• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Delhi Parade
ଏଥର ଗଣତନ୍ତ୍ର ଦିବସରେ ରିକ୍ସା ଚାଳକ-ପରିବା ଦୋକାନୀ-କ୍ଷୀର ବିକାଳିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

ଗତ ୨୦୨୨ ଗଣତନ୍ତ୍ର ଦିବସରେ ମଧ୍ୟ ସଫେଇ କର୍ମଚାରୀ, ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଟୋ ଚାଳକଙ୍କୁ ନିମନ୍ତ୍ରଣ କରାଯାଇଥିଲା । 

A unique effort by anti-addiction organization New-Life
‘ହର୍‌ ଘର୍‌ ହକିଷ୍ଟିକ୍‌’ ଅଭିଯାନ ଆରମ୍ଭ କଲେ ସୁଧାର ଓ ବେକାର ବ୍ୟକ୍ତି

ନିଶାର ଅନ୍ଧକାରରୁ ଆଣି ଯୁବଗୋଷ୍ଠୀଙ୍କୁ ଆଲୋକର ଦିଶା ଦେଖାଉଥିବା ସଂସ୍ଥା ‘ନିୟୁ-ଲାଇଫ୍‌’ ନେଇଥିବା ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ। ନିଶାର ନାଗଫାସରୁ ମୁକୁଳି ପୁନଃ ସାଧାରଣ ଜୀବନକୁ ଫେରିଥିବା କିଛି ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳର ମହାନ ଉଦ୍ଦେଶ୍ୟରେ ସଂସ୍ଥା ଆରମ୍ଭ କରିଛି ‘ହର୍‌ ଘର୍‌ ହକିଷ୍ଟିକ୍‌’ ଅଭିଯାନ।

KL rahul Athiya Shetty wedding date and venue
ଏହି ଦିନ ବିବାହ କରିବେ ଆଥିୟା-ରାହୁଲ୍; କାଲି ସଙ୍ଗୀତ ଉତ୍ସବ

ଖୁବ ଶୀଘ୍ର ବିବାହ କରିବେ ସୁନୀଲ ଶେଟ୍ଟୀଙ୍କ ଲଳନା ଆଥିୟା। ସୁନୀଲଙ୍କ ଖଣ୍ଡାଲା ବଙ୍ଗଳାରେ ହେବ ବିବାହ। କାଲି ହେବ ‘ସଙ୍ଗୀତ ସେରେମନୀ’। ଏଥିରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗଦେବେ। ଜାଣନ୍ତୁ କେବେ ବିବାହ…

Rahul Gandhi
ଏବେ ଜ୍ୟାକେଟ୍ ପିନ୍ଧିବାକୁ ବାଧ୍ୟ ହେଲେ, ଆଉ ସମ୍ଭାଳି ହେଲାନି ଶୀତ...

ଏତେ ଥଣ୍ଡାରେ ରାହୁଲ କେମିତି ବିନା ଜ୍ୟାକେଟ୍‌ରେ ବୁଲୁଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ।

crime
‘ଯେବେ ଯାଏଁ ଯୌତୁକ ଆଣିବୁନି, ଛୁଆ ବି ଜନ୍ମ କରି ପାରିବୁନି’

ଜୋରଜବରଦସ୍ତି ଗର୍ଭନଷ୍ଟ କରିଦେଲେ ଶାଶୁଘର ଲୋକ । ପୋଲିସ୍‌ ସାମ୍ନାରେ ନିଜ ଦୁଃଖ ବଖାଣି କାନ୍ଦିଲେ ଅସହାୟ ମହିଳା ।

Bus Accident
ଘାଟିରେ ବସ୍ ଓଲଟି ୨ ମୃତ, ୧୫ ଆହତ

ପାତ୍ରପୁର ବ୍ଲକ କାନକଟା ଘାଟିରେ ଓଲଟି ପଡ଼ିଲା ବସ୍

Shah Rukh Khan pathaan made new record in advance booking
‘ପଠାନ’ର ଆଡଭାନ୍ସ ବୁକିଂରେ କୋଟି କୋଟି ରୋଜଗାର; ଗୋଟେ ହଲ୍ ପୂରା ବୁକ୍

