ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?
ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର।
ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।
ବାଲି ସାମ୍ରାଜ୍ୟରେ ଅଚାନକ ପାଣିର ରାଜୁତି । ସାହାରା ମରୁଭୂମିରେ ଭୀଷଣ ବନ୍ୟା । ୫୦ ବର୍ଷ ପରେ ଉପୁଜିଲା ବନ୍ୟା ସ୍ଥିତି । ଠାଏଁ ଠାଏଁ ବାଲି, ଠାଏଁ ଠାଏଁ ପାଣି। ଜଳପ୍ଳାବିତ ବାଲୁକାସ୍ତୁପ ଓ ଖଜୁରୀ ଗଛ ଥିବା ମରୁଉଦ୍ୟାନ।
ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।
ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।
ସୁଭଦ୍ରା ପାଇଁ ଆବେଦନ କରି କୌଣସି ମହିଳା ଯଦି ଟଙ୍କା ନପାଇ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। କାରଣ ଆପଣଙ୍କ ପାଖକୁ ତ୍ରୁଟି ସୁଧାରିବାକୁ ସରକାରଙ୍କ ତରଫରୁ ଯିବ ଫୋନ୍ କଲ୍। ଦରକାର ପଡ଼ିଲେ ଅଙ୍ଗନବାଡ଼ି କର୍ମୀ ଘରକୁ ଯାଇ ସୁଭଦ୍ରା ଟଙ୍କା ପାଇବା ପାଇଁ ନିଶ୍ଚିତ କରାଇବେ।
ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ଅଚାନକ ବର୍ଷା ପରେ ପାଣିରେ ବୁଡ଼ିଲା ଆଫ୍ରିକା ସାହାରା ମରୁଭୂମିର ଅନେକ ଅଞ୍ଚଳ। ଦୀର୍ଘ ୫୦ ବର୍ଷ ପରେ ସାହାରା ମରୁଭୂମିରେ ଥିବା ଇରିକି ହ୍ରଦ ପାଣିରେ ଭରିଯାଇଛି।
ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ।
ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ।
ଭାରତରେ ସରକାରୀ ଚାକିରି ପାଇଥିବା ସିରାଜ ପ୍ରଥମ କ୍ରିକେଟର ନୁହଁନ୍ତି। ଦେଶର ଅନେକ କ୍ରିକେଟର ମଧ୍ୟ କ୍ରୀଡା ହେତୁ ପ୍ରଶାସନରେ ବଡ ପଦବୀ ପାଇଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।
'ସୁଭଦ୍ରା' ନେଇ ବଡ଼ ଅପଡେଟ୍। ଆବେଦନ ପତ୍ରରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏହି ମଶାଣିରେ ପୂଜା ପାଆନ୍ତି ମା’ ଚଣ୍ଡି । ହେଲେ ଏ ମଶାଣିରେ ଜୁଇ ଜଳେନି । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି। କାରଣ ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ।
ଆରମ୍ଭ ହୋଇଛି PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା। ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ PM ଇଣ୍ଟର୍ନସିପ୍ ସ୍କିମ୍ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଆଜି ଇରାନର ଆଣବିକ ଘାଟି ସମେତ ଅନେକ ସରକାରୀ ପ୍ରତିଷ୍ଠାନ ଉପରେ ଏକକାଳୀନ ସାଇବର ଆଟାକ ହୋଇଛି।
ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍ ଚର୍ଚ୍ଚାରେ ମୋହନା ଗାଁର ଶୁଭମ । ପୁରୁଣା ନିୟୁଜ ପେପର ଆଣି ଗଢୁଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି l ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ।
ଦଶହରା ପାଇଁ ବଢ଼ୁଛି ଗଞ୍ଜା ଆଉ ବୋଦା ଦର ! ଗାଁରେ ମିଳୁନି ଆଉ ନାଲି ଗଞ୍ଜା ! ବୋଦା ଟପିଲାଣି ୧୫ ହଜାର ! ବର୍ତ୍ତମାନ ଗୋଟିଏ ଦେଶୀ ନାଲି ଗଞ୍ଜା ହଜାରେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଛେଳି ଗୋଟା ପନ୍ଦର ହଜାରରେ ବିକ୍ରି ହେଉଛି ।
ନୀତିଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ସୁତ୍ରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ କଠୋର ମନେହୁଏ । କିନ୍ତୁ ତାହା ହିଁ ଲୋକଙ୍କୁ ଠିକ୍ ଆଉ ଭୁଲ ଚିହ୍ନିବାରେ ସାହାଯ୍ୟ କରିଥାଏ ।
ଆପଣଙ୍କ ହାତ ଧରି ଚାଲିବ... ଆପଣଙ୍କ ପୋଷାକର ଯତ୍ନ ନେବ... ଆପଣ ଖାଇଛନ୍ତି କି ନାହିଁ ତାହା ବି ପଚାରି ବୁଝିବ... ଆଉ ଯଦି ଆପଣ କ୍ଳାନ୍ତ ଅନୁଭବ କରନ୍ତି ଘରେ କିଛି କାମ କରିନାହାନ୍ତି ତା’ ବି କରିଦେବ ଏ ନୂଆ ଅତିଥି ।
ଲାଗୁଛି ୨୦୨୫ ଏକ ଧମାକାଦାର ଆରମ୍ଭ ହେବାକୁ ଯାଉଛି। ଏହା ଆମେ କହୁନାହୁଁ ବରଂ କିଛି ସମୟ ପୂର୍ବରୁ ନିର୍ମାତା ରିଲିଜ୍ କରିଥିବା ସାଉଥ୍ ମେଗାଷ୍ଟାରଙ୍କ ଆଗାମୀ ଫିଲ୍ମ ‘ବିଶ୍ୱମ୍ଭରା’ର ଟିଜର୍ କହୁଛି। ଏହି ଫିଲ୍ମରେ ସୁପର୍ଷ୍ଟାର୍ ଚିରଞ୍ଜୀବୀଙ୍କ ଏକ ଚମତ୍କାର ଅବତାର ଦେଖିବାକୁ ମିଳୁଛି।
ବର୍ଷ ଧରି ଏକାଠି ମିଶି ଦୁର୍ଗା ପୂଜା କରୁଛନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ। ଦୀର୍ଘ ୪୭ ବର୍ଷ ଧରି ଉଭୟ ସମ୍ପ୍ରଦାୟ ମିଶି ଶାନ୍ତିଶୃଙ୍ଖଳାର ସହ ମହା ଆଡମ୍ବରରେ ମାଙ୍କ ପୂଜା କରୁଛନ୍ତି।
ଦଶହରା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ପୋଲିସ । କମିଶନରେଟ ପୋଲିସର ଅପରେନସ ତ୍ରିଭୂଜ । ଭୁବନେଶ୍ବରରେ ବ୍ୟବହାର ହେଉଛି ୧ ହଜାର କ୍ୟାମେରା।
ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ବ ଦେବାଦେବୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ, ଥାନାରେ ଏତଲା ।
ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି।