• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Gold silver price today 21th jan 2023
Gold Price Today 21th Jan 2023: ଆଜି ଆପଣ ସୁନା କିଣିବାକୁ ଚାହୁଛନ୍ତି କି; ଜାଣିନିଅନ୍ତୁ କେତେ ରହିଛି ଦାମ୍‌

ବିବାହକୁ ଲକ୍ଷରେ ରଖି ଜୋରସୋରରେ ଗହଣା କିଣା ଚାଲିଛି । ଜାଣିନିଅନ୍ତୁ କେତେ ରହିଛି ଆଜିର ଦାମ୍। ବଢିଛି ନା କମିଛି…

Varsha Priyadarshini
ବିଭିନ୍ନ ଥାନାରେ ବର୍ଷାଙ୍କ ବିରୋଧରେ ମାମଲା, ସତ୍ୟତା ଯାଞ୍ଚ ପାଇଁ ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି ।

Rare Surgery In Cuttack SCB Medical
ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ, ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି...

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍‌ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।

School
ଏ କି ଅବସ୍ଥା ! ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ, କାନ୍ଥରୁ ପ୍ଲାଷ୍ଟର; ବିପଦରେ ଛାତ୍ରଛାତ୍ରୀ

ଉପଜିଲ୍ଲପାଳଙ୍କୁ ଅବଗତ କରାଯିବା ପରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

After Bomb Threat In Moscow-Goa Flight Diverted To Uzbekistan
ବୋମା ଆତଙ୍କ ପରେ ଫ୍ଲାଇଟ୍‌ ଡାଇଭର୍ଟ, ବିମାନରେ ଥିଲେ୨୩୮ ଜଣ ଯାତ୍ରୀ...

ମସ୍କୋରୁ ଗୋଆ ଆସୁଥିବା ରୁଷୀୟ ବିମାନରେ ବୋମା ଆତଙ୍କ ପରେ ଚାଟାର୍ଡ ବିମାନକୁ ଉଜ୍‌ବେକିସ୍ତାନରେ ଅବତରଣ କରାଯାଇଛି। 

Superstition
ଛୁଆ ହେଲାନି ବୋଲି ମଣିଷ ହାଡ଼ ଗୁଣ୍ଡ ଖାଇବାକୁ କହିଲେ ଶାଶୁ ଘର ଲୋକ...

ଆଜିର ଏହି ବିଜ୍ଞାନ ଯୁଗରେ ବି ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ରଖୁଛନ୍ତି, ତାହା ଏହି ମଣିଷ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ନିଶ୍ଚୟ ।

Man Kills 30 Pigeons Suspected Of Stealing His Cat
ଏତେ ରାଗ ! ବିଲେଇ ମିଳିଲାନି ବୋଲି ଖାଇବାରେ ବିଷ ଦେଇ ୩୦ ପାରାକୁ ମାରିଦେଲେ

ବିଲେଇ ନମିଳିବାରୁ ପଡ଼ୋଶୀ ଚୋରି କରିଥିବା ସନ୍ଦେହରେ ଖାଇବାରେ ବିଷ ଦେଇ ୩୦ ପାରାଙ୍କୁ ମାରିଦେଲେ କ୍ରୋଧିତ ବ୍ୟକ୍ତି।

Narendra Modi
ସୁନାରେ ତିଆରି ହେଲା ମୋଦିଙ୍କ ମୂର୍ତ୍ତି, ଦେଖିବାକୁ ଖୁବ୍‌ ଆକର୍ଷଣୀୟ

ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି ।

Biker dies after being hit by vehicle hired for Sambalpur RDC Office
ବାଇକ୍‌ରେ ଯାଉଥିଲେ, ସରକାରୀ ଗାଡ଼ି ଆସି ପିଟିଦେଲା...

ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି। 

Today Panchang
Today Panchang 21st Jan 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ...

ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-  ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ, ଜାଣନ୍ତୁ, ଆଜିର ଶୁଭ ମୁହୂର୍ତ୍ତ...

Doctor Subhashree death: Father alleges murder, files FIR against alleged boyfriend
ମଦ ସହ ନିଦ ବଟିକା ଦେଇ ମହିଳା ଡାକ୍ତରଙ୍କୁ ମାରିଦେଲେ !

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।

UK PM Rishi Sunak Gets Fined By Police
ଫାଇନ୍‌ ଗଣିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କାର୍‌ରେ ସିଟ୍‌ ବେଲ୍ଟ ନପିନ୍ଧି ଭିଡିଓ କରୁଥିଲେ...

କାର୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍‌ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍‌ ପକାଇଛନ୍ତି।

you will also be shocked to know how noodles are made
Viral Video: ଏହି ନୁଡୁଲ୍ସ ତିଆରି ପ୍ରକ୍ରିୟା ଦେଖିଲେ ଆପଣ ବି କହିବେ…

ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସର ସ୍ୱାଦ ପାଟିକୁ ସବୁଠାରୁ ଭଲ ଲାଗିଥାଏ। ଆପଣ ବି ଯଦି ଷ୍ଟ୍ରିଟ୍-ଷ୍ଟାଇଲ୍ ନୁଡୁଲ୍ସ ଫୁଡ୍‌କୁ ଭଲ ପାଆନ୍ତି, ତେବେ ଏହାକୁ ଉପଭୋଗ କରିବା ପୂର୍ବରୁ ଏହି ଭିଡିଓଟି ଦେଖିନିଅନ୍ତୁ।

Pratibha Ray raises her voice against corruption through literature
Happy Birthday: ସାହିତ୍ୟ ମାଧ୍ୟମରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ପ୍ରତିଭା ରାୟ

ଯାଜ୍ଞସେନୀର ସ୍ରଷ୍ଟା ଡକ୍ଟର ପ୍ରତିଭା ରାୟ ଓଡିଆ ଭାଷାର ଜଣେ ପ୍ରସିଦ୍ଧ ଲେଖକ। ସେ ତାଙ୍କ ଉପନ୍ୟାସ ମାଧ୍ୟମରେ ସାମାଜିକ ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟ କିଛି ଜାଣିନେବା।

Surprised to see a smartphone in an 86 year old picture
୮୬ ବର୍ଷର ପୁରୁଣା ଏକ ଚିତ୍ରରେ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍!

ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଏକ ପୁରୁଣା ଚିତ୍ରରେ ସ୍ମାର୍ଟଫୋନ୍ ବ୍ୟବହାରକୁ ଦେଖେଇଛନ୍ତି। ସେତେବେଳେ ସ୍ମାର୍ଟଫୋନ୍ କଥା ଛାଡିଦିଅନ୍ତୁ, ପ୍ରତ୍ୟେକ ଘରେ ବିଦ୍ୟୁତ୍ ଏବଂ ଲ୍ୟାଣ୍ଡଲାଇନ୍‌ ମଧ୍ୟ ସ୍ୱପ୍ନ ଥିଲା। ତେବେ ଏ ଫୋନ୍ ଆସିଲା କିପରି?

Hockey Match
ହକି ବିଶ୍ୱକପ୍ ଚିତ୍ରିତ ଟି-ସାର୍ଟ ଓ କ୍ୟାପ୍ ପିନ୍ଧି ଭାରତ-ୱେଲ୍ସ ମ୍ୟାଚ୍ ଦେଖିଲେ ଛାତ୍ରଛାତ୍ରୀ

ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।

WFI
ତିନି ଦିନ ହେଲା ଧାରଣାରେ ଅଲିମ୍ପିକ୍ସ ରେସଲର୍, WFI ସଭାପତି ବ୍ରିଜଭୂଷଣଙ୍କ ବଢ଼ୁଛି ଅଡ଼ୁଆ

ପଦ ଛାଡ଼ିବାକୁ ରୋକଠୋକ୍ ମନା କଲେ ବ୍ରିଜଭୂଷଣ । ବହିଷ୍କାର ଦାବିରେ ଅଟଳ ଦେଶର ଟପ୍ କୁସ୍ତି ଯୋଦ୍ଧା ।

 50 families ostracised
୨୨ ବର୍ଷ ହେଲା ୫୦ ପରିବାର ଗାଁରୁ ତଡ଼ାଖାଇ ବିତାଉଛନ୍ତି ଯାଯାବର ଜୀବନ

ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।

Dakota
ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ

ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍‌ଷ୍ଟଲେସନ୍ ଯୋଜନା ।

Humane sagar
ହ୍ୟୁମାନଙ୍କ ଘରେ ଧର୍ମକୁ ନେଇ ଦାମ୍ପତ୍ୟ କଳି, ନା ଦାମ୍ପତ୍ୟ କଳିରେ ପଶିଛି ଧର୍ମ ? 

ଜଗନ୍ନାଥଙ୍କୁ ଘରେ ରଖି ପୂଜା କରୁଥିବାର ଦେଖାଇଲେ ଦୃଶ୍ୟ । ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ ।

Balangir Politics
ବଲାଙ୍ଗିରରେ ବଢୁଛି ନେତା-ପ୍ରଶାସକ କଳି ! PD-DRADAଙ୍କ ଉପରେ ବର୍ଷିଲେ ସାଂସଦ ସଂଗୀତା

ପୂର୍ବରୁ ସାଲୁଜା-ଜିଲ୍ଲାପାଳ, କେଭି-ବିଡିଓ ତୁତୁ ମେମେ ହୋଇଥିଲେ । ଏହା ଲୋକ ପ୍ରତିନିଧିଙ୍କୁ ଆବଶ୍ୟକ ଗୁରୁତ୍ୱ ଦିଆନଯିବାର ଫଳ ବୋଲି କହିଲେ ପୂର୍ବତନ ପ୍ରଶାସକ ।

KCR's BRS
ଓଡ଼ିଶାରେ ଏଣ୍ଟ୍ରି ମାରିବାକୁ KCRଙ୍କ ବ୍ଲୁ ପ୍ରିଣ୍ଟ୍, ନବନିର୍ମାଣ କୃଷକ ସଂଗଠନ ଦେଇପାରେ ସମର୍ଥନ...

BRS ଫୋକସ୍‌ରେ ଚାଷୀ ଭୋଟ୍ । ହାଇଦ୍ରାବାଦରୁ ଆନ୍ଦୋଳନ ପରିଚାଳନା ହେଉଥିବା ପରୋକ୍ଷରେ ସ୍ୱୀକାର ।

kvs recruitment 2023 exam date released for 13000 posts
KVS ର ୧୩,୦୦୦ ପଦବୀ ପାଇଁ ବାହାରିଲା ପରୀକ୍ଷା ତାରିଖ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପରୀକ୍ଷା ତାରିଖ ପ୍ରକାଶ କରିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ ପ୍ରାୟ ୧୩,୦୦୦ ପଦବୀ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀ KVS ଏହାର ଅଫିସିଆଲ୍ ୱେବସାଇଟରେ kvsangathan.nic.in ରେ ଉପଲବ୍ଧ କରିଛି।