ରେକର୍ଡ କଲା ‘ପଠାନ’ର ଆଡଭାନ୍ସ ବୁକିଂ। ଆଡଭାନ୍ସ ବୁକିଂରେ ୧,୧୭,୦୦୦ ଟିକେଟ୍ ବିକ୍ରି ହୋଇଛି। ଏହା ୯ କୋଟି ଟଙ୍କା ରୋଜଗାର କରିଛି। ଗୋଟେ କ୍ଲବ୍ ଏକ ସିନେମା ହଲ୍‌ର ସବୁ ଟିକେଟ୍ କିଣି ନେଇଛି।

Ring Ceremony
ଏମିତି ରିଙ୍ଗ୍‌ ସେରିମନି ଆପଣ କେବେ ଦେଖିନଥିବେ !

ସମସ୍ତେ ଚିନ୍ତା କରନ୍ତି ବିବାହ ଉତ୍ସବଟି କିଭଳି ସ୍ମରଣୀୟ ହୋଇ ରହିବ ।

Lovebirds romance on busy street
Viral Video: ରାସ୍ତା ମଝିରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ, ଆଲିଙ୍ଗନ କରି Kiss କଲେ ଯୁବତୀ...

ରାସ୍ତା ମଝିରେ ରୋମାନ୍ସ। ନା ଥିଲା ଭୟ ନା ଲଜ୍ଜା, ଏମିତି ଲାଗୁଥିଲା ‘ପ୍ୟାର୍‌ କିୟା ତୋ ଡରନା କ୍ୟା’ ଗୀତକୁ ଭଲ ଭାବେ ବୁଝିଛନ୍ତି ଏହି ପ୍ରେମୀ ଯୁଗଳ।

Student stabbed to death while intervening in fight between two groups
ଦୁଇ ସାଙ୍ଗଙ୍କ କଳି ଛଡ଼େଇବାକୁ ଯାଇଥିଲେ, ଛୁରାମାଡ଼ରେ ଜୀବନ ପଳେଇଲା

ଦୁଇ ସାଙ୍ଗ କଳି ଲାଗିଲେ। ତୃତୀୟ ସାଙ୍ଗ ଗଲା କଳି ତୁଟେଇବାକୁ। କିନ୍ତୁ ଛୁରାମାଡ଼ରେ ଜୀବନ ପଳେଇଲା।

Groom Happy But Bride Serious On Wedding Stage, Video Goes Viral
‘ସରକାରୀ ଚାକିରିର ପାୱାର’: ୱେଡିଂ ଷ୍ଟେଜ୍‌ରେ ସୁନ୍ଦରୀ କନ୍ୟାକୁ ଦେଖି ବର ଦିଲ୍‌ ଖୁସ୍‌, ହେଲେ କନ୍ୟା ଦୁଃଖୀ...

ଷ୍ଟେଜ୍‌ ଉପରେ ବର କନ୍ୟା ଆଡ଼କୁ ଚାହିଁ ହସୁଥିବା ବେଳେ କନ୍ୟା ଦୁଃଖୀ ଥିବା ନଜର ଆସୁଛି। ହେଲେ କନ୍ୟା ସେମିତି ଚୁପ୍‌ଚାପ୍‌ ଷ୍ଟେଜରେ ଛିଡ଼ା ହୋଇଛନ୍ତି।

haunted
ବ୍ରିଟିଶ୍ ଅମଳର ଡାକବଙ୍ଗଳା ଏବେ ଭୂତଙ୍କ ଚରାଭୂଇଁ : ଭିତରୁ ଆସୁଛି ‍‍ଭୟଙ୍କର ଶବ୍ଦ !

କଟକ ନିଶ୍ଚିନ୍ତକୋଇଲିର ସାନରାଉତପତି ଗାଁରେ ରହିଛି ବ୍ରିଟିଶ୍ ଅମଳର ଡାକ ବଙ୍ଗଳା, ଏବେ ଏହା ଭୂତ ଘର

Humane Sagar’s mother denies conversion allegations by daughter-in-law
‘ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ’

ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ।

Bolangir MP Sangeeta Singh Deo
ପୁଣି ମୁହାଁମୁହିଁ ନେତା-ଅଫିସର : ବଲାଙ୍ଗିର ପିଡି ଡିଆରଡିଏ ଉପରେ ବର୍ଷିଲେ ବଲାଙ୍ଗିର ସାଂସଦ

