• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
ଇଂ ଦୀପକ ଆଚାର୍ଯ୍ୟ

ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୮ ତାରିଖ ରବିବାର, ଚନ୍ଦ୍ର – କର୍କଟ  ଅହୋରାତ୍ର ତିଥି-  ପ୍ରତିପଦ ପ୍ରାତଃ ୦୭.୦୭ ଗତେ ୨ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୭.୦୭ ଗତେ ୨ ପାଦ। ଜାଣନ୍ତୁ, ଆଜି କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିବ...

ଶୁଭ ସମୟ-     

ପ୍ରାତଃ ୦୭.୧୦ ରୁ ୦୯.୨୦
ଦିବା ୦୧.୧୪ ରୁ ୦୩.୦୮

ଦିବା ୦୩.୫୨ ରୁ ୦୩.୫୭
ରାତ୍ରି ୧୨.୧୯ ରୁ ୦୧.୩୧
ରାତ୍ରି ୦୩.୧୦ ରୁ ୦୬.୨୭

ଅଶୁଭ ସମୟ-

ଋାହୁକାଳ - ଦିବା ୦୩.୫୭ ରୁ ୦୫.୧୯
କାଳବେଳା –ଦିବା ୧୧.୫୩ ରୁ ୦୧.୧୪
ବାରବେଳା – ଦିବା ୧୦.୩୧ ରୁ ୧୧.୫୩    
କାଳରାତ୍ରି – ରାତ୍ରି ୦୧.୩୧ ରୁ ୦୩.୧୦

OTV is now on Whatsapp

Join and get latest news update delivered to you via whatsapp

Join Now