• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

School Closed
ଭଦ୍ରକ-ବାଲେଶ୍ୱର ସମେତ ଅନେକ ଜିଲ୍ଲାରେ ସ୍କୁଲ ଛୁଟି !

ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ନିଷ୍ପତ୍ତି ।

Cyclone Baby
ବାତ୍ୟା କୋଳରେ ଥାଇ ପୃଥିବୀ ଦେଖିଲେ ନବଜାତ

ସାଇକ୍ଲୋନ ପ୍ରକୋପ ଭିତରେ ସୁରକ୍ଷିତ ଜନ୍ମ ନେଲେ ୧୬ ଶହ ଶିଶୁ । ୧୬ ଶହ ଶିଶୁଙ୍କ ଭିତରେ ଅଛନ୍ତି ୧୩ ଯାଁଳା ଶିଶୁ ।

Cyclone Dana
ଗ୍ରାଉଣ୍ଡ ଜିରୋରୁ ଆସୁଛି ପ୍ରଳୟ ପୁଳା ପୁଳା ଚିତ୍ର, ବାତ୍ୟା ମାଡ଼ରେ ଘାଇଲା ୩ ଜିଲ୍ଲା

ଦାଉ ସାଧିଲା ଦାନା । ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ।

Cyclone Dana
ଓଟିଭିର ନନଷ୍ଟପ୍ କଭରେଜ୍: 'ଦାନା'ର ଦାନବ ଗର୍ଜନ, ଭୀତତ୍ରସ୍ତ ମଣିଷ; ବିବ୍ରତ ବୃକ୍ଷଲତା, ଅସ୍ତବ୍ୟସ୍ତ ଜୀବଜନ୍ତୁ

ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା ।

Cyclone Dana
ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର, ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସୂଚନା

ବାତ୍ୟା ଦାନା ପ୍ରଭାବରେ ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର ।

Cyclone Dana
ଦମ୍ ଦେଖାଇବା ଆଗରୁ 'ସାଣ୍ଡୱିଚ୍' ବନିଗଲା ଦାନା ! ହେଲେ କାହିଁକି ଦୁର୍ବଳ ହେଲା ?

ବାତ୍ୟା ଦାନା ଯେଉଁଭଳି ଭାବେ କ୍ଷୟକ୍ଷତି ଘଟାଇବ ଏବଂ ୧୪ଟି ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା, ସେହି ଅନୁସାରେ ଦାଉ ସାଧିପାରିଲାନି ଦାନା ।

Maoist
କନ୍ଧମାଳରେ ଏନ୍‌କାଉଣ୍ଟର: ଜଣେ କ୍ୟାଡର ମାଓବାଦୀ ନିହତ

କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ।

Cyclone Dana
ସରିନି ବାତ୍ୟାର ପ୍ରଭାବ, କାଲି ଯାଏଁ ପ୍ରବଳ ବର୍ଷା! ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବାତ୍ୟା ଦାନାର ପ୍ରଭାବ ଯୋଗୁଁ ବର୍ଷା ଏବଂ ପବନ ଜାରି ରହିଛି । ଏଥିପାଇଁ ଆସନ୍ତାକାଲି ସକାଳ ୮ଟା୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Mohan Majhi
ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଛନ୍ତି ।

Lawrence Bishnoi
ଦିଲ୍ଲୀ ପୋଲିସ୍‌ର ବଡ଼ ଆକ୍ସନ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ପକ୍ଷରୁ ଗିରଫ କରାଯାଇଛି ।

Woman loses over rs 87000 after downloading app for lounge access
Technology: କରନ୍ତୁ ନାହିଁ ଏହି ଆପ୍ ଡାଉନ୍‌ଲୋଡ୍; ଆକାଉଣ୍ଟରୁ ଚାଲିଯାଇପାରେ ଲକ୍ଷାଧିକ ଟଙ୍କା

ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ଲାଉଞ୍ଜ ଆକ୍ସେସ୍ ପାଇଁ ଏକ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯିବା ପରେ ସେ କିପରି ୮୭,୦୦୦ରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଜାଣନ୍ତୁ ପୂରା ଘଟଣା…

Union Bank of India vacancy 2024 Post apply for 1500 post
Union Bank of India vacancy 2024: ଗ୍ରାଜୁଏସନ୍ କରିଥିଲେ ବ୍ୟାଙ୍କରେ ଅଫିସର୍ ଚାକିରି; ଓଡ଼ିଶାରେ ୧୦୦ ପ୍ରାର୍ଥୀଙ୍କୁ ସୁଯୋଗ

UBIରେ ଅଫିସର୍ ପଦବୀ ପୂରଣ ହେବ। ଏନେଇ UBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Suresh Pujari
ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା; କହିଲେ, ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ଆସି ସାରିଥିବ ବିଦ୍ୟୁତ

କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍‌ ବ୍ୟାଘାତ ହୋଇଛି । ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ୍‌ ଆସି ସାରିଥିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

Cyclone Dana
Cyclone Dana: ଗଛ ପଡ଼ିଥିଲେ ଏହି ନମ୍ବରରେ କରନ୍ତୁ କଲ୍, କଟାଯିବ ଗଛ

ବାତ୍ୟା ଦାନା ତାଣ୍ଡବ ରଚିବା ପରେ ଏବେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି ।

Cyclone Dana
ସହରରେ ପଡ଼ିଲାନି 'ଦାନା'ର ପ୍ରଭାବ, ଆଶ୍ବସ୍ତ ହୋଇଛନ୍ତି ଟ୍ବିନ୍‌ସିଟି ବାସିନ୍ଦା

ବାତ୍ୟା ଦାନା ପ୍ରଭାବରେ ରାଜଧାନୀ ଭୁବନେଶ୍ବରର ଆକାଶ ଗତକାଲିଠାରୁ ମେଘୁଆ ରହିଥିଲା । ମଝିରେ ମଝିରେ ଝିପିଝିପି ବର୍ଷା ଲାଗି ରହିଥିଲା । ହେଲେ ବର୍ଷା ଓ ପବନର ପ୍ରକୋପ ନ ଥିଲା ।

Cyclone Dana
Cyclone Dana: କମିଲା ପ୍ରକୋପ, ନଦୀ ଦେଖାଉଛି ଉଗ୍ର ରୂପ! ପ୍ରବଳବର୍ଷା ପରେ ଫୁଲୁଛି

ପ୍ରବଳବର୍ଷା ପରେ ଫୁଲୁଛି ନଦୀ । ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍‌ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ ।

Abhishek bachchan shoojit sircar i want to talk poster release
ଲମ୍ବା କୋଟ୍‌, କାର୍ଟୁନ୍ ପ୍ୟାଣ୍ଟ ସହିତ ବଡ ପେଟରେ ଅଭିଷେକ ବଚ୍ଚନ

'ଆଇ ୱାଣ୍ଟ୍ ଟୁ ଟକ୍‌'ର ପୋଷ୍ଟରରେ ଅଭିଷେକ ବଚ୍ଚନ ଏକ ଲମ୍ବା କୋଟ୍‌ ଏବଂ କାର୍ଟୁନ୍ ଚିତ୍ର ଥିବା ପ୍ୟାଣ୍ଟ ପିନ୍ଧିଛନ୍ତି, ଯାହା ସାଧାରଣତଃ ଘରେ ପିନ୍ଧାଯାଇଥାଏ। ପେଟରେ ଅଛି ସର୍ଜରୀ ଚିହ୍ନ।

Cyclone is a new challenge to the Mohan government
ମୋହନ ସରକାରଙ୍କ ଆଗରେ ବାତ୍ୟା ଏକ ନୂଆ ଚ୍ୟାଲେଞ୍ଜ

ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।

MKCG
MKCGରେ ପୁଣି ରାଗିଂ ! ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ

ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଛି NMC । NMC ପକ୍ଷରୁ ଚିଠି ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିନ୍ । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି ।

Jharpada Jail
ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍; ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ 

ଜେଲ୍‌ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ । ବାଜିଲା ଏମର୍ଜେନ୍ସି ସାଇରନ୍, ଜେଲ୍‌ରେ ଲକ୍ଷ୍ମୀସାଗର ପୋଲିସ ।

Asha Worker
ମାନବିକତା ଦେଖାଇଲେ ଆଶାକର୍ମୀ, ନିଜ କାନ୍ଧରେ ବୃଦ୍ଧାଙ୍କୁ ବୋହି ଆଣିଲେ ବାତ୍ୟା ଆଶ୍ରୟସ୍ଥଳୀ

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ।

Weather Update
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୩ ଜିଲ୍ଲାକୁ ରେଡ୍ ଆଲର୍ଟ; ପ୍ରବଳ ବର୍ଷିବ 

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି ।

Cyclone Dana
ବାତ୍ୟା 'ଦାନା' କୋଳରେ ପୃଥିବୀ ଦେଖିଲା ନବଜାତ, ପରିବାର ଲୋକେ ଖୁସିରେ ନାଁ ରଖିଲେ 'ଦାନା'

ବାତ୍ୟା ‘ଦାନା’ ସମୟରେ ଭଦ୍ରକ ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଶୁଭ ମଲ୍ଲିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ପ୍ରସବ ପରେ ମେଡ଼ିକାଲ ପକ୍ଷରୁ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

Cyclone Dana
ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’ ?

ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଏଥିପାଇଁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ।

Boat
ବଡ଼ ଖବର: ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର

ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ସୂଚନା ।