• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଓଡ଼ିଶାରେ ସୁଯୋଗ ପାଇଥିବାରୁ ଭାଗ୍ୟବାନ
Raghubar Das: ‘ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ, ଓଡ଼ିଆ ଲୋକଙ୍କ ଉତ୍ସାହକୁ ସଲାମ ଜଣାଉଛି’

ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି ବୋଲି କହିଛନ୍ତି ରଘୁବର । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ୍‌ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି ।

ପର୍ଯ୍ୟଟକଙ୍କ ମନ ମୋହୁଛି ରାଣୀ ଡୁଡୁମା
Rani Duduma of Koraput: ମନ ମୋହୁଛି ରାଣୀ ଡୁଡୁମା, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।

ଆହୁରି ୨୪ ଘଣ୍ଟା ବର୍ଷିବ
Rainfall Alert In Odisha: ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଆଗାମୀ ୩ ଘଣ୍ଟା ପାଇଁ ଟ୍ବିନ୍ ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି ।

Odisha Police Recruitment 2024 apply for 933 post
Odisha Police Recruitment 2024: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

ଏନେଇ ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୯୦୦ ଅଧିକ ପଦବୀ ପୂରଣ ହେବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ମଦ ନିଶାରେ ସାଙ୍ଗକୁ ମାରିଦେଲା
Murder In Keonjhar: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା

ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।

congress mla bhupathi reddy says allu arjun wont let his film run in state
Pushpa 2: ତସ୍କରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତିଆରି ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ; କଂଗ୍ରେସ ବିଧାୟକ

ଅଲ୍ଲୁ ଅର୍ଜୁନଙ୍କ ବ୍ୟବହାରରେ କ୍ରୋଧିତ ହୋଇ କଂଗ୍ରେସ ବିଧାୟକ ଭୂପତି ରେଡ୍ଡୀ ଚେତାବନୀ ଦେଇଛନ୍ତି ଯେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ଚଲେଇବାକୁ ଦେବେ ନାହିଁ। ଫିଲ୍ମକୁ ନେଇ କରିଛନ୍ତି ଏମିତି କଟାକ୍ଷ।

ଅବିକା କ୍ୟାଲେଣ୍ଡର ୨୦୨୫
Abika Calendar 2025: ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେରେ ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’

‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।

ବାର୍ଷିକ ବନ୍ଧୁ ମିଳନ
Annual Celebration: ବାଣୀବିହାର କମ୍ପୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

କାର୍ଯ୍ୟକ୍ରମ ଆରମ୍ଭରେ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ l

Aamir khan was insecure of his height in starting phase of his career
Aamir Khan: ୮୦-୯୦ ଦଶକରେ ନିଜକୁ ଅସୁରକ୍ଷିତ ମନେକରୁଥିଲେ ଅମୀର ଖାନ; ଜାଣନ୍ତୁ କାହିଁକି…

ମିଷ୍ଟର ପରଫେକ୍‌ଶନିଷ୍ଟ ଅମୀର ଖାନ ପରଦାରେ ତାଙ୍କ ଚରିତ୍ରମାନଙ୍କ ସହିତ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଅଭିନେତାଙ୍କର ତୁମ-ଆମ ଭଳି ଅନେକ ତ୍ରୁଟି ଥିବା ସେ ନିଜେ ସ୍ୱୀକାର କରିଛନ୍ତି।

ସିମେଣ୍ଟ ପାଇପ୍ ଭିତରେ ବିତୁଛି ଜୀବନ
Life in Cement Pipe: ବାହାରେ କାଚୁଛି ଲଘୁଚାପ ବର୍ଷା...ସିମେଣ୍ଟ ପାଇପ୍ ଭିତରେ କଟୁଛି ବୁଢ଼ା ମଉସାଙ୍କ ଜୀବନ

ବୃଦ୍ଧ ଙ୍କୁ ଖାଇବା କଥା ପଚାରି ବାରୁ ସେ ମୁଣ୍ଡ ହଲାଇ ଖାଇବାକୁ କହିଥିଲେ।କିଛି ଖାଦ୍ୟ ଆଣି ଆମେ ତାଙ୍କୁ ଉକ୍ତ ନଳ ଭିତରୁ ବାହାରକୁ ଡାକିବାରୁ ସେ ବାହାରକୁ ବାହାରି ଆସି ଖାଦ୍ୟ ଖାଇଥିଲେ। ସେହି ସମୟରେ କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ, ହେଲେ ସେ କିଛି କହିବାକୁ ସକ୍ଷମ ହୋଇନଥିଲେ । ଖାଇସାରି ବୃଦ୍ଧ ଜଣକପୁଣି ସେଇ ସିମେଣ୍ଟ ନଳ ଭିତରକୁ ଯାଇ ରାତ୍ର ଯାପନ କରିଥିଲେ।

