• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Baba Kaibalya Jani
ଖୋଲୁଛି ରଙ୍ଗିଲା ବାବା କୈବଲ୍ୟଙ୍କ ଗୁମର; ଡିଜେ ଗୀତରେ ମତୁଆଲା, ଯୁବକମାନଙ୍କ ସହ ମିଶି ନାଚୁଛନ୍ତି ଧୁମ୍ 

ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ,  ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି।

Woman Allegedly Raped In Delhi
ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ: ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ

ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।

Salman Khan
କଣ ପାଇଁ ଗଲା ବାବା ସିଦ୍ଦିକିଙ୍କ ଜୀବନ? ସଲମାନଙ୍କୁ ଧମକ, ଗାଲାକ୍ସିରେ ବଢିଲା ସୁରକ୍ଷା

ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ ।

Vijaya Dashami
ସରିଲା ସବୁ ଆଡ଼ମ୍ବର, ଆୟୋଜନ; କାନ୍ଦୁଛି ଭକ୍ତ ପ୍ରାଣ, ଅପେକ୍ଷା ପୁଣି ଗୋଟିଏ ବର୍ଷ

କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ ।

Free Mahaprasad
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ; ବଦାନ୍ୟଭକ୍ତଙ୍କୁ ଦାନ ପାଇଁ ଆଇନମନ୍ତ୍ରୀଙ୍କ ଅପିଲ୍

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Delhi Case
ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ! ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଞ୍ଚଲ୍ୟ

ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

NTPC Recruitment 2024
NTPC Recruitment 2024: NTPCରେ ପୂରଣ ହେବ କାର୍ଯ୍ୟନିର୍ବାହୀ ପଦବୀ; ମାସକୁ ଦରମା ୪୦ ହଜାର

ଆପଣ ଯଦି NTPCରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏଥିପାଇଁ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Ravan Podi
ରାବଣପୋଡ଼ି ନେଇ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେବ ..

ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣପୋଡି । ୧୦ଟି ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି ।

Shraddha kapoor reveals about relationship
ମୁଁ ମୋ ପାର୍ଟନର୍‌ଙ୍କ ସହ ରାତ୍ରୀ ଭୋଜନ କରିବାକୁ ଖୁବ ଭଲ ପାଏ; ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ସ୍ୱୀକାର କରିଛନ୍ତି ଯେ ମୀନ ରାଶି ସହିତ ତାଙ୍କର କିଛି ବିଶେଷତା ରହିଛି, ବିଶେଷକରି ପ୍ରେମ ପ୍ରତି ତାଙ୍କର କେତେ ଆକର୍ଷଣ ଅଛି ତାହା ସେ ବୋଲି ବର୍ଣ୍ଣନା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ତାଙ୍କ ପାର୍ଟନର୍ ଥିବେ, ତାଙ୍କର ଆଉ କାହାର ଆବଶ୍ୟକତା ନାହିଁ।

Baba Siddique
ପ୍ରି-ପ୍ଲାନ୍‌ଡ ମର୍ଡର ! ସିଦ୍ଦିକିଙ୍କ ଘର-ଅଫିସରେ ରେକି କରୁଥିଲେ ଆତତାୟୀ

ଜେରା ବେଳେ ଅଭିଯୁକ୍ତ ମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।

Srimandir
ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ମନ୍ତ୍ରୀ କହିଲେ ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।

Ravana dead body still present in this cave srilanka
Dussehra 2024: ହେଇନି ଅନ୍ତିମ ସଂସ୍କାର, ଏବେ ବି ସୁରକ୍ଷିତ ଅଛି ରାବଣର ମୃତଦେହ; ଜାଣନ୍ତୁ କେଉଁଠି ଓ କିପରି ରଖାଯାଇଛି

କୁହାଯାଏ ଯେ ଶ୍ରୀଲଙ୍କାରେ ଭଗବାନ ଶ୍ରୀରାମ ଏବଂ ରାବଣର ଲଙ୍କା ସହ ଜଡିତ ଅନେକ ପ୍ରତୀକ ଏବଂ ପ୍ରମାଣ ବର୍ତ୍ତମାନ ମଧ୍ୟ ରହିଛି। ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଶ୍ରୀଲଙ୍କାରେ ଥିବା ଏକ ପାହାଡରେ ନିର୍ମିତ ଗୁମ୍ଫାରେ ରାବଣର ମୃତ ଶରୀର ଏବେ ମଧ୍ୟ ସୁରକ୍ଷିତ ଅଛି। ଆସନ୍ତୁ ଏ ବିଷୟରେ ପୂରା ଜାଣିବା।

Nayab Singh Saini
ମୁଖ୍ୟମନ୍ତ୍ରୀଙ୍କୁ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ହତ୍ୟା ଧମକ ! ଆଜମେର ଗିରଫ...

ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।

Baba Siddique
ପ୍ରଥମେ ବାଣ ଫୁଟାଇଲେ, ତାପରେ ଧମାଧମ ଗୁଳି ମାରିଲେ...

ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।

Saharukh -Salman
ସିଦ୍ଦିକିଙ୍କ ପାଇଁ BIG BOSS ସୁଟିଂ କ୍ୟାନ୍‌ସଲ କଲେ ସଲମାନ !

ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।

Kujang Flood
ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା, ଜଳବନ୍ଦୀରେ ଦହଗଞ୍ଜ ଲୋକେ !

ଦୀର୍ଘ ଦିନର ଦାବି ପରେ ବି ଦୂର ହେଉନି ସମାସ୍ୟା । ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ୍ ।

Vending Zone
କାହା ପାଇଁ ଭେଣ୍ଡିଂ ଜୋନ୍? ଉଦଘାଟନର ବର୍ଷେ ପରେ ବି ଖୋଲିପାରୁନି..!

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି  ।

Goshani
ଏଠି ଦୁର୍ଗାପୂଜାରେ ବୀରତ୍ୱର ପ୍ରତୀକ ନାଗାର୍ଜୁନଙ୍କୁ କରାଯାଏ ଉପାସନା !

ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଏ । ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନାଗାର୍ଜୁନ ପରମ୍ପରା ।

Baba siddique
ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକ୍‌ଙ୍କୁ କରାଗଲା କି ହତ୍ୟା ? 

ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା । ସଲମାନ୍ ଖାନଙ୍କ ନିକଟତର ବାବାଙ୍କୁ କରାଯାଇନି ତ ଟାର୍ଗେଟ ?

How to check if your phone number and email id has been leaked or not
Technology: ଆପଣଙ୍କ ମେଲ୍ ଆଇଡି କିମ୍ବା ଫୋନ୍ ନମ୍ବର ହ୍ୟାକରମାନେ ବ୍ୟବହାର କରୁ ନାହାନ୍ତି ତ… ଜାଣନ୍ତୁ

ପ୍ରତିଦିନ ଅନେକ ସୋସିଆଲ ମିଡିଆ ସାଇଟ୍‌ର ତଥ୍ୟ ଚୋରି କରାଯାଉଛି। ପରେ ଏହି ତଥ୍ୟକୁ ଡାର୍କ ୱେବ୍‌ରେ ବିକ୍ରି ହୁଏ ଏବଂ ତା’ପରେ ଏହି ତଥ୍ୟକୁ ଭୁଲ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ହେଲେ ଆପଣ ଏହାକୁ ମଧ୍ୟ ଯାଞ୍ଚ କରିପାରିବେ ଯେ ଆପଣଙ୍କ ନମ୍ବର ହ୍ୟାକର୍‌ମାନଙ୍କ ପାଖରେ ଅଛି କି ନାହିଁ। ଆସନ୍ତୁ ସେହି ପଦ୍ଧତି ଜାଣିବା।

Yoga Tips For Weakness
Yogasana: ଆପଣ ଦିନସାରା ଦୁର୍ବଳ ଅନୁଭବ କରୁଛନ୍ତି କି… କରନ୍ତୁ ଏହି ୪ ଆସନ, ଶରୀର ହେବ ଶକ୍ତିଶାଳୀ

ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।

Panchang
Panchang Today 13th October 2024: ବିଜୟା ଦଶମୀରେ ଶୁଭ ସମୟ ଦେଖି କରନ୍ତୁ ଗୃହ ପ୍ରବେଶ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ଦିବା ୦୩.୪୩ ଗତେ କୁମ୍ଭ । ତିଥି- ୧୦ମୀ ଦିବା ୦୯.୦୯ ଗତେ ୧୧ଶୀ। ଘାତଚନ୍ଦ୍ର- ସିଂହ ରାଶିର , ଦିବା ୦୩.୪୩ ଗତେ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Durga Puja 2024
Durga Puja 2024: ବିଜୟାଦଶମୀରେ କାହିଁକି ସବୁ କାର୍ଯ୍ୟ ସିଦ୍ଧି ହୁଏ… ଜାଣନ୍ତୁ କ’ଣ କହେ ଜ୍ୟୋତିଷବିଦ୍ୟା

ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍‌ରେ ପାଳନ କରାଯାଏ। ଏହିଦିନ କାହିଁକି ରାବଣର କୁଶପୁତ୍ତଳିକା ପୋଡାଯାଏ ଆସନ୍ତୁ ଜାଣିବା।

Baba Siddique
ମହାରାଷ୍ଟ୍ରରେ ଚାଞ୍ଚଲ୍ୟ; ବରିଷ୍ଠ NCP ନେତାଙ୍କୁ ଗୁଳି କରି ହତ୍ୟା

ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ। 

Deomali
ଅଣଦେଖା ପର୍ଯ୍ୟଟନ; ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ 

ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି।