ଉଭୟ ଅଗ୍ନିକୁ ସାକ୍ଷୀ ରଖି ଚାରିପଟେ ସାତ ଘେରା ବୁଲି ବିବାହ କରିଛନ୍ତି । ଅଗ୍ନି ଚାରିପଟେ ସଞ୍ଜୟ ଦତ୍ତଙ୍କୁ ସାତ ଘେରା ବୁଲୁଥିବା ଦେଖି କିଛି ସମୟ ପାଇଁ ଫ୍ୟାନ୍ସ ବି ସନ୍ଦେହରେ ପଡ଼ିଗଲେ । ଆଉ କହିଲେ ପୁଣି ବିବାହ କଲେ ଖଳନାୟକ ।
ମହାଦେବ ବେଟିଂ ଆପ୍ ମାମଲାରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଇଡିର ଅନୁରୋଧ କ୍ରମେ ଜାରି କରାଯାଇଥିବା ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଆଧାରରେ ଏହି ଗିରଫ କରାଯାଇଥିଲା।
ଲୋକଙ୍କର ଘର ଭାଙ୍ଗି ଦେଇଛି ହରିକେନ୍ ମିଲଟନ୍। ଉଡ଼ାଇ ନେଇଛି ଷ୍ଟାଡିୟମ୍ ଛାତ।
ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼ । ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଫିଲିସ୍ତିନୀ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଆଇଡିଏଫ୍ କହିଛି।
ବୟସ ବଢିଥିଲେ ବି ଅମିତାଭ ବଚ୍ଚନଙ୍କ କ୍ରେଜ ଅତୁଟ । ଦୀର୍ଘ ଦଶନ୍ଧି ଧରି ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ ।
ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ବିଧାୟକ ହୋଇଥିଲେ ନିରଞ୍ଜନ ।
ରାଜବାଟି ସ୍ଥିତ ମା' ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ ବିଜୟ ଛତର । ମା'ଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।
ଚାରିଆଡ ଲାଇଟ୍ ଗେଟ୍ ଓ ଆକର୍ଷଣୀୟ ସାଜସଜ୍ଜା । ସନ୍ଧ୍ୟା ହେଲେ ବଢୁଛି ଭିଡ଼, ଜାମ୍ ହେଉଛି ରାସ୍ତାଘାଟ ।
ଡ୍ରାଇଭର ଓ କାରରେ ବସିଥିବା ଅନ୍ୟ ଜଣେ ଥାନାରେ ଅଟକ । ଗତକାଲି ରାତି ୧୧ଟା ପରେ ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମହାଭାରତ ସମୟରେ ପାଣ୍ଡବମାନେ ମଧ୍ୟ ଉପବାସ ପାଳୁଥିଲେ। ସେମାନେ କିପରି ଉପବାସ କରୁଥିଲେ, କିପରି ଉପବାସ ଭାଙ୍ଗୁଥିଲେ, ସେମାନଙ୍କର ଡାଏଟ୍ କ’ଣ ଥିଲା ତାହା ଆପଣ ଜାଣନ୍ତି କି? ଆସନ୍ତୁ ସେ ବିଷୟରେ ଜାଣିବା।
ଟାଟା ସ୍ପୋର୍ଟ୍ସ କମ୍ପ୍ଲେସ ବ୍ୟତୀତ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହ ମଧ୍ୟ ଟାଟା ପରିବାରର ମଧ୍ୟ ବିଶେଷ ନିବିଡ଼ତା ରହିଛି । ଭାରତୀୟ ଆଥଲେଟଙ୍କୁ ସାହାଯ୍ୟ ଓ ସହାୟତା ପାଇଁ ସଦା ସର୍ବଦା ଆଗେଇ ଆସିଛି ଟାଟା ଗ୍ରୁପ ।
ରାସ୍ତା ସାରା ଖାଲଖମା, ଜୀବନ ଚାଲିଯିବାର ଭୟ । ଦୀର୍ଘ ୧୦ ବର୍ଷ ହେଲା ସମ୍ପ୍ରସାରଣ କାର୍ଯ୍ୟରେ ମନ୍ଥର ଗତି ।
ଅନ୍ଧବିଶ୍ୱାସ ଆଢୁଆଳରେ ଶତ୍ରୁଙ୍କୁ ଚକମା ଦେଉଥିଲେ ରାଜା । ଶତ୍ରୁଙ୍କୁ ଭ୍ରମିତ ପାଇଁ ରାଜାଙ୍କର ଥିଲା ଯୋଜନା କହିଲେ ନୀଳଗିରି ରାଣୀ ।
ଥାନାରେ ଉତ୍ପାତ କରିବା ପଡ଼ିଲା ମହଙ୍ଗା । ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ମହିଳାଙ୍କ ଦୁର୍ବ୍ୟବହାର ପରେ ରୁଜୁ ହେଲା ମାମଲା ।
ମା’ଙ୍କ ଚକ୍ଷୁଦାନ ସହ ହେଲା ପ୍ରାଣ ପ୍ରତିଷ୍ଠା । ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାଷ୍ଟମୀ ।
ଯାଜପୁର ଆଉ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତି । ପୁଣି ବବିଙ୍କ ବୟାନ ଯାଜପୁରରେ ବିଜେଡି କହିଲେ କେବଳ ବବି-ଜିତୁ-ଡ୍ୟାନି । ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା ।
ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା । ଓଡ଼ିଶା ସହ ତାଙ୍କର ସମ୍ପର୍କ ଥିଲା ଅତି ନିବିଡ଼ ।
ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ ।
ପଞ୍ଚଭୂତରେ ବିଲୀନ ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ମୁମ୍ବାଇ ୱର୍ଲିରେ ଅନ୍ତିମ ବିଦାୟ ଜଣାଇବାକୁ ଜନସମୁଦ୍ର ।
ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ ।
NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହେବ ।
ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।