• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Railway recruitment
ରେଲୱେରେ ଆଉ ୪୫ ହଜାର ନିଯୁକ୍ତି, ନିକଟରେ ମିଳିଛି ଦେଢ଼ ଲକ୍ଷ ଚାକିରି: ରେଳମନ୍ତ୍ରୀ

ରେଲୱେରେ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ନିକଟରେ ଚାକିରି ମିଳିଛି । ରେଲୱେରେ ନିଯୁକ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

Puja Khedkar
ମୋତେ ଅଯୋଗ୍ୟ ଘୋଷଣା କରିବାର କ୍ଷମତା UPSCର ନାହିଁ: ପୂଜା ଖେଡକର

ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ୟୁପିଏସସିର କ୍ଷମତା କିମ୍ବା ଅଧିକାର ନାହିଁ ବୋଲି ଖେଡକର ହାଇକୋର୍ଟଙ୍କୁ କହିଛନ୍ତି ।

President Droupadi Murmu
ବହୁତ ହୋଇଗଲା ମହିଳାଙ୍କ ପ୍ରତି ହିଂସା..କୋଲକାତା ଲଜ୍ଜାକୁ ଭୟାନକ କହିଲେ ରାଷ୍ଟ୍ରପତି

କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।

Union Bank Jobs  2024  Apply for 500 posts
Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(UBI)। ଏନେଇ UBI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

Central Cabinet Nod
ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ, କେନ୍ଦ୍ର କ୍ୟାବିନେଟ ମାରିଲା ମୋହର

ଓଡ଼ିଶାର ଦୁଇ ନୂଆ ରେଳ ଲାଇନକୁ ମଞ୍ଜୁରୀ । ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ମଞ୍ଜୁରୀ ମିଳିଛି । କେନ୍ଦ୍ର କ୍ୟାବିନେଟ ମାରିଲା ମୋହର ।

Zaheer Khan
IPLକୁ ଫେରିଲେ ଜାହିର ଖାନ୍‌, ଏହି ଟିମ୍‌ର ମେଣ୍ଟର ଭାବେ ତୁଲାଇବେ ଦାୟିତ୍ୱ

ଆଗାମୀ ସିଜିନ୍‌ରେ ଜାହିର ଖାନ୍‌ଙ୍କ ମେଣ୍ଟର ଭାବେ ନିଯୁକ୍ତି ଦେଇଛି ଲକ୍ଷ୍ନୌ । ଏନେଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି ।

Y chromosome is disappearing
ଲୋପ ପାଉଛି Y Chromosomes, ପୃଥିବୀରୁ ଶେଷ ହୋଇଯିବେ କି ପୁରୁଷ ? 

ମଣିଷ ଶରୀରରେ ଥିବା ଦୁଇଟି ସେକ୍ସ ଗୁଣସୂତ୍ର ମଧ୍ୟରୁ ସରି ସରି ଯାଉଛି Y ଗୁଣସୂତ୍ର । Y ଗୁଣସୂତ୍ରର ସଂପୂର୍ଣ୍ଣ ବିଲୋପ ଅର୍ଥ ପୃଥିବୀ ପୃଷ୍ଠରେ ଆଉ ପୁରୁଷ ଜନ୍ମ ସମ୍ଭବ ହୋଇନପାରେ । 

Kalikesh Questions
ବିଧାନସଭାରେ ଭାଇକୁ ଭାଇର ପ୍ରଶ୍ନ, କନକବର୍ଦ୍ଧନ ସିଂହଦେଓଙ୍କୁ ପ୍ରଶ୍ନ କଲେ କଳିକେଶ ସିଂହଦେଓ

ବିଧାନସଭାରେ ଭାଇ-ଭାଇଙ୍କ ପ୍ରଶ୍ନୋତ୍ତର । ବିଧାନସଭାରେ ପ୍ରଶ୍ନ କଲେ ସାନ ଭାଇ କଳିକେଶ ସିଂହଦେଓ । ଉତ୍ତର ରଖିଲେ ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ବିଦ୍ୟୁତ ଶକ୍ତି ଉତ୍ପାଦନ ସମ୍ପର୍କିତ ପ୍ରଶ୍ନ କଲେ କଳିକେଶ ।

Odisha Assembly
ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା, କଟକଣା ଲଗାଇଲେ ବାଚସ୍ପତି

କିଛି ବିଧାୟକ ଫଟୋ ଉଠାଇବା ସହ ଫୋନରେ କଥା ହେଉଛନ୍ତି । ଏହା ଜାଣିବା ପରେ ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ କଟକଣା ଲଗାଇଛନ୍ତି ବାଚସ୍ପତି ।

UPSC
ଏହି ସରକାର କଲେ ବଡ଼ ଘୋଷଣା, UPSC Mains ପାସ୍‌ କଲେ ମିଳିବ ଲକ୍ଷେ ଟଙ୍କା

ତେଲେଙ୍ଗାନାର ସ୍ଥାୟୀ ବାସିନ୍ଦାମାନେ ହିଁ ସରକାର ଘୋଷଣା କରିଥିବା ଏହି ନୂଆ ଯୋଜନାର ଲାଭ ଉଠାଇ ପାରିବେ ।

CM-KISAN Yojana
କାଳିଆ ବଦଳରେ ସିଏମ୍ କିଷାନ୍, ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା

ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଏ ନେଇ ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।

Petrol Pump Scam
ରାଜ୍ୟର ୩୭୦ ପେଟ୍ରୋଲ ପମ୍ପରେ ଠକେଇ, ମାପ ଓ ଓଜନରେ ଠକୁଛନ୍ତି ବ୍ୟବସାୟୀ

ବର୍ଷକରେ ୨ ହଜାର ୮ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଛନ୍ତି । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ।

Snake
ବରଗଡ଼ରେ ଚାଞ୍ଚଲ୍ୟ, ସୋଫାରୁ ବାହାରିଲା ବିରାଟକାୟ ନାଗ !

ସୋଫା ଭିତରୁ ବାହାରିଲା ସାଢେ଼ ୩ ଫୁଟ ଲମ୍ବର ନାଗ ସାପ । ଗର୍ଜନ ଶୁଣି ଭୟଭୀତ ଲୋକେ ।

dengue
Health Tips: ଡେଙ୍ଗୁ ରୋଗୀଙ୍କ ପାଇଁ ଏହି ଖାଦ୍ୟ ରାମବାଣ,ଖାଇଲେ ଶୀଘ୍ର ହେବେ ସୁସ୍ଥ

ମୌସୁମୀ ଆରମ୍ଭରୁ ଡେଙ୍ଗୁ ଭୟ ଘାରିଥାଏ । ଡେଙ୍ଗୁ ମଶା କାମୁଡିବାକୁ କାରଣରୁ ହୋଇଥାଏ । ତେବେ ଏହି ସମୟରେ ଖାଦ୍ୟପେୟ ଉପର ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଖାଦ୍ୟ ଟିପ୍ସ... ଯାହାକୁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ ।

ration cards
ରାସନ କାର୍ଡକୁ ନେଇ ବଡ଼ ଖବର: E-KYC ନକଲେ କଟିଯିବ କାର୍ଡ ! 

E-KYC ଯାଞ୍ଚ ପରେ ନୂଆ ରାସନ କାର୍ଡ । E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ କହିଲେ ମନ୍ତ୍ରୀ ।

Mahanga double murder case
ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଜଣଙ୍କୁ ଆଜୀବନ ଜେଲ୍ ...

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସିଲା ବଡ଼ ରାୟ । ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏଡିଜେ । 

Chief Justice DY Chandrachud
CJIଙ୍କ ନାଁରେ ସାଇବର ଠକେଇ ଉଦ୍ୟମ; ମାଗିଲେ ୫୦୦ ଟଙ୍କା ଗାଡ଼ି ଭଡ଼ା...

‘ହେଲୋ, ମୁଁ CJI କହୁଛି, ମୁଁ କନ୍ନଟ ପ୍ଲେସ୍‌ରେ ଫସି ଯାଇଛି । ମୋତେ କାର୍‌ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? ’ ଏମିତି କହି ଟଙ୍କା ମାଗିଲେ ସାଇବର ଠକ... 

IAS couple
ସ୍ୱାମୀ-ସ୍ତ୍ରୀ ଉଭୟ IAS: ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା; ଜାଣନ୍ତୁ କାହିଁକି...

ସ୍ୱାମୀ-ସ୍ତ୍ରୀ ଉଭୟ IAS, ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା । ତେବେ କାହିଁକି ଏତେ କମ୍‌ ଟଙ୍କାରେ ବିବାହ କଲେ ? ଏହା ପଛର ଉଦ୍ଦେଶ୍ୟ କଣ ? କଣ ପାଇଁ ଏମିତି ବିବାହ କଲେ ? ଜାଣନ୍ତୁ...

Actor R madhavan rejects offer of millions to become pan masala brand ambassador
ପାନ ମସଲାର ବ୍ରାଣ୍ଡ୍ ଆମ୍ବାସଡର୍ ହେବାକୁ ସିଧା ମନା କରିଦେଲେ ଆର୍‌ ମାଧବନ୍; ପାଇଥାନ୍ତେ କୋଟି କୋଟି ଟଙ୍କା

ଏକ ବଡ ପାନ ମସଲା କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ହେବାର ପ୍ରସ୍ତାବକୁ ଆର୍‌ ମାଧବନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି କମ୍ପାନୀ ତାଙ୍କୁ କେବଳ ଫଟୋ ପ୍ରିଣ୍ଟ୍ କରିବାକୁ ଅନୁମତି ଦେବା ନେଇ କୋଟି କୋଟି ଟଙ୍କା ଦେବାର ପ୍ରସ୍ତାବ ଦେଇଥିଲା।

'chungudi lau ghanto'
ଘରେ ବନାନ୍ତୁ ଓଡ଼ିଆ ଘରର ଦେଶୀ ରେସିପି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ଓଡ଼ିଆ ଘରର ଦେଶୀ ରେସିପି ସବୁଠୁ ନିଆରା । ବୁଧବାର ରୋଷେଇରେ ଆଜି ଆମେ ଆପଣଙ୍କ ପାଇଁ ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ର ରେସିପି ବନେଇବୁ ।

elephant death
ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀର ଜୀବନ ଗଲା,ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆହାତୀର ମୃତ୍ୟୁ ଘଟିଛି। ୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି ।

dengue
ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚାରି ମାସରେ ୧୦୨ ରୋଗୀ ଚିହ୍ନଟ

ବାଲେଶ୍ବରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହେଲେଣି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି ।

x formerly twitter
ସାରା ବିଶ୍ୱରେ କାମ କରୁନି ‘ଏକ୍ସ’; ପୋଷ୍ଟ ହୋଇପାରୁନି ଭିଡ଼ିଓ, ଫଟୋ...

ପୋଷ୍ଟ ହୋଇପାରୁନି ଭିଡ଼ିଓ, ଫଟୋ । ‘ଏକ୍ସ’ ବ୍ୟବହାର କରୁଥିବା ଅନେକ ଇଣ୍ଟରନେଟ ୟୁଜର୍ସ ଅଭିଯୋଗ କରିଛନ୍ତି । 

Relationship Tips
Relationship Tips: ବାପାଙ୍କ ସହ ସବୁବେଳେ ରଖିବାକୁ ଚାହାନ୍ତି କି ଭଲ ସଂପର୍କ; ତାଙ୍କୁ କୁହନ୍ତୁ ଏହି ୫ କଥା

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସତ୍ତ୍ୱେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଭାବନା ଏବଂ ସମ୍ବେଦନାର ଅଭାବ ଦେଖିବାକୁ ମିଳେ। ଏହାକୁ ଏଡାଇବା ପାଇଁ ଏମିତି କିଛି କଥା ଅଛି ଯାହାକୁ ପ୍ରତ୍ୟେକ ପୁଅ ନିଜ ବାପାଙ୍କୁ ଠିକ୍ ସମୟରେ କହିବା ଉଚିତ।

gold price today
Gold Price Today 28th August 2024: କମିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦାମ୍

ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି କମିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...