• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

OSSSC Teacher Recruitment 2024
OSSSC Teacher Recruitment 2024: ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଓଡ଼ିଶାର ସରକାରୀ ସ୍କୁଲ୍‌ରେ ପୂରଣ ହେବ ଶିକ୍ଷକ ପଦବୀ। ଏନେଇ OSSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଡିନାମାଇଟ୍ ବିସ୍ଫୋରଣ, ଲୋକେ ଆତଙ୍କିତ
Dynamite Explosion In Odisha: ପ୍ରଚଣ୍ଡ ଶବ୍ଦରେ କାନ୍ଥ ଫାଟିଯାଉଛି, ବିଷାକ୍ତ ହୋଇଯିବ ମଧୁର ଜଳ !

ଏ ନେଇ ONGCର ଫିଲ୍ଡ ଏରିଆ ମ୍ୟାନେଜର ଦିଲିପ ସ୍ଵାଇଁ ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗାଁ ଗଣ୍ଡା ଠାରୁ କୋୖଣସି ସ୍ଥାନରେ କାହାରି ସେମିତି ଘର ଫାଟି ଥିବା ଅଭିଯୋଗ ହୋଇ ନାହିଁ। ଏ ପର୍ଯ୍ୟନ୍ତ ଅନୁସନ୍ଧାନ କରୁଛି କିନ୍ତୁ ଵ୍ଵାଷ୍ଟ ପାଇଁ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇ ନାହିଁ। ଯଦି କିଛି ଘଟଣା ଘଟେ ତେବେ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ମିଳିଵ ବୋଲି କମ୍ପାନୀର ମ୍ୟାନେଜର ପ୍ରକାଶ କରିଛନ୍ତି

ଚର୍ଚ୍ଚିତ ଘଟଣା
Year Ender 2024:୨୦୨୪ରେ ଦେଶର ୧୦ଟି ବଡ଼ ଘଟଣା, ହଲଚଲ୍ ହୋଇଛି ରାଜନୀତି

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା ।

Shweta tiwari reaction on daughter palak tiwari dating rumours
Palak Tiwari Dating Rumours: ମୋ ଝିଅ ପ୍ରତି ତିନିରେ ଜଣେ ପୁଅକୁ ଡେଟ୍ କରୁଛି...ମୁଁ ପ୍ରତିବର୍ଷ ବିବାହ କରୁଛି: ଶ୍ୱେତା ତିୱାରୀ

ପଲକ ତିୱାରୀ କିଛି ଦିନ ହେବ ଡେଟିଂ ଗୁଜବ ପାଇଁ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

Jimmy Carter
Jimmy Carter Passes Away: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୋଦି

ଜିମି କାର୍ଟର ୧୯୮୨ମସିହାରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ୱର ବିଚ୍ଛିନ୍ନାଞ୍ଚଳରେ ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ହ୍ରାସ ପାଇଁ କାର୍ଯ୍ୟ କରିଥିଲେ। ଏହି ପ୍ରୟାସ ତାଙ୍କୁ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।୨୦୦୨ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।

ଛାତ୍ରବୃତ୍ତି ତାଲିକା ପ୍ରକାଶ
Students Scholarship: ୧୦ ବର୍ଷରେ ୫୦ ହଜାର ଛାତ୍ରବୃତ୍ତି ପ୍ରଦାନ କରିବାକୁ ଯୋଜନା

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

ନିୟନ୍ତ୍ରଣ ବାହାରକୁ ଚାଲିଯିବ AI !
Living Nostradamus Prediction: 2025 ପାଇଁ ଭବିଷ୍ୟବାଣୀ: ନିୟନ୍ତ୍ରଣ ବାହାରକୁ ଚାଲିଯିବ AI...ଏଲିଅନଙ୍କ ସହ ହେବ ଯୋଗାଯୋଗ

ଜଣେ ବ୍ରାଜିଲିଆନ ଧର୍ମଗୁରୁ ଅଥୋସ ସୋଲମ ଯିଏ କି ଲିଭିଂ ନୋଷ୍ଟ୍ରାଡମସ ଭାବେ ପରିଚିତ । ସେ ଜଣେ ପାରାସାଇକୋଲଜିଷ୍ଟ ମଧ୍ୟ । ସେ ୨୦୨୫ରେ ହେବାକୁ ଥିବା ସମ୍ଭାବ୍ୟ ଘଟଣାବଳୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କ ତାଲିକାରେ ‘ଜେନେଟିକ ଭାବେ ପରିବର୍ତ୍ତିତ ମଣିଷ’, ‘ନିୟନ୍ତ୍ରଣ ବାହାରେ ଏଆଇ’ ଏବଂ ‘ଏଅନଙ୍କ ସହ ଯୋଗାଯୋଗ’ ପରି କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଥିସହିତ ୨୦୨୫ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

Lady lootera
Con Woman Arrested: ହାଇ ପ୍ରୋଫାଇଲ୍ ‘ଲେଡି ଠକ’କୁ ବାନ୍ଧିଲା ପୋଲିସ; ଠକେଇର ତରିକା ଶୁଣିଲେ ଉଡ଼ିଯିବ ହୋସ୍

ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ।

Anupam kher enjoys vacation with his childhood friends
Anupam Kher: ବଡ଼ ଲୋକ ହେଲା ପରେ ବି ଭୁଲି ନାହାନ୍ତି ଛୋଟ ଦିନର ସାଙ୍ଗ; କହିଲେ ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍

ଅନୁପମ ଖେର କହିଛନ୍ତି ଯେ ଯଦି ଜୀବନକୁ ଅଧିକ ସୁନ୍ଦର କରିବାର ଅଛି ତେବେ ପିଲାଦିନର ସାଙ୍ଗମାନଙ୍କ ସହିତ ରହିବା ଅତ୍ୟନ୍ତ ଜରୁରୀ। ସାଙ୍ଗଠାରୁ ଅଧିକ ବଡ କୌଣସି ଭିଟାମିନ୍ ନାହିଁ।

Subhadra yojana
Subhadra Yojana Odisha: ୨୦୨୫ ହେବ ‘ସୁଭଦ୍ରା’ ବର୍ଷ; ମହିଳାଙ୍କୁ ତିନି ଥର ମିଳିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ରେ ମହିଳାଙ୍କୁ ମିଳିବ ପ୍ରଥମ ଦଫାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ୨୦୨୫ ହେବ ‘ସୁଭଦ୍ରା’ ବର୍ଷ।

ପ୍ରଶାନ୍ତ କିଶୋରଙ୍କ ନାଁରେ କେସ୍
BPSC Student Protest: ଆନ୍ଦୋଳନରତ ଆଶାୟୀଙ୍କ ପାଖକୁ ଗଲେ, କେସ୍ ଖାଇଲେ ପ୍ରଶାନ୍ତ

ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।

Naveen Patnaik Visits Ganjam
Naveen Patnaik: କ୍ଷେତ ମୁହାଁ ନବୀନ; ଗଞ୍ଜାମ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି।

ଆଖି ଆଗରେ ଆପଣାର ଲୋକ ଜଳୁଥିଲେ
South Korea Plane Crash: ଆଖି ସାମ୍ନାରେ ଜଳୁଥିଲେ ଆପଣାର ଲୋକ, ହେଲେ ପାଖକୁ ଯିବାକୁ ମିଳୁନଥିଲା ଅନୁମତି

ମୃତ୍ୟୁ ବି ସତରେ କେତେ ନିଷ୍ଠୁର ! ଏ ମୃତ୍ୟକୁ କେହି ଫାଙ୍କି ଦେଇପାରିବେନି. . କିଛି ବୁଝିବା ପୂର୍ବରୁ ଆକସ୍ମିକ ଭାବେ ଆସି ଆପଣାର ଲୋକଙ୍କୁ ଛଡ଼େଇ ନେବ. . କିଏ ଜାଣେ କେଇଁ ରାତି ଜୀବନର ଶେଷ ରାତି ହେବ । କିଏ ଜାଣେ କେଉଁ କଥା ଜୀବନର ଶେଷ କଥା ହେବ । କିଛି ସେକେଣ୍ଡ ପରେ ହୁଏତ ହସିହସି ହାତ ହଲାଇ ବିମାନ ଭିତରୁ ବାହାରି ଆସିଥାଆନ୍ତେ ସମସ୍ତ ଯାତ୍ରୀ । ଘରକୁ ନେଇଯିବାକୁ ଆସିଥିବା ପରିବାର ଲୋକ ଖୁସିରେ ଆତ୍ମହରା ହୋଇ ସେମାନଙ୍କୁ କୋଳେଇ ନେଇଥାଆନ୍ତେ । ହେଲେ ସବୁ ସୁଖ, ସବୁ ଖୁସି ନିମିଷକେ ମଧ୍ୟରେ ମିଳାଇ ଯାଇଥିଲା ।

Odisha Food Vlogger
Bhubaneswar Food Vlogger Death: ରାଜଧାନୀରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଫୁଡ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନି । ଏକ ଘରୋଇ କମ୍ପାନୀରେ ସଂପୃକ୍ତ ଯୁବତୀ କାମ କରୁଥିଲେ ।

Puri Srimandir
Puri Srimandir: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଠେଲାପେଲା ଯୋଗୁଁ ୧୦ ଭକ୍ତ ଅସୁସ୍ଥ

ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି ।

Winter In Odisha
Winter In Odisha: କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ, ନୂଆବର୍ଷରେ ରାଜ୍ୟକୁ ପୁଣି ଫେରିବ ଶୀତ

ଆଜି ଓ ଆସନ୍ତାକାଲି ସକାଳୁ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ ।

Allu Arjun
Allu Arjun's Bail Plea Hearing: ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ଆଜି ହେବ ଶୁଣାଣି

ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍‌ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି ।

ଫସଲ କ୍ଷତି ଏବେ ରାଜ୍ୟ ସରକାରଙ୍କ ପାଇଁ ଚାଲେଞ୍ଜ
Crop Loss In Odisha: ଫସଲ କ୍ଷତି ଓ ମଣ୍ଡି ସମସ୍ୟା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ

ଯଦିଓ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଧାନକ୍ଷେତ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ଦୃଶ୍ୟ ଅନେକ ଋଣଗ୍ରସ୍ଥ ଚାଷୀମାନଙ୍କୁ ଅସହାୟ ଅବସ୍ଥାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର ଏଭଳି ଦୁଃଖ ଓ ବିପତ୍ତି ସମୟରେ ରାଜ୍ୟ ସରକାର ଚାଷୀଙ୍କ ସାଙ୍ଗରେ ଦୃଢତାର ସହିତ ଅଛନ୍ତି ବୋଲି ଯଦି ପ୍ରଥମରୁ ଚାଷୀଙ୍କୁ ବିଶ୍ୱାସ ଓ ଭରସା ଦେଇଥାନ୍ତେ ହୁଏତ ଚାଷୀ ମୃତ୍ୟୁ ଘଟଣାକୁ ଏଡାଯାଇ ପାରିଥାନ୍ତା ।

Gold Price Today
Gold Price Today, 30th December 2024: ବଦଳିଲା ସୁନା ଦର, ନୂଆ ବର୍ଷରେ ଘରକୁ କିଣି ଆଣନ୍ତୁ ସୁନା ଗହଣା....

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୧,୫୦୦ ଟଙ୍କା ରହିଛି ।

Rare 'Black Moon'
Black Moon 2024: ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା, ଦିଶିବ 'କଳା ଜହ୍ନ'

ଆକାଶରେ ଦିଶିବ କଳା ଜହ୍ନ। ହଠାତ୍ ଜହ୍ନ ହେଇଯିବ କି କଳା ?

ସୁନ୍ଦର ତ୍ୱଚା ପାଇଁ କେଉଁ Vitamin ଜରୁରୀ
Health Tips: ସୁନ୍ଦର ତ୍ୱଚା ପାଇଁ କେଉଁ Vitamin ଜରୁରୀ, ଜାଣନ୍ତୁ...

ସେ ମା°ସପେଷୀ ହେଉ କିମ୍ବା ଆଖି, ହାଡ଼ ହେଉ ଅବା ମସ୍ତିଷ୍କ, ଏ ସବୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପଡେ Vitamins। ତେବେ ଏ ଭିତରେ ଆପଣ ଅନେକଥର ଶୁଣୁଥିବେ Vit A, C, E, B3 ଯୁକ୍ତ ମଏଶ୍ଚରାଇଜର୍, ସନସ୍କ୍ରିନ୍, ଫାଉଣ୍ଡେସନ, ନାଇଟ୍ କ୍ରିମ୍, ଲୋସନ୍ କିମ୍ବା ସେରମ୍ ବିଷୟରେ। ତେବେ ସତର କ’ଣ ସୁନ୍ଦର ତ୍ବଚା ପାଇଁ ରହିଛି ଆବଶ୍ୟକତା ଏ vitamins ଗୁଡିକର। କିନ୍ତୁ ବିଜ୍ଞାପନ ଦେଖି ବ୍ୟବହାର କରିବା ଆଗରୁ ଜାଣିବା ଜରୁରୀ ନୁହେଁ କି ଆବଶ୍ୟକତା ବିଷୟରେ?

Odisha CM
Odisha CM Extends Application Deadline: ଅଦିନିଆ ବର୍ଷା, ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇଲେ ରାଜ୍ୟ ସରକାର

ଆଜିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ ।

Tigress Zeenat
Tigress Zeenat Tranquilized: ୨୦ ଦିନ ନାକେଦମ ପରେ କାବୁ ହେଲା ଜିନତ୍, ଫେରାଇ ଆଣିବାକୁ ଚାଲିଛି ପ୍ରକ୍ରିୟା

ଯନ୍ତାରେ ଜିନତ୍ .. ୨୦ ଦିନର ଛକାପଞ୍ଝା ପରେ କାବୁରେ ଆସିଲା । ଟ୍ରାଙ୍କୁଲାଇଜ ହେଲା ମରାଠା ବାଘୁଣୀ ।

Space Dock Mission
Launch of Space Dock Mission: ଇସ୍ରୋ ରଚିବାକୁ ଯାଉଛି ଆଉ ଏକ ଇତିହାସ, ଲଂଚ ହେବ ସ୍ପେଡେକ୍ସ ମିଶନ୍

ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ ।

Sri Mandir
Puri Srimandir: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଜନସମାଗମ, ବର୍ଷ ଶେଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼

ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।