• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Mithun chakraborty arrived at 70th national film awards
ମୁଁ ଯେତେ କଷ୍ଟ ସହିଛି, ଲାଗୁଛି ଭଗବାନ ମୋତେ ସୁଧ ସହିତ ଫେରାଇ ଦେଇଛନ୍ତି: ମିଥୁନ୍ ଚକ୍ରବର୍ତ୍ତୀ

'ଜାତୀୟ ଚଳଚ୍ଚିତ୍ର ପୁରସ୍କାର' ସମାରୋହରେ ପହଞ୍ଚିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ । ତାଙ୍କୁ ଆଜି ଦାଦାସାହେବ ଫାଲ’କେ ପୁରସ୍କାରରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମିଥୁନ୍ ଖୁସି ବ୍ୟକ୍ତ କରିଛନ୍ତି।

Train Distance
୭୫ ଘଣ୍ଟାରେ ଅତିକ୍ରମ କରେ ୪ ହଜାର କିଲୋମିଟରରୁ ଅଧିକ ରାସ୍ତା, ୯ଟି ରାଜ୍ୟ ଦେଇ ଯାଏ...

ଆପଣ କେବେ ଚିନ୍ତା କରିଛନ୍ତି କି କେଉଁ ଟ୍ରେନ୍ ଭାରତର ଦୀର୍ଘତମ ଦୂରତାକୁ ଅତିକ୍ରମ କରେ ? ଏପରି କେତୋଟି ଟ୍ରେନ୍ ଅଛି, ଯିଏ ଭାରତର ସର୍ବାଧିକ କିଲୋମିଟରକୁ କଭର୍ ଅପ୍ କରେ ?

Ranveer singh deepika padukone life divided in shifts
ଝିଅ ପାଇଁ ଦିନ-ରାତି ବାଣ୍ଟିଲେ ରଣବୀର-ଦୀପିକା; ଜାଣନ୍ତୁ କାହାର କେଉଁ ସିଫ୍ଟ…

‘ସିଙ୍ଘମ୍‌ ଏଗେନ୍’ର ଟ୍ରେଲର୍‌ ଲଞ୍ଚ୍‌ ଇଭେଣ୍ଟ୍‌ରେ ପୁରା ଷ୍ଟାର୍‌ କାଷ୍ଟ୍‌ ଉପସ୍ଥିତ ଥିବାବେଳେ ଦୀପିକା ପାଦୁକୋନ ଯୋଗ ଦେଇପାରି ନ ଥିଲେ। ସେ ଏହି ଫିଲ୍ମରେ ଲେଡି ସିଙ୍ଘମ୍‌ ବା ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ନଜର ଆସିଛନ୍ତି। ତେବେ ସେ କାହିଁକି ଆସିପାରି ନ ଥିଲେ ଆସନ୍ତୁ ଜାଣିବା।

Haryana Elections
ହରିୟାଣାରେ ବିଜେପିର ହ୍ୟାଟ୍ରିକ; କାହିଁକି ହାରିଲା କଂଗ୍ରେସ ? ଜାଣନ୍ତୁ ୫ କାରଣ...

ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କିଭଳି ଦଳ ରେକର୍ଡ ୩ୟ ଥର ଲାଗି ହରିୟାଣାରେ ସଫଳ ହେଲା ?

Bengaluru Hotel
ଏତେ ବଡ଼ ହୋଟେଲ୍, କର୍ମଚାରୀ ମାତ୍ର ଦୁଇଜଣ ! ଭର୍ଚୁଆଲ୍ ରିସେପ୍ସନିଷ୍ଟକୁ ନେଇ ଭିନ୍ନମତ

ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ ।

Ananya panday cousin alanna panday father asks her did you forget to wear top
Viral Video: ଝିଅର ବ୍ରାଲେଟ୍ ଦେଖି ମଜ୍ଜା ଉଡେଇଲେ ବାପା; କହିଲେ ଟପ୍ ପିନ୍ଧିବାକୁ ଭୁଲିଗଲ କି…

ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଅଲାନାଙ୍କର ଏକ ଭିଡିଓ ଏବେ ଆଲୋଚନାର ବିଷୟ ପାଲଟିଛି, ଯାହାକୁ ସେ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ବାପା ଚିକ୍କୀ ପାଣ୍ଡେ ତାଙ୍କ ଝିଅର ଅଜବ ପୋଷାକ ଦେଖିବା ପରେ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି।

CCTV Cameras
୧୩ଟି ଥାନାରେ ସିସିଟିଭି ନାହିଁ; ହାଇକୋର୍ଟରେ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍

ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍।

Omar Abdullah
ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା ।

Cake
ସାମାନ୍ୟ ଭୁଲ୍ ପାଇଁ ଗଲା ଛୁଆର ଜୀବନ; ମାଗଣା କେକ୍ ଖାଇ ହସ୍ପିଟାଲ୍‌ରେ ଦମ୍ପତି

କ୍ୟାନସେଲ୍ ହୋଇଥିବା କେକ୍ ଖାଇବା ପରେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।

 Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର; ଆସନ୍ତାକାଲି ହିତାଧିକାରୀଙ୍କୁ ମିଳିବ ଟଙ୍କା

ସୁଭଦ୍ରା ଟଙ୍କା ମିଳିବା ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତାକାଲି ଆସିବ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା। 

airstrike
ଇସ୍ରାଏଲ ଟାର୍ଗେଟ୍‌ରେ ହିଜବୁଲ୍ଲା, ଲେବାନନ୍‌ରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍

ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଗତକାଲି ଇସ୍ରାଏଲ ଉପରେ ହିଜବୁଲ୍ଲା ୧୩୦ଟି ରକେଟ ମାଡ଼ କରିଥିବା ବେଳେ ଆଜି ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି। ଲେବାନନ୍‌ର ପ୍ରାୟ ୧୨୦ଟି ସ୍ଥାନକୁ ଟାର୍ଗେଟ କରି ଇସ୍ରାଏଲ ୧୦୦ଟି ଯୁଦ୍ଧ ବିମାନରେ ଆକ୍ରମଣ କରିଛି।

Haryana Elections 2024
ଫେଲ୍ ମାରିଲା ଏକଜିଟ୍ ପୋଲ୍; କଂଗ୍ରେସ କହିଲା, ‘ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ECI’

ଦୁଇ ରାଜ୍ୟରେ ବଦଳିଗଲା ଏକଜିଟ୍ ପୋଲ୍ ରିପୋର୍ଟ। ଯାହା ଦେଖାଇଥିଲା ଏକଜିଟ୍ ପୋଲ୍ ବିଲକୁଲ୍ ଏହାର ଓଲଟା ରେଜଲ୍ଟ ହୋଇଛି।

Barfi sweet
ନବରାତ୍ରୀ ପାଇଁ ଘରେ ତିଆରି କରନ୍ତୁ ସୁଆଦିଆ 'ବରଫି'

ଏବେ ଚାଲିଛି ପାର୍ବଣର ଋତୁ । ଘରେ ଘରେ ଏବେ ପିଠା ଓ ମିଠାର ଆସର । ଏଇ ନବରାତ୍ରୀରେ ଘରେ ମିଠାର ସୁଆଦିଆ ରେସିପି ‘ବରଫି’ ବନେଇ ମାଆଙ୍କୁ ଭୋଗ ଲଗାନ୍ତୁ ।

Instagram Down
ହଠାତ ବନ୍ଦ ହୋଇଗଲା ଇନଷ୍ଟାଗ୍ରାମ; ଖୋଲୁନି ପେଜ୍, ଲେଖୁଛି ଏରର୍‌...

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ ଡାଉନ୍‌ । ହଜାର ହଜାର ୟୁଜର୍ସ ଆଜି ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇନଷ୍ଟାଗ୍ରାମ ପେଜ୍‌ ଖୋଲିବା ମାତ୍ରେ ଏଥିରେ ଏରର୍‌ ଆସୁଥିବା ଦେଖିବାକୁ ମିଳିଛି।

Congress
ହରିୟାଣାରେ ପଛେଇଲା କଂଗ୍ରେସ, ବନ୍ଦ ହେଲା ସେଲିବ୍ରେସନ୍; ବଦଳି ଯିବ କି ଏକଜିଟ୍ ପୋଲ୍ ଆକଳନ ?

