/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676951550.jpg)
Today Panchang
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୧.୧୧ ଗତେ ମୀନ । ତିଥି – ପ୍ରତିପଦ ଦିବା ୦୯.୦୫ ଗତେ ୨ୟା।ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୧.୧୧ ଗତେ ଧନୁ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୯.୦୧ ଗତେ ୨ ପାଦ ।
Advertisment
ଶୁଭ ସମୟ:
- ଦିବା ୦୯.୧୧ ରୁ ୧୦.୫୧
- ଦିବା ୦୧.୦୯ ରୁ ୦୧.୨୬
- ଦିବା ୦୪.୧୮ ରୁ ୦୪.୫୮
- ସନ୍ଧ୍ୟା ୦୫.୪୪ ରୁ ୦୬.୩୪
- ରାତ୍ରି ୦୨.୦୫ ରୁ ୦୩.୪୫
ଅଧିକ ପଢ଼ନ୍ତୁ: ବିବାହରେ ହେଉଛି କି ବିଳମ୍ବ ? କରନ୍ତୁ ଏହି ଉପାୟ
ଅଶୁଭ ସମୟ:
- ଋାହୁକାଳ – ଦିବା ୦୨.୫୨ ରୁ ୦୪.୧୮
- କାଳବେଳା – ଦିବା ୦୧.୨୬ ରୁ ୦୨.୫୨
- ବାରବେଳା – ପ୍ରାତଃ ୦୭.୪୨ ରୁ ୦୯.୦୮
- କାଳରାତ୍ରି – ସନ୍ଧ୍ୟା ୦୭.୧୮ ରୁ ୦୮.୫୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)