ଉତ୍ସବମୁଖର ହେଲାଣି ବକିଙ୍ଗହମ୍ ପ୍ୟାଲେସ । ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଦମ୍ପତି । ଯୋଗଦେବେ ଦେଶ ବିଦେଶର ପ୍ରାୟ ୨ ହଜାର ଅତିଥି
ଜିଲ୍ଲାପାଳଙ୍କ ଅନୁମତି ପରେ ଆରମ୍ଭ ହେବ ସୁଟିଂ
ଆତଙ୍କବାଦ ପ୍ରସଙ୍ଗକୁ ନେଇ ପରୋକ୍ଷରେ ଟାର୍ଗେଟ୍ । ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ।
ରାଜନୀତିରେ ‘ସମ୍ବେଦନଶୀଳ’ ଶବ୍ଦର ବ୍ୟବହାର ବଢିବାରେ ଲାଗିଛି। ଏହି ଶବ୍ଦ ବ୍ୟବହାର କରି ସମ୍ପୃକ୍ତ ଘଟଣାକୁ ବାଟବଣା କରାଯାଉନି ତ? ନା ଏହି ଶବ୍ଦର ପ୍ରୟୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ?
ରିଲିଜ୍ ହୋଇଛି ‘ତରଙ୍ଗ ପ୍ଲସ୍’ର ନୂଆ ୱେବ୍ ସିରିଜ୍ ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍। ଏଥିରେ ସିରିଜ୍ର ଝାପ୍ସା ଛୁଙ୍କ ଦିଆଯାଇଛି। ଦେଖିଲେ ପୂରା କାହାଣୀ ଦେଖିବାକୁ ଉତ୍ସାହ ବଢିଯିବ।
ଏବେ ବିଭିନ୍ନ କ୍ଷେତ୍ରରେ ଚମକିଲେଣି ଓଡ଼ିଆ ଝିଅ। ଯେଉଁକ୍ଷେତ୍ରରେ କେବଳ ପୁରୁଷମାନଙ୍କ ପ୍ରବେଶ ଥିଲା ଏବେ ସେଠି ମଧ୍ୟ ସଫଳତାର ସହ ପହଞ୍ଚିସାରିଲେଣି ଝିଅମାନେ। ସେଥିମଧ୍ୟରୁ ମଲ୍ଲଖମ୍ବ ଖେଳ ମଧ୍ୟ ରହିଛି। ଏହାକୁ ନିଜର କରି ଓଡ଼ିଆ ଝିଅ ରେକିପ୍ରଭା ଦେଶ ବିଦେଶରେ ଅନେକ ସୁନାମ ଆଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
୧୦ ବର୍ଷ ତଳର ଶତ୍ରୁତା ପାଇଁ ଜୀବନ ଚାଲିଗଲା । ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।
ଦୁଇ ଯୁବତୀଙ୍କୁ ବେଜିତ୍ କଲା American Airlines । ବିମାନ କମ୍ପାନୀର ଦାୟିତ୍ୱହୀନତାକୁ ନେଇ ଉଠିଲା ପ୍ରଶ୍ନ ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।
୨୦୧୯ରେ ୧୩,୯୬୯ ହଜାର ଭୋଟରେ ଜିତିଥିଲେ । ଏବେ ୧୫ ହଜାର ନଡ଼ିଆ ଫଟାଇଲେ । ପୂର୍ଣ୍ଣଙ୍କ ସହ ଥିଲେ ଆସିକା ସାଂସଦ ପ୍ରମିଳା ବିଶୋୟୀ ।
କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଉତ୍ତର କାଶ୍ମୀରର ବାରାମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ ।
କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ପ୍ରଶଂସକମାନେ ସେମାନଙ୍କ ଠାରୁ କିଛି ଚାହାଁନ୍ତି। ଏହି ଯୋଡିଙ୍କୁ ଖୁବ ଶୀଘ୍ର ବାପାମାଆ ଭାବେ ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଗର୍ଭବତୀ ଥିବା ପ୍ରାୟତଃ ଅନୁମାନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କ୍ୟାଟ୍ରିନା କ’ଣ କୁହନ୍ତି।
ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା
ଦ୍ୱିତୀୟ ପର୍ଯ୍ୟାୟରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ରାସ୍ତା ମଝିରେ ଏକ ବଡ଼ ଟ୍ରକ୍ ମଧ୍ୟ ଛିଡ଼ା ହୋଇଛି। ହେଲେ ଏହା ସାଇଡ୍ରେ ଯିବା ପାଇଁ ଟ୍ରକ୍ ଡ୍ରାଇଭର ଜଣକ ଶତ ଚେଷ୍ଟା କରୁଛନ୍ତି। ଆଉ ସାହସ ବାନ୍ଧି ଡ୍ରାଇଭର ଜଣକ କାଠ ବୋଝେଇ ଟ୍ରକ୍କୁ ସଂକୀର୍ଣ୍ଣ ରାସ୍ତାରେ ନେଇ ଏହାକୁ ଅତିକ୍ରମ କରିବାରେ ସଫଳ ମଧ୍ୟ ହୋଇଛନ୍ତି।
ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି ।
୧୧ ବର୍ଷ ହେଲାଣି ସରୁନି ବିଜୁ ସେତୁ । ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ହେତୁ ସରୁନି ସେତୁ କାମ । ଜୀବନକୁ ବାଜିରେ ଲଗାଇ ବାଉଁଶ ପୋଲରେ ଯାଆସ କରୁଛନ୍ତି ଲୋକେ।
ସରପଞ୍ଚ ହେବ ତ ଏମିତି ! ନିଜେ କୋଦାଳ ଧରିଲେ, ମାଟି ହାଣି ମୁଣ୍ଡରେ ମୁଣ୍ଡାଇଲେ । ଲୋକେ କହିଲେ, ଏମିତି ସରପଞ୍ଚ ଥିଲେ ଆମେ ଦାଦନ ଯିବୁ କାହିଁକି
ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ସମ୍ଭାବ୍ୟ ବାତ୍ୟା କେଉଁଆଡ଼କୁ ଯିବ ? ଏହାର ତୀବ୍ରତା କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ IMD ପକ୍ଷରୁ ଆକଳନ କରାଯାଇନାହିଁ। ତେବେ ଏହା ଉପରେ ଆଇଏମଡି ନିୟମିତ ନଜର ରଖିଛି।
ଏକା ସାଙ୍ଗରେ ଦ୍ୱିଗୁଣିତ ହେଲା ରାମ ମନ୍ଦିର ସେବାୟତଙ୍କ ଦରମା । ଜାଣନ୍ତୁ କେତେ ପାଇବେ ଦରମା ?
ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବୁ ଯିଏ କି ଖୁବ୍ ଶସ୍ତାରେ ଏଭଳି ଖାଦ୍ୟ ଯୋଗାଇ ପାରୁଛନ୍ତି । ମାତ୍ର ୧୦ ଟଙ୍କାରେ ସେ ଦେଉଛନ୍ତି କ୍ରିପ୍ସି ଚିକେନ୍ ।
ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।