ସମୟ ବଢ଼ିବା ସହ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର କଲା ବିଜେପି । ପ୍ରଥମେ ଆଗୁଆ ଥିବା କଂଗ୍ରେସ ଏବେ ବହୁ ପଛରେ ।

Leopard
ସଫାରୀ ବସ୍‌ ଉପରକୁ ଚଢ଼ିଗଲା ବାଘ; ଭୟରେ ଥରିଲେ ପର୍ଯ୍ୟଟକ, ଦେଖନ୍ତୁ ଭିଡିଓ

ଚିତାବାଘକୁ ଅତି ନିକଟରୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ। ଶିକାର କରିବା ପାଇଁ ବସ୍ ଉପରକୁ ଚଢିଗଲା ବାଘ। କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Gold Price Today
Gold Price Today 8th October 2024: ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

Jammu And Kashmir Election 2024
ଚାଲିଛି ଜାମ୍ମୁ କାଶ୍ମୀର ଭୋଟ ଗଣତି; ଅବଦୁଲ୍ଲା ଆଗୁଆ, ଇଲ୍‌ତିଜା ପଛୁଆ 

ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍‌ ହୋଇଛି । ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। 

add these things in cinnamon and apply in your face will glow in overnight
Skin Care Tips: ଡାଳଚିନିର ଅଦ୍ଭୁତ ଫାଇଦା; ଏମିତି କରନ୍ତୁ ବ୍ୟବହାର, ରାତିକ ଭିତରେ ଚିକ୍ ଚିକ୍ କରିବ ମୁହଁ !

ରୋଷେଇ ଘରେ ଥିବା ଡାଳଚିନି ରାତାରାତି ଚର୍ମରେ ଆଣିବ ଚମକ । ଏହାକୁ କେବଳ ଅନ୍ୟ କିଛି ଜିନିଷ ସହିତ ମିଶ୍ରଣ କରି ପ୍ରୟୋଗ କରିବାକୁ ପଡ଼ିବ। ତେବେ ଆସନ୍ତୁ ଏ ନେଇ କିଛି ଟିପ୍ସ ବିଷୟରେ ଜାଣିବା।

 Haryana Elections 2024
ହରିୟାଣାରେ ବଦଳିଲା ଗଣିତ; ହାଟ୍ରିକ୍ ମାରିବ ବିଜେପି ନା କମ୍ ବ୍ୟାକ୍ କରିବ କଂଗ୍ରେସ ? ଜାଣନ୍ତୁ...

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା । 

Homes in Ruins as Heavy Rain
ସବୁ ଉଜାଡ଼ି ଦେଲା ଲଘୁଚାପ ବର୍ଷା, ପରଘରେ ପରିବାର

ଘରର ଅବସ୍ଥା ଏମିତି ହୋଇଛି ଯେ କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ବର୍ଷା ହେଲେ ଚାଳରୁ ପାଣି ଗଳୁଛି। କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ପ୍ରକ଼ୃତିର ଥାର୍ଡ ଡିଗ୍ରୀ।

unique efforts to protect cows
Special Story: ପୋଲିସ ବାବୁଙ୍କ ମହାନତା, ଗୋମାତା ଓ ମଣିଷଙ୍କୁ ସୁରକ୍ଷା ଦେବାକୁ ନିଆରା ପ୍ରୟାସ

ଗୋରୁଙ୍କ ବେକରେ ଆଇକାର୍ଡ! ଏ ନାଲି ଫିତା ସେମାନଙ୍କ ଜୀବନ ରକ୍ଷାକରୀ କବଚ। ଜନତାଙ୍କ ସହ ଗୋମାତାଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ପୋଲିସ ବାବୁଙ୍କୁ ମିଳୁଛି ଭୁରୀ ଭୁରୀ ପ୍ରଶଂସା ।

green chilli farming
ଲଙ୍କା ଚାଷ କରି ଲକ୍ଷପତି ହେଲେ ଚାଷୀ

ଗଛରେ ଫଳିଛି ପେନ୍ଥା ପେନ୍ଥା ଲଙ୍କା। ଯୁଆଡେ ଚାହିଁବେ କଞ୍ଚାଲଙ୍କାର ଭଣ୍ଡାର। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଲଙ୍କା ଚାଷ କରି ଲାଭବାନ ହୋଇଛି ଚାଷୀ।

Twin city Traffic
ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା; ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ

ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ଟ୍ରାଫିକ କଟକଣା। ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ରହିବ।

Chatisha Nijog
ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ; କାର୍ତ୍ତିକ ନୀତିକାନ୍ତି ନେଇ ହେବ ଆଲୋଚନା

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ ।