/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673145028.jpg)
Patha Utsav In Bubaneswar
ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥର ଜନପଥ ନୁହେଁ, ବରଂ ଉତ୍ତର ନିର୍ବାଚନ ମଣ୍ଡଳୀ ଶିଖରଚଣ୍ଡୀ ଛକରୁ ଇନ୍ଫୋସିଟି ଛକ ମଧ୍ୟରେ ଆୟୋଜିତ ହୋଇଛି ପଥୋତ୍ସବ।
Advertisment
ଆଜି ସକାଳ ୬ଟା ୩୦ରୁ ଏହି ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଆଗକୁ ହକି ବିଶ୍ୱକପ୍ ଥିବାରୁ ପଥୋତ୍ସବ ଅଧିକ ଜମୁଛି।
#ଭୁବନେଶ୍ୱରରେ_ପଥୋତ୍ସବ
ଏଥର ଜନପଥ ନୁହେଁ, ବରଂ ଶିଖରଚଣ୍ଡୀ ଛକରୁ ଇନ୍ଫୋସିଟି ଛକ ମଧ୍ୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ...#PathaUtsav#Bubaneswar#Odishapic.twitter.com/btcjO2fcH4— ଓଟିଭି (@otvkhabar) January 8, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)