• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Anand Bazar
ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହେବନି ଅସୁବିଧା, ହେବେନି ଠକାମୀର ଶିକାର !

୧ ତାରିଖରୁ ନିଯୁକ୍ତ ହେବେ ୨୦ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ଓ ସୁଆର ସେବକଙ୍କ ସ୍ୱାଗତ ।

Man Sexually Assaults Woman
ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ, ସୋସିଆଲ ମିଡିଆରୁ ହୋଇଥିଲା ପ୍ରେମ 

ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ ।

School Closed
ରେଡ୍‌ ୱାର୍ଣ୍ଣିଂ ! କୋରାପୁଟରେ ସ୍କୁଲ୍‌-ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ..

ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଏପଟେ ଭୁବନେଶ୍ବରରେ ଆଜି ବର୍ଷା ଲାଗି ରହିଥିବା ବେଳେ ସକାଳୁ କୋହଲା ପାଗ ଲାଗି ରହିଛି।

National Sports Day
National Sports Day: ଅବହେଳିତ ପ୍ରତିଭାବାନ୍ ଖେଳାଳି, କିଏ ଦୋକାନୀ ତ କିଏ ପାଲଟିଛି ସିକ୍ୟୁରିଟି ଗାର୍ଡ   

ଇଚ୍ଛା ଥିଲା ଦେଶ ପାଇଁ ଗୌରବ ଆଣିବେ, ମେଡାଲ ପିନ୍ଧି ଛାତି ଚୌଡା ହେବ । ହେଲେ ଛାତିରେ ମେଡାଲ ନୁହେଁ, ରହିଛି ସିକ୍ୟୁରିଟି ଗାର୍ଡର ପୋଷାକ ।

Mukesh Ambani
ମାତ୍ର ୧୫ ମିନିଟ୍‌ରେ ୫୩ ହଜାର କୋଟି ରୋଜଗାର କଲେ ଅମ୍ବାନୀ, ଜାଣନ୍ତୁ କେମିତି...

ରିଲାଏନ୍ସ ଏଜିଏମ୍ ଆରମ୍ଭ ହେବା ମାତ୍ରେ କମ୍ପାନୀର ସେୟାରରେ ତୀବ୍ର ବୃଦ୍ଧି ଘଟିଥିଲା । ରିଲାଏନ୍ସ AGM ଆରମ୍ଭର ମାତ୍ର ୧୫ ମିନିଟ୍‌ ମଧ୍ୟରେ କମ୍ପାନୀର ଅଂଶଧନ ୨.୬୪ ପ୍ରତିଶତ ବୃଦ୍ଧି ସହିତ ୩୦୭୪.୮୦ ଟଙ୍କା ଆଜି ଦିନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

Nuakhai
ରାଜ୍ୟ ସରକାରଙ୍କ ଘୋଷଣା: ନୂଆଖାଇ ପାଇଁ ସେପ୍ଟେମ୍ବର ୯ ଛୁଟି

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।

Rescue Operation
ମହାନତା ଦେଖାଇଲେ ଅଗ୍ନିଶମ ବାହିନୀ କର୍ମଚାରୀ, ଉଛୁଳା ନାଳରେ ରୋଗୀଙ୍କୁ କରାଇଲେ ପାର

ଅତି ସତର୍କତାର ସହ ଦଉଡି ସାହାର୍ଯ୍ୟରେ ଟ୍ୟୁବ୍‌ ପକାଇ ମହିଳାଙ୍କୁ ନାଳ ପାର କରାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ।

Salman Khan
ଚେୟାରରୁ ଉଠିପାରିଲେନି ସଲମାନ୍ ! ସିଟରୁ ଉଠିବାକୁ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ୍

ସୁପରଷ୍ଟାର ସଲମାନ୍ ଖାନ୍ ନିଜ ସିଟରୁ ଉଠି ଛିଡ଼ାହେବାକୁ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ୍ । ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ ।

Sorcery practice in Bhubaneswar
ଭୁବନେଶ୍ୱରରେ ଚାଞ୍ଚଲ୍ୟ, ବନ୍ଦ ଘରେ ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା

ଭୁବନେଶ୍ୱରର ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ ବନ୍ଦ ଘରୁ ମିଳିଲା ହାଡ଼ । ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା ।

MLA Babu Singh
ବିଜେପି ବିଧାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା

ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା। ୨୫ ବର୍ଷ ହେଲା ବାବୁ ଆମ ସହ ଅଛନ୍ତି କହିଲେ ଅମରେଶ ।

Scam
‘ନବୀନ ସରକାର ବେଳେ ହୋଇଛି ବଡ଼ ବଡ଼ ସ୍କାମ, ଟାସ୍କ ଫୋର୍ସ ଗଠନ କରି କରାଯାଉ ତଦନ୍ତ’

ନବୀନ ସରକାରରେ ୨ ଶହ ଅଣ-ଓଡ଼ିଆ ଠିକାଦାରଙ୍କୁ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପର ସ୍ଥିତି ଓ ସ୍ଥାୟୀତ୍ବ ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବାକୁ ଦାବି କରାଯାଇଛି ।

Odisha Politics
ଓଡ଼ିଶା ରାଜନୀତି: ପ୍ରତାରଣା କିଏ କାହାକୁ ଦେଇଛି, ଇତିହାସ କୁହେ ...

ଓଡ଼ିଶା ରାଜନୈତିକ ମହଲରେ ଏବେ ଗୋଟିଏ ଶବ୍ଦକୁ ନେଇ ଢେର ଚର୍ଚ୍ଚା । ଶବ୍ଦଟି ହେଲା – ‘ପ୍ରତାରଣା’ । ବିଜୁ ଜନତା ଦଳର ନେତ୍ରୀ ମମତା ମହନ୍ତ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ଶବ୍ଦଟି ଜୋର୍ ଧରିଛି ।

Passport Seva Portal
ଏବେ ବନ୍ଦ ରହିବ ପାସପୋର୍ଟ ସେବା ପୋର୍ଟାଲ, ଜାଣନ୍ତୁ ପୁଣି କେବେ ହେବ କାର୍ଯ୍ୟକ୍ଷମ

ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ।

farmer protest
ସ୍ମାର୍ଟ ମିଟର ତାତି, ଚାଷୀ ଫେରାଇଲେ ୩ ହଜାର ସ୍ମାର୍ଟମିଟର

ପୁଣି ବରଗଡ଼ରେ ସ୍ମାର୍ଟ ମିଟର ତାତି । ସ୍ମାର୍ଟମିଟର ଫେରାଉଛନ୍ତି ବରଗଡ଼ର ଚାଷୀ । ଘେଁସର ଚାଷୀ ମାନେ ଫେରାଇଲେ ୩ ହଜାର ସ୍ମାର୍ଟମିଟର । ସହିଦ ମାଧୋ ସିଂ କୃଷକ ସଂଗଠନ ନେତୃତ୍ବରେ ବିରାଟ ବିକ୍ଷୋଭ

Student suicides: An epidemic sweeping India
ଡରାଇଲା ଏନସିଆର୍‌ବି ରିପୋର୍ଟ; ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ।

weather
ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର,୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ଏ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

Radha Yadav
ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର, NDRF ଟିମ୍‌ ପହଞ୍ଚି କଲେ ଉଦ୍ଧାର

ଏ ନେଇ ରାଧା ଯାଦବ ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ ରାଧା ଯାଦବ ଏନଡିଆରଏଫକୁ ଧନ୍ୟବାଦ ଦେଇଛନ୍ତି ।

VK Pandian
ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି

ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା।

sweet Recipe
କମ୍ ସାମଗ୍ରୀରେ ଘରେ ତିଆରି କରନ୍ତୁ ଏହି ସ୍ୱାଦିଷ୍ଟ ମିଠା

ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Flood
କାହିଁକି ବୁଡ଼ିଲା ଗୁଜରାଟ; ପାଣିପାଗ ବିଜ୍ଞାନୀ କହିଲେ ବଡ଼ କାରଣ...ଜାଣନ୍ତୁ

ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।

Suresh Pujari
ପ୍ରଶ୍ନ ପଚାରି ଫଶିଗଲେ ଅରୁଣ ସାହୁ, ପୂର୍ବ ସରକାରଙ୍କୁ କଟାକ୍ଷ କରି ଉତ୍ତର ଦେଲେ ରାଜସ୍ବ ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।

wolf that killed 8 people
ମାତିଛି ମଣିଷ ଖିଆ ଗଧିଆ, ଗଲାଣି ୮ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ବାହରିଚରେ ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗଧିଆ ଆକ୍ରମଣରେ ଗଲାଣି ୮ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ ଓ ୩ ଜଣ ମହିଳା ।

Virat Kohli
ଭାଇରାଲ ହେଲା ବିରାଟଙ୍କ ଡିପ୍‌ଫେକ୍‌ ଭିଡିଓ, ଶୁଭମନ ଗିଲ୍‌ଙ୍କୁ ନେଇ କହୁଛନ୍ତି ଏମିତି....

ଏହି ଡିପ୍‌ଫେକ୍‌ ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି ।

waterlogging
ବର୍ଷା ପରେ ଜଳପ୍ରଳୟ; ଦିଲ୍ଲୀର ହାଲ୍ ବେହାଲ୍‌, ଗୁଜରାଟରେ ସ୍ଥିତି କହିଲେ ନସରେ

ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

docter
ଡାକ୍ତର ହେବେ ବଣ୍ଡା ଛାତ୍ର, ସମଗ୍ର ବଣ୍ଡାଘାଟିରେ ଖୁସିର ଲହରୀ

ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