କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର...
ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି।
ନୂଆ ଓ ଯୋଜନା ବନ୍ଦ ନିଷ୍ପତ୍ତିକୁ ସହଜରେ ହଜମ କରି ନପାରି ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛି ବିଜେଡି ।
ନୀତି ନ ଥାଇ ବି ପେଡ୍ ନ୍ୟୁଜ୍ ଦେଇ ପାଣ୍ଡିଆନଙ୍କ ପ୍ରଚାରରେ ମାତିଥିଲା ବିଜେଡି ସରକାର ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜ୍ ଆଉ ତା ବି ସ୍ଥିରିକୃତ ଦରଠାରୁ ଅଧିକ ଦର ପାଇଁ କିଏ ନେଇଥିଲା ନିଷ୍ପତ୍ତି ?
ଆଜି ଆମେ ଏପରି ଏକ ତାରକାଙ୍କ କଥା କହିବୁ, ଯିଏ ଗୋଟେ ସମୟରେ ଟେଲିଫୋନ୍ ବୁଥରେ କାମ କରୁଥିଲେ । ନିଜ ଭାଗ୍ୟ ଓ ଅଧ୍ୟବସାୟ ବଳରେ ସେ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ।
‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ ବି କରିପାରିବେ ଆବେଦନ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଗାଡି ଲୁଟୁଥିବା ଏହି ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ ।
ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।
ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍ଏମ୍ ମଧ୍ୟ ଛାଡ଼ିଥିଲେ ।
ଆସି ସାରିଛି ସୁଭଦ୍ରା ଯୋଜନାର SOP । ଆସନ୍ତା ସେପ୍ଟେମ୍ବର ୧୭ ରୁ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ।
ମହାରାଷ୍ଟ୍ରରେ ଭାଙ୍ଗିଥିଲା ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚର ପ୍ରତିମୂର୍ତ୍ତି । ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ୍ ଦୁର୍ଗରେ ଥିଲା ପ୍ରତିମୂର୍ତ୍ତି ।
ପ୍ୟାରିସ ପାରା ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଖାତା ଖୋଲିଲା ଭାରତ । ମହିଳା ୧୦୦ ମିଟର T-୩୫ ଫାଇନାଲରେ ଭାରତୀୟ ଧାବିକା ପ୍ରୀତି ପାଲ ଜିତିଲେ ବ୍ରୋଞ୍ଜ ।
ରୋହିତ ଶର୍ମା ଆଇପିଏଲ ୨୦୨୫ରେ ଫ୍ରାଞ୍ଚାଇଜ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା । ଆଗକୁ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବାକୁ ଥିବାରୁ ରୋହିତ ମୁମ୍ବାଇ କ୍ୟାମ୍ପ୍ ଛାଡ଼ିବା ସମ୍ଭାବନା ।
ସ୍ବର୍ଣ୍ଣପଦକରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଖାତା ଖୋଲିଲା ଭାରତ । ୧୦ ମିଟର ଏୟାର ରାଇଫଲ ସୁଟିଂରେ ଗୋଲ୍ଡ୍ ମେଡାଲ ଜିତିଲେ ଭାରତର ଅବନୀ ଲେଖରା । ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ ସୁଟର ମୋନା ଅଗ୍ରୱାଲ
ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ଇଣ୍ଡିଆନ୍ ଓଭର୍ସିଜ୍ ବ୍ୟାଙ୍କ୍ (IOB)। IOB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ଗୁରୁତ୍ୱ ଦିଆଯାଇଛି ।
ବଲାଙ୍ଗିର ଜେଲ ଭିତରୁ ମିଳିଛି ସ୍ମାର୍ଟଫୋନ୍ । ସେଲର ଅନ୍ତେବାସୀ ଦୁର୍ଦ୍ଦାନ୍ତ ଅପରାଧି ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତ ଅନୁପସ୍ଥିତିରେ ଯାଚଂ ବେଳେ ମିଲିଥିଲା ସ୍ମାର୍ଟଫୋନ । ଏ ନେଇ ଖୋଲତାଡ କରୁଛି ବଲାଙ୍ଗିର ପୋଲିସ ।
ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।
ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ ।
ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁ ଭଳି ଅଚରଣ କରୁଛନ୍ତି।
ଉଜ୍ୱଳ ତ୍ୱଚା କିଏ ନଚାହେଁ । ସେ ପୁଅ ହେଉ କି ଝିଅ ,ସମସ୍ତେ ଚାହାଁନ୍ତି ଚମକଦାର ତ୍ୱଚା । ତେବେ ଆପଣ ଯଦି ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି,ତେବେ ନିଜ ମୁହଁରେ ଏହି ପ୍ୟାକ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇପାରିବ।
‘ମେରେ ପାସ୍ ମାଆ ହେ’ ସହିତ ସଂଳାପ ତାରକା ଲେଖକ ଜାଭେଦ୍ ଅଖତର କହିଛନ୍ତି ଯେ ମାଆର ଭାବମୂର୍ତ୍ତି ଏପର୍ଯ୍ୟନ୍ତ ପ୍ରାସଙ୍ଗିକ, କିନ୍ତୁ ଏହାର ନାଟକୀୟ ବ୍ୟବହାରକୁ ହତ୍ୟା କରାଯାଇଛି। ଏହିପରି ଚରିତ୍ରଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସମସାମୟିକ ପ୍ରତିନିଧିତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି।
ନ୍ୟୁଜ ବ୍ରଡକାଷ୍ଟର୍ସ ଫେଡେରେସନର (NBF) ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ ମିଡିଆ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ।
ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ କିମ୍ବା ଏବଂ ଗୋଡ ବହୁତ ଛୋଟ ରହିଯାଏ ।