ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।
ମହାନଦୀର ନୀଳ ଜଳରାଶିରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ନେଉଛନ୍ତି ଲୋକେ ।
ସମସ୍ତଙ୍କ ପାଇଁ ଡିଜିଟାଲ୍ ଶିକ୍ଷାକୁ ସୁଗମ କରିବା ପାଇଁ ଏକ ଅତ୍ୟାଧୁନିକ କମ୍ପୁଟର ଲ୍ୟାବ ରହିଛି ।
ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ ।
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟକୁ ନେଇ ପୋଲିସ ଡିଜିଙ୍କ ବଡ଼ ସୂଚନା । ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଆଉ ଆମ୍ ଆଦମୀ ହୋଇ ରହିନାହାନ୍ତି । ତେଣୁ ଦିଲ୍ଲୀରେ ଏଥର ବିଜେପି ସରକାର ଗଠନ ପାଇଁ କାମ କରିବି ବୋଲି କହିଛନ୍ତି ପୂର୍ବତନ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ।
ଗତ କିଛିଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ସେୟାର ମାର୍କେଟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ସେୟାର ମାର୍କେଟରେ ଝଡ଼ ସୃଷ୍ଟି ହୋଇଛି ।
ଲୋକ ଟଙ୍କା ରୋଜଗାର ପାଇଁ ସହର ମୁହାଁ ହେଉଥିବା ବେଳେ ଭାରତର ଏପରି ଏକ ଗାଁ ରହିଛି ଯେଉଁଠି କୋଟିପତି ବାସ କରନ୍ତି। ୩୦୫ ପରିବାର ମଧ୍ୟରୁ ୮୦ ଜଣ କୋଟିପତି । ଅଧିକନ୍ତୁ, ୫୦ ପରିବାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ।
ପ୍ରେସମିଟ କରି ଘଟଣାକୁ ନିନ୍ଦା କରିବା ସହ ପୋଲିସକୁ ସହଯୋଗ ଏବଂ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ହିମାଂଶୁ । ପ୍ରଣବ ପ୍ରକାଶ ଦାସଙ୍କ ନାଁ ନେଇ କହିଛନ୍ତି, ଯାଜପୁରରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ।
ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ରଙ୍କ କଟାକ୍ଷ । ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି ଏବଂ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରି ପାତ୍ର କହିଛନ୍ତି ।
ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟକା। ନିବେଶକଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଛି ଆମେରିକା।
ଯାଜପୁର ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ବିପକ୍ଷବାଦୀ। ସ୍ଥିତି ବିଗିଡ଼ିବା ପରେ ସାମୟିକ ସ୍ଥଗିତ ରହିଲା ବିରଜା ହାଟ। ଯାଜପୁର ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ।
CSO ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଖାଦ୍ୟସାମଗ୍ରୀର ଦରଦାମ ଅହେତୁକ ଭାବେ ବଢୁଥିବାବେଳେ ସେହି ଅନୁପାତରେ ମୁଣ୍ଡପିଛା ଖର୍ଚ୍ଚ ବଢୁନଥିବାରୁ ଏହା ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିକୁ ପ୍ରଭାବିତ କରେ । ଥାଳି ପିଁଛା ଖର୍ଚ୍ଚ ବଢାଇବାକୁ ଅନେକ ସମୟରେ ବିଭିନ୍ନ ଫୋରମରେ ଦାବି ହୋଇଆସିଛି ।
ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋର CEO ଦୀପିନ୍ଦର ଗୋୟଲଙ୍କ ଅଜବ ସର୍ତ୍ତ। ସେ ଏପରି ଜଣେ କର୍ମଚାରୀ ଖୋଜୁଛନ୍ତି ଯିଏକି ବର୍ଷେ ଯାଏ ମାଗଣାରେ କାମ କରିବେ।
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ।
ଏହି ବଣୁଆ ଘାସକୁ ପ୍ରାୟ ସମସ୍ତେ ଅନାବନା ଘାସ ଭାବି ଉପାଡ଼ି ଫୋପାଡି ଦିଅନ୍ତି। କିନ୍ତୁ ଏହାର ଅନେକ ଗୁଣ ରହିଛି। ଏହି ଘାସ କାଶକୁ ଭଲ କରିବାରେ ସାହାଯ୍ୟ କରିବା ସହିତ, ଆଜମା ଏବଂ ମଧୁମେହ ରୋଗୀଙ୍କୁ ଖୁବ ଉପକାର କରିଥାଏ।
ଟିଭି ହେଉଛି ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଶ୍ୱର କୋଟି କୋଟି ଲୋକଙ୍କୁ ଏହା ମନୋରଞ୍ଜନ, ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି। ମନୋରଞ୍ଜନ ବ୍ୟତୀତ ଟେଲିଭିଜନ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଏକ ନୂତନ ସର୍ଭେରେ ଦିଲ୍ଲୀ NCRରେ ବାୟୁ ଗୁଣବତ୍ତା ହ୍ରାସର ଭୟାବହତା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି, ୭୫ପ୍ରତିଶତ ପରିବାରରେ ଅତି କମରେ ଜଣେ ସଦସ୍ୟ ଗଳା ଯନ୍ତ୍ରଣା କିମ୍ବା କାଶ ଭଳି ଶ୍ୱାସଜନିତ ରୋଗରେ ପୀଡିତ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ..
ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ CBSE ପରୀକ୍ଷା। ଫେବ୍ରୁଆରୀ ୧୫ରୁ ଉଭୟ ଦଶମ ଓ ଦ୍ବାଦଶ ପରୀକ୍ଷା ହେବ।
ଓଡ଼ିଶାର କୃଷିପ୍ରଧାନ ପର୍ବ ମଧ୍ୟରେ ମାଣବସା ଗୁରୁବାର ଓଷା ଗୋଟିଏ। ଏହାକୁ ଖୁବ ନୀତି ନିୟମରେ ପାଳନ କରାଯାଏ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ତେବେ ଆସନ୍ତୁ ଜାଣିବା ଏହାର ବିଧି ବିଧାନ।
ଏହି ଆକ୍ରମଣ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ସେ କହିଛନ୍ତି, ମୋ ସହ ମୋ ପିଏସ୍ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ ।
ମତଦାନ କେନ୍ଦ୍ରରେ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ । ଭୋଟ୍ ଦେବାକୁ ପହଁଚିଥିଲେ ବି-ଟାଉନ୍ ର ନାମୀ ଦାମୀ କଳାକାର ।
କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?