ଘରେ ଘରେ ଚିଙ୍ଗୁଡ଼ିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେ ସେଭଳି କିଛି ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ, ଆଜି ଆମେ ବନେଇବା ‘ଚିଙ୍ଗୁଡ଼ି ମଲାଇ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଭିସ୍ତାରାରେ ଟିକେଟ ବୁକିଂ କରିପାରିବେ ନାହିଁ । ଏୟାର ଇଣ୍ଡିଆ ସହିତ ଭିସ୍ତାରା ଏୟାରଲାଇନ୍ସର ବିଲୟ ପ୍ରକ୍ରିୟା ଆରମ୍ଭ ହେବାପରେ କମ୍ପାନୀର ନିଷ୍ପତ୍ତି ।
ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଶହ ଶହ ଛାତ୍ରଛାତ୍ରୀ । ସେମାନଙ୍କ ପ୍ରତିବାଦ ଦେଖି ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛି । ଅନ୍ୟପଟେ ସଂପୃକ୍ତ ଛାତ୍ରକୁ ଗିରଫ କରି ଆନ୍ଧ୍ର ପୋଲିସ ତଦନ୍ତ ଜାରି ରଖିଛି ।
କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ୟୁଟ୍ୟୁବ ଦେଖି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ । ଚାଲନ୍ତୁ ଜାଣିବା ଜଣେ ସଫଳ ଚାଷୀଙ୍କ ବିଷୟରେ...
ପାହାଡ଼ରେ ପରିଣତ ହୋଇଛି ଚାଷଜମି। ପାଉଁଶରେ ପୋତି ହୋଇଛି ଚାଷୀର ଜୀବିକା। ଚାଷଜମିରେ ପାଉଁଶ ଗଦା କରୁଛନ୍ତି ମାଫିଆ।
ଭିଜିଲାନ୍ସ ଜାଲରେ ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସ। ପ୍ରଦୀପଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍।
ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।
ପୋଷାକ-ପରିଧାନ ସହ ମାନସିକତାରେ ଆଣିଲେ ପରିବର୍ତ୍ତନ । ଦିଲ୍ଲୀରେ ହେଲା ‘ସେକ୍ସ ଚେଞ୍ଜ ଅପରେସନ୍’ ।
ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମଧ୍ୟ ମାଥିଲି ଥାନାରେ ରୁଜୁ ହୋଇଥିଲା ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଆଜି ସଶ୍ମିତାଙ୍କୁ ଗିରଫ କରିଛି ।
କଣ୍ଟେଣ୍ଟ ମଡରେସନ ଏବଂ ଫ୍ରିସ୍ପିଚ୍ ପ୍ରତି ବିପଦ ଆଶଙ୍କା କରି ଟେଲିଗ୍ରାମ ସିଇଓ ପାଭେଲ୍ ଡୁରୋଭଙ୍କୁ ପ୍ୟାରିସରେ ଗିରଫ କରିଥିଲା ଫ୍ରାନ୍ସ ପୋଲିସ ।
କୁଳାଙ୍ଗାର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।
ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।
ସୁନା ଦରରେ ପରିବର୍ତ୍ତନ । ଆଜି କମିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ ପୋଲିସ ଦ୍ୱାରା ଧରାପଡିଥିଲା ଏବଂ ଅତ୍ୟଧିକ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପରେ ଗିରଫ କରାଯାଇଥିଲା।
ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଭଳି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ । ରତ୍ନଭଣ୍ଡାରରୁ ସୁନା-ରୂପା ଗୁଜରାଟ ଚାଲାଣ ହେଉଥିଲା କହିଥିଲେ ସୁଲତା ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଦିବା ୧୧.୩୪ ଗତେ କର୍କଟ । ତିଥି- ୧୨ଶୀ ରାତ୍ରି ୦୨.୨୫ ଗତେ ୧୩ଶୀ।
ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।
ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ।
ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି ।
ବିଧାନସଭାରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଶାହା କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ।
୯ ତାରିଖ ଦିନ RG କର୍ ମେଡିକାଲରୁ ଆସିଥିଲା ଫୋନ୍ । ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରିଥିଲେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ।
NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।
୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ହଜାର ହଜାର ଲୋକ ଜଳବନ୍ଦୀ ।