Idols are made by weaving rice
Odisha Culture: ଧାନକୁ ସୂତାରେ ବୁଣି ତିଆରି ତିଆରି ହେଉଛି ଭଳିକି ଭଳି ମୂର୍ତ୍ତି, ଦେଶ ବିଦେଶରେ ବଢୁଛି ଆଦର

ସୂତା ଓ ବାଉଁଶ ପାତିଆରେ ତିଆରି ହୁଏ ସୁନ୍ଦର ସୁନ୍ଦର ଧାନର ମୂର୍ତ୍ତି ।

ବଡ଼ଦିନ ପାଇଁ ବିଶ୍ୱଯୁଦ୍ଧ ବନ୍ଦ, ନାଚଗୀତରେ ମାତିଲେ ଶତ୍ରୁପକ୍ଷ ସେନା
War Paused On 25th December: ଗୋଟିଏ ଦିନ ପାଇଁ ଫୁଟି ନ ଥିଲା ଗୁଳି: ଦୁଇ ଶତ୍ରୁପକ୍ଷର ସେନା ପାଲଟି ଯାଇଥିଲେ ବନ୍ଧୁ

୧୯୧୪ ମସିହାର କଥା । ଡିସେମ୍ବର ୨୫ ତାରିଖ ସକାଳୁ ସକାଳୁ ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ଥିବା ଅଧିକାଂଶ ଜର୍ମାନ ସେନା ନିଜର ବନ୍ଧୁକ, ତୋପ ଚାଳନା ବନ୍ଦ କରି ଦେଇଥିଲେ । ହଠାତ ଏମାନେ କେରୋଲ ଗୀତ ଗାଇବାକୁ ଲାଗିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେକ ସ୍ଥାନରେ ରୁଷ, ଫ୍ରାନ୍ସ ଏବଂ ବ୍ରିଟେନର ସେନା ମଧ୍ୟ ଜର୍ମାନୀ ସେନା ସହ ମିଶି ଏହି ଖୁସି ପାଳନ କରିଥିଲେ ।

High Court
Bharatput Army Major Case: ମେଜର-ପୋଲିସ ବିବାଦର ଅନ୍ତ ଘଟାଇଲେ ହାଇକୋର୍ଟ; ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV

ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି।

ଆମ ନାତିକୁ ଫେରାଅ ନହେଲେ ଆତ୍ମହତ୍ୟା କରିବୁ
Atul's Father Begs for Grandson: ପୁଅ ତ ଚାଲିଗଲା ଏବେ ନାତିକୁ ଫେରାଅ...ନହେଲେ ପୂରା ପରିବାର ଜୀବନ ହାରିବୁ

ନାତିକୁ ଖୋଜିବା ସହ ତା’ର ରକ୍ଷଣାବେକ୍ଷଣ ଦାବି କରି ଅତୁଲ ସୁଭାଷଙ୍କ ପିତା ପୱନ ମୋଦି ବିହାରର ସମସ୍ତିପୁର ଜିଲ୍ଲାର ଭେନି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ପୱନ ମୋଦିଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପୋଲିସ ଜିରୋ ଏଫଆଇଆର ପଞ୍ଜିକରଣ କରିଛି। ପୱନ ମୋଦି କହିଛନ୍ତି, ନାତିକୁ ଫେରି ନପାଇଲେ ଆମେ ପୂରା ପରିବାର ସର୍ବସମ୍ମୁଖରେ ଆତ୍ମହତ୍ୟା କରିବୁ, ପୁଅ ଚାଲିଗଲା ପରେ ନାତି ହିଁ ଆମର ସାହାଭରସା ।

Bumrah has kept alive India's chances of entering the WTC final
Sports: ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍‌ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରା ।

Atal Bihari Vajpayee Birthday 2024
Atal Bihari Vajpayee Birthday 2024: ବାପା ଚାହୁଁ ନ ଥିଲେ ଅଟଳ RSSର ଖାକି ପ୍ୟାଣ୍ଟ ପିନ୍ଧୁ; ଭଉଣୀ ଫୋପାଡି ଦେଉଥିଲେ

ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ରହିଛି ଅନେକ ଅଜଣା କଥା। ସେଥିମଧ୍ୟରୁ ଗୋଟିଏ ହେଉଛି, ଉଭୟ ବାପା-ପୁଅ ସମାନ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ହଷ୍ଟେଲରେ ସମାନ କୋଠରୀରେ ରହୁଥିଲେ। ଆସନ୍ତୁ ତାଙ୍କ ବିଷୟରେ ଏମିତି ଆଉ କିଛି ରୋଚକ କଥା ଜାଣିନେବା।

Why santa claus wear red and white clothes
Santa Claus: ସାନ୍ତା କ୍ଲଜ୍‌ର ପୋଷାକ କାହିଁକି ନାଲି ଏବଂ ଧଳା ରଙ୍ଗ ହୋଇଥାଏ

କିଛି ଲୋକଙ୍କ ମନରେ ଏପରି ପ୍ରଶ୍ନ ଆସେ ଯେ ସାନ୍ତା କ୍ଲଜ୍‌ର ପୋଷାକ ସବୁବେଳେ ନାଲି ଏବଂ ଧଳା କାହିଁକି? ତେବେ ଆସନ୍ତୁ, ଆଜି ଆମେ ଆପଣଙ୍କୁ କହିବୁ ସାନ୍ତା କାହିଁକି ଲାଲ୍ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ, ଏହା ପଛରେ କାହାଣୀ କ’ଣ…

Panchang
Panchang Today 25th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଚନ୍ଦ୍ର-ତୁଳା ଅହୋରାତ୍ର। ତିଥି-୧୦ ମୀ ରାତ୍ରି ୧୦.୨୯ ଗତେ ୧୧ ଶୀ । ଘାତଚନ୍ଦ୍ର- ନାସ୍ତି। ପୁଷ୍କର ଦୋଷ- ନାସ୍ତି

Dog Attack
Stray Dog Attack: ଘର ପାଖରେ ଖେଳୁଥିଲା କୁନି ଝିଅ; ଝୁଣି ମାରିଦେଲେ ବୁଲା କୁକୁର

ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା।

Christmas 2024
Christmas 2024: ଅଣ-ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟମାସଙ୍କୁ କାହିଁକି ସୂର୍ଯ୍ୟଙ୍କ ଜନ୍ମଦିନ ଭାବରେ ପାଳନ କରନ୍ତି…

ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସର ବିଶେଷତ୍ୱ ହେଉଛି ଏହି ପର୍ବ କେବଳ ଖ୍ରୀଷ୍ଟିଆନମାନେ ନୁହେଁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରନ୍ତି।

Governor of Odisha
Governor Of Odisha: ବଦଳିଲେ ରାଜ୍ୟପାଳ; ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ନିଯୁକ୍ତ

ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି। ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମପତି ।

Srijana Subedi Bibek Pangrni Love Story
Srijana Subedi Bibek Pangrni Love Story: ଭାଗ୍ୟ ସହ ବିଧାତାର ଖେଳ; କର୍କଟ ଆକ୍ରାନ୍ତ ସ୍ବାମୀ ପାଇଁ ଲଢ଼େଇ କରି ହାରିଗଲେ ପତ୍ନୀ ଶ୍ରୀଜାନା

କହନ୍ତି, ବିବାହ ପରେ ସାତ ଜନ୍ମର ସାଥୀବନ୍ତି ଯାଆନ୍ତି ପତି-ପତ୍ନୀ। ବାହା ବେଦିରେ ସାତ ଫେରା ଦେଇ ଦୁହେଁ ଦୁହିଁଙ୍କର ସୁଖଦୁଃଖର ସାଥୀ ପାଲଟନ୍ତି। ହେଲେ କିଏ ଜାଣିଥିଲା ବିବେକ ପାଙ୍ଗେନି ଏବଂ ଶ୍ରୀଜାନା ସୁବେଦୀଙ୍କ ସହ ଭାଗ୍ୟ ଖେଳିବ ବିଚିତ୍ର ଖେଳ।

Congress PCC
Odisha Congress: ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?

ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ବ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍।

Allu Arjun Stampede Case
Allu Arjun Stampede Case: ‘ପୁଷ୍ପା’କୁ ଥାନାରେ ୪ ଘଣ୍ଟା ଜେରା; ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସେନସେସନ....

ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ।

TRAI new rule
TRAI new rule: ଟେଲିକମ୍ ଅପରେଟରଙ୍କୁ ଟ୍ରାଇ ଛାଟ ! ଆଣିବାକୁ ପଡ଼ିବ 'ଶସ୍ତା ରିଚାର୍ଜ'

ଟେଲିକମ୍ ଅପରେଟରଙ୍କୁ ଟ୍ରାଇ ଛାଟ ! ଏଣିକି ଆଣିବାକୁ ପଡ଼ିବ 'ଶସ୍ତା ରିଚାର୍ଜ' ।