NEET Ug ୨୦୨୩ ଅଫିସିଆଲ୍ ଡ୍ରେସ୍ କୋଡ୍ ଜାରି କରିଛି। ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଡ୍ରେସ୍ କୋଡ୍ ଜାରି ହୋଇଛି। କେହି ବି ଫୁଲ୍ ସାର୍ଟ ପିନ୍ଧି ପାରିବେ ନାହିଁ। ସେହିପରି ଆଉ କ’ଣ ରହିଛି ଆସନ୍ତୁ ଜାଣିବା।
ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ ହାସ୍ୟ ଦିବସ'। ଆସନ୍ତୁ ଜାଣିବା ଏହା ପଛର କାରଣ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।
ଧାନ ସଂଗ୍ରହ ବେଳେ ମଣ୍ଡିରେ ସ୍ବଚ୍ଛତା ଆଉ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ଧାନ କିଣା କେନ୍ଦ୍ରରେ କାର୍ଯ୍ୟକାରୀ କରୁଛନ୍ତି ସିସିଟିଭି ବ୍ୟବସ୍ଥା।
ଶୁକ୍ରବାର କାଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଯବାନଙ୍କ ଉପରକୁ ସେମାନେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ରାତି ୧୦ଟା ବେଳେ ଲେଡିଜ୍ ହଷ୍ଟେଲ୍ରେ ପଶିଗଲେ ଦୁର୍ବୃତ୍ତ । ଘୋଷାରି ଆଣି ପିଟିଲେ, ଅଶ୍ଳୀଳ ଇଙ୍ଗୀତ କଲେ । ବିରୋଧ କରିବାରୁ ମାଡ ବି ମାରିଲେ । ପୋଲିସ ପହଞ୍ଚିଲା ବେଳକୁ...
କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।
ଆଦିବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ୩ ବର୍ଷ ତଳେ ILSର ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଡକ୍ଟର ଅଜୟ ପରିଡ଼ା ଆରମ୍ଭ କରିଥିଲେ ଟ୍ରାଇବାଲ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ କାର୍ଯ୍ୟକ୍ରମ ।
ଆଉ ମାସେ ପରେ ଆଇସିସି ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ର ଫାଇନାଲ୍ ମ୍ୟାଚ୍। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍ରେ ସ୍ଥାନ ପାଇଛି। ଭାରତୀୟ ଟିମ୍ ଆଗରେ ରହିଛି ଅଷ୍ଟ୍ରେଲିଆ। ବଡ଼ ପ୍ରଶ୍ନ ହେଉଛି, ଏଥର ଟିମ୍ ଇଣ୍ଡିଆର ଟେଷ୍ଟ୍ କ୍ରିକେଟ୍ରେ ବିଶ୍ୱବିଜୟୀ ହେବାର ସ୍ୱପ୍ନ ସାକାର ହେବ ତ? ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଫାଇନାଲ୍ ଜିତିପାରିବ ତ ରୋହିତ ସେନା?
ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟକୁ ସେୟାର କରାଯାଇଛି। ଏହି ପୋଷ୍ଟରେ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନଙ୍କ ସଂପର୍କରେ ମତାମତ ମଗାଯାଇଛି।
୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କୋଟିପତି ପରିବାରରେ ବଢିଥିବା ସଲୋନୀ ଏବେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଫଳରେ ସେ ଏବେ ଭିକ୍ଷୁ ଜୀବନ ଜୀଇବେ।
ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି
ସମସ୍ତ ବିବାଦ ପରେ 'ଦି କେରଳ ଷ୍ଟୋରୀ' ଶେଷରେ ମୁକ୍ତିଲାଭ କରିଛି। ଫିଲ୍ମଟି ଏକ ରାଜନୈତିକ କଳହରେ ପଡ଼ିଛି। କଥା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାକୁ ନେଇ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟିମ୍କୁ ଚେତାବନୀ ଦେଇଛନ୍ତି।
ବଂକିଙ୍ଗହମ୍ ପ୍ୟାଲେସରେ ମହାପର୍ବ . . . ବ୍ରିଟେନର ନୂଆ ରାଜା କିଙ୍ଗ୍ ଚାର୍ଲସ ତୃତୀୟଙ୍କ ମୁଣ୍ଡରେ ମୁକୁଟ
୨୦୨୦ରେ କଙ୍ଗନାକୁ ନୋଟିସ୍ ଜାରି କରିବାର ଗୋଟିଏ ଦିନ ପରେ ବିଏମ୍ସି କଙ୍ଗନାଙ୍କ ଘର ଭାଙ୍ଗି ଦେଇଥିଲା। ଏଯାଏ ତାଙ୍କୁ ଏହାର କ୍ଷତିପୂରଣ ମିଳି ନାହିଁ। ଏହାକୁ ନେଇ କଙ୍ଗନା କ’ଣ କୁହନ୍ତି ଆସନ୍ତୁ ଜାଣିବା।
ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି।
ଏବେ ୨ ଫୁଟର ବାଇକକୁ ଚଢିବା ପରେ ବେଶ ଖୁସି ହରିନାରାୟଣ ।
ଗୋଟିଏ ଦିନ ବି ମଥାରେ ରହିଲାନି ସିନ୍ଦୂର ... ଅକାଳରେ ଚାଲିଗଲା ବରର ଜୀବନ ।
ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ବିଲାୱଲଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି।
ଦୁଃଖର ବିଷୟ ଯେ, ଆପଣ ଭଗବାନଙ୍କୁ ଦର୍ଶନ ପାଇଁ ଯେଉଁ ଟିକେଟ କିଣିଥିବେ ତାହା ନକଲି ସାବ୍ୟସ୍ତ ହେବ ।
ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିଲା କି ?
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୬୪୦ ଟଙ୍କା ହୋଇଛି।
କବାବ୍ ଖାଇଦେଲେ, ଟଙ୍କା ଦେଲେନି । ଟଙ୍କା ମାଗିବାରୁ ଗୁଳି ମାରିଦେଲେ . . ବରେଲିର ପ୍ରେମନଗର ଅଞ୍ଚଳର ଏକ ପୁରୁଣା କବାବ ଦୋକାନରେ ଏହି ଘଟଣା ଘଟିଛି।
ହନିଟ୍ରାପର ଶିକାର ହୋଇଛନ୍ତି ଡିଆରଡିଓ ସାଇଣ୍ଟିଷ୍ଟ । ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଲେ ଭାରତର ଗୁପ୍ତତଥ୍ୟ । ବ୍ୟକ୍ତିଗତ ଫଟୋ ଆଦାନ ପ୍ରଦାନ ପରେ ବ୍ଲାକମେଲ୍ କରୁଥିଲେ ରହସ୍ୟମୟୀ ।