ବୈଠକର ସ୍ଥାନ ପରିବର୍ତ୍ତନକୁ ନେଇ ବର୍ଷିଲେ, ସାଂସଦ ବୈଠକରେ ପହଞ୍ଚିବା ବେଳେ ଅନୁପସ୍ଥିତ ଥିଲେ ଜିଲ୍ଲାପାଳ

3 police personnel suspended for cannabis trading in Odisha’s Boudh
ଗଞ୍ଜେଇ ପାଇଁ ନିଲମ୍ବିତ ହେଲେ ପୋଲିସ୍‌ ବାବୁ, ସରକାରୀ କ୍ୱାର୍ଟର୍ସରେ ଲୁଚାଇ ଥିଲେ...

ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍‌କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ।

Anant Radhika Engagement
ପାରମ୍ପରିକ ରୀତିନୀତିରେ ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମ୍ପନ୍ନ : ଆଣ୍ଟିଲିଆରେ ଭବ୍ୟ ସମାରୋହ

ଗୋଲ୍‍-ଧନା ଏବଂ ଚୁନରୀ ବିଧି ପରେ ପରସ୍ପର ପରସ୍ପରକୁ ମୁଦି ପିନ୍ଧାଇଲେ

Yogi Adityanath
VIRAL VIDEO : ବିଲେଇ ସହ ସମୟ କାଟିଲେ ୟୁପି ମୁଖ୍ୟମନ୍ତ୍ରୀ, ପଚାରିଲେ...କ’ଣ କିଛି ଖାଇବ ?

ଯୋଗୀ ଆଦିତ୍ୟନାଥଙ୍କ ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Gold Price Today
Gold Price Today 20th Jan 2023: ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନା ଦାମ୍, ବଢିଛି ନା କମିଛି?

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଟଙ୍କା ରହିଛି ।

murder
୭ ମାସର ଗର୍ଭବତୀ ‍ଭାଇବୋହୂକୁ ଦୁଷ୍କର୍ମ କରି ନପାରି ତଣ୍ଟି ଚିପି ମାରିଦେଲା ଦେଢ଼ଶୂର

ଏପରି କୁତ୍ସିତ କଦାକାର ମାନସିକତାର ମଣିଷକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ।

Woman Kills Daughter, Throws Body From Moving Train
ଝିଅକୁ ହତ୍ୟା ପରେ, ପ୍ରେମିକ ସହ ମିଶି ଚଳନ୍ତା ଟ୍ରେନ୍‌ରୁ ମୃତଦେହ ଫିଙ୍ଗିଲେ ମହିଳା...

ମହିଳା ଜଣକ ୩ ବର୍ଷର ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଥିଲେ। ଘଟଣାର ଖୋଳତାଡ଼ ପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

Spanish Woman, 115, World's Oldest Person, Never Gone To Hospital
ବିଶ୍ୱର ସବୁଠୁ ବୟସ୍କ ମହିଳା, ବୟସ ୧୧୫; ଯିଏ କେବେବି ହସ୍ପିଟାଲ ଯାଇନାହାନ୍ତି...

ସେ ତାଙ୍କ ଆଖିରେ ଅନେକ ବଡ଼ ବଡ଼ ବିପତ୍ତି ଓ ବିପଦକୁ ଦେଖିଆସିଛନ୍ତି

Lady blackmailer Archana Nag gets permission for law exam
ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗ

ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍‌ ମାନୁଆଲ୍‌ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।

Today Panchang
Today Panchang 20th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତରେ କରିବେ ଗୃହ ପ୍ରବେଶ

ସୈାର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

88-Year-Old Man Wins Rs 5 Crore Lottery In Punjab
ଭାଗ୍ୟ ବଦଳାଇଦେଲା ଲଟେରୀ: ୮୮ ବର୍ଷ ବୟସରେ ୫ କୋଟି ଲଟେରୀ ଜିତିଲେ

 ୮୮ ବର୍ଷ ବୟସରେ ବୃଦ୍ଧ ଜଣକ ୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଗତ ୪୦ ବର୍ଷ ହେଲା ସେ ଲଟେରୀ କିଣିବା ସୌକ ରଖି ଆସିଛନ୍ତି।