS: କେଉଁ ପେନ୍‌ସନ୍‌ ସ୍କିମ୍‌ ଭଲ ? କ’ଣ ରହିଛି ଫରକ୍‌  ? ଜାଣନ୍ତୁ...

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ପେନସନ୍ ଯୋଜନା- ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS। ତେବେ ୨୦୦୪ରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ ?

Son Refuses Final Rite
ବାପାର ଶବକୁ କାନ୍ଧ ଦେବାକୁ ଶ୍ୱଶୁର ଘରୁ ଆସିଲାନି ପୁଅ, ଝିଅ କଲେ ଶେଷକୃତ୍ୟ

ଭଦ୍ରକ ବନ୍ତ ଥାନା ଦେବତାଗଡ଼ିଆ ଗାଁରେ ହୃଦୟ ବିଦାରକ ଘଟଣା । ଶବ ଶ୍ମଶାନକୁ ନେବା ପାଇଁ କାନ୍ଧ ଦେବାକୁ ଆସିଲାନି ଏକମାତ୍ର ପୁଅ ।

Pakistan bus attack
ଆତଙ୍କବାଦୀଙ୍କ ବର୍ବରତା !! ବସ୍‌ରୁ ଓହ୍ଲାଇ ମାରିଦେଲେ ଗୁଳି, ଠକ୍ ଠାକ୍ ହୋଇ ଗଳିପଡ଼ିଲେ ୨୩ ଯାତ୍ରୀ

ବେଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ ।

Cow's Search For Calf
ଦେଢ଼ ବର୍ଷ ପରେ ଛୁଆକୁ ଖୋଜୁଛି ମା’, ଚିକିତ୍ସା ପାଇଁ ଆସି ଆଉ ଫେରିନି

ଦେଢ଼ ବର୍ଷ ତଳର କଥାକୁ ମନେ ରଖିଛି ଗାଈଟିଏ । ଅଟୋଟି ଯୁଆଡେ ଯାଉଛି ଗାଈଟିଏ ଗୋଡ଼ାଇ ଚାଲିଛି । ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହିବି ନାହାନ୍ତି ।

UP journalist fined
କାର୍ ଭିତରେ ହେଲମେଟ୍ ପିନ୍ଧିନଥିବାରୁ ସାମ୍ବାଦିକଙ୍କୁ ଜରିମାନା !

କାର୍ ଭିତରେ ହେଲମେଟ୍ ନପିନ୍ଧିବାରୁ ମିଳିଲା ଜରିମାନା ଦଣ୍ଡ। ଏପରି ଏକ ବିଚିତ୍ର ଘଟଣା ଘଟିଛି ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କ ସହ ।

Postage Stamp
ଡାକଟିକଟ ମ୍ୟାନ୍ ବିଶ୍ୱନାଥ ମିଶ୍ର, ମିଳିଲାଣି ୨୭ ପୁରସ୍କାର

ଡାକଟିକଟ ସଂଗ୍ରହରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ବିଶ୍ୱନାଥ ମିଶ୍ର। ତାଙ୍କ ପାଖରେ ରହିଛି ଦେଶ ବିଦେଶର ପ୍ରାୟ ୫ ହଜାର ଡାକଟିକଟ ।

Country Liquor Hub
ସାଲିଆସାହି ପାଲଟିଛି ଦେଶୀ ମଦର ହବ୍ ! ଚଢ଼ାଉ ଯେତେ ମଦ ଫ୍ୟାକ୍ଟ୍ରି ଠାବ ସେତେ

ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍ । ଯେତେ ଚଢ଼ାଉ ହେଉଛି ସେତିକି ମଦ ଫ୍ୟାକ୍ଟ୍ରି ଠାବ ହେଉଛି ।

Best Yoga Asanas For Boost Stamina
Yogasana: ଆପଣଙ୍କ ଶରୀରରେ ଶକ୍ତି କମିଯାଉଛି କି… କରନ୍ତୁ ଏହି ୩ ଯୋଗାସନ, ବଢିଯିବ ଷ୍ଟାମିନା

ଶୀଘ୍ର ଥକିଯିବା, ଶ୍ୱାସ ନେବାରେ ଅସୁବିଧା ଏବଂ ଶକ୍ତିର ଅଭାବ ଯଦି ଦେଖାଦିଏ, ତେବେ ଏଥି ପାଇଁ କିଛି ପ୍ରଭାବଶାଳୀ ଯୋଗାସନ ଅଛି, ଯାହାର ନିୟମିତ ଅଭ୍ୟାସ ଶରୀରର ଶକ୍ତିକୁ ବୃଦ୍ଧି କରିଥାଏ।

Krishna Janmashtami
ପ୍ରଭୁ ଆସୁଛନ୍ତି ବୋଲି.. ଉତ୍ସବମୁଖର ମଥୁରା ନଗରୀ; ଜନ୍ମଭୂମିରେ ଭବ୍ୟ ଆୟୋଜନ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ ।

Swami Laxmanananda Saraswati
ଦୋହଲି ଯାଇଥିଲା ରାଜ୍ୟ ରାଜନୀତି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା ।

Kolkata Horror
୧୨ ଘଣ୍ଟା ପରେ ସନ୍ଦୀପଙ୍କ ଘରୁ ବାହାରିଲା ସିବିଆଇ!! ଅର୍ଥନୈତିକ ହେରଫେର ଅଭିଯୋଗ

କୋଲକାତା ଅଭୟା କାଣ୍ଡ ମାମଲାରେ ଆଜି ଚଢ଼ାଉକୁ ଆହୁରି ଜୋରଦାର କରିବ କି ସିବିଆଇ ? ଗତକାଲି RG କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘର ସମେତ ୧୫ଟି ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା ।

Jammu kashmir Election
ଆଜି ବିଜେପିର J&K ଯୋଦ୍ଧା ଘୋଷଣା ! ଗତକାଲି ଥିଲା ସିଇସି ବୈଠକ

ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ୪୦ ରୁ ୫୦ ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ ।

Janmastami 2024
Janmastami 2024: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମିଳିବ ଶୁଭ ଫଳ… ଜାଣନ୍ତୁ…

ଜନ୍ମାଷ୍ଟମୀଙ୍କର ଏହି ଶୁଭ ଦିନରେ ଅନେକ ନୂତନ ବସ୍ତ୍ର ମଧ୍ୟ ପିନ୍ଧନ୍ତି। ଏହି ଦିନରେ ବିଭିନ୍ନ ରଙ୍ଗର ପୋଷାକର ଭିନ୍ନ ମହତ୍ତ୍ୱ ରହିଛି। ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ କେଉଁ ରଙ୍ଗର ପ୍ରଭାବ କ’ଣ ସେ ବିଷୟରେ ଜାଣିନେବା।

Secretaries
ଜିଲ୍ଲା ବୁଲିବେ ସମସ୍ତ ସଚିବ, ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ । ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ ।

Panchang
Panchang Today 26th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୮ମୀ ରାତ୍ରି ୦୨.୨୦ ଗତେ ୯ମୀ

Khordha Tension
ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟାକୁ ନେଇ ଉତ୍ତେଜନା, BNSSର ଧାରା 163 ବଳବତ୍ତର

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପରେ ବଳବତ୍ତର ରହିଛି BNSS-୧୬୩ ଧାରା ।

Janmastami 2024 Why was Lord Krishna born at night
Janmastami 2024: ଶ୍ରୀକୃଷ୍ଣ ଜନ୍ମ ହେବାକୁ ରାତି କାହିଁକି ବାଛିଲେ… ଜାଣନ୍ତୁ କ’ଣ କୁହେ କିମ୍ବଦନ୍ତୀ

ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ, ସେଥିପାଇଁ ତାଙ୍କୁ ରାତିରେ ପୂଜା କରାଯାଏ। ତେବେ ସେ ଜନ୍ମ ହେବାକୁ ରାତି କାହିଁକି ବାଛିଲେ ଆସନ୍ତୁ ଜାଣିବା।