• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଅସଲିଙ୍କୁ ମିଳୁନି ନକଲି ମାଳ ମାଳ !
Fake Ration Card: ଓଡ଼ିଶାରେ ମାଳ ମାଳ ଭୂତ ରାସନକାର୍ଡଧାରୀ, ସରକାରୀ ସୁବିଧାର ଫାଇଦା ଉଠାଇଛନ୍ତି ୪୦ ଲକ୍ଷରୁ ଅଧିକ

ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି । ବର୍ଷ ବର୍ଷ ଧରି ସରକାରୀ ରେସନ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରେସନ କାର୍ଡ ଖଣ୍ଡେ ପାଉନାହାନ୍ତି ।

ଥମୁନି କଳି ଫାଟୁଛି ଶଙ୍ଖ !
Chaos Continues in BJD: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି ।

ଓଡ଼ିଶାର ସମୁଦି...ଓଡ଼ିଆଙ୍କ ବନ୍ଧୁ...
Manmohan Singh: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ

ମନମୋହନ ସିଂ। ସରଳ, ନିର୍ବିବାଦୀୟ, ଅଜାତଶତ୍ରୁ । ଯାହାଙ୍କୁ ଆଜି ଝୁରୁଛି ଓଡ଼ିଶା, ମନେପକାଉଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଲୋକସେବା ଭବନରୁ କଂଗ୍ରେସ ଭବନ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରୁଛନ୍ତି ସମସ୍ତେ ।

Salman Khan Birthday 2024 known facts about dabangg actor
Salman Khan Birthday 2024: ସଲମାନଙ୍କୁ ଅଫର ହୋଇଥିଲା ‘ବାଜିଗର୍’, ସେ ମନାକରିଦେଲେ; ଜାଣନ୍ତୁ କାହିଁକି…

ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା କଥା ଉପରେ ନଜର ପକେଇବା।

Manmohan singh signature notes sale increased after his death
Manmohan Singh: ମନମୋହନ ସିଂହଙ୍କ ଦସ୍ତଖତର କମାଲ୍‌; ଟଙ୍କିକିଆ ନୋଟ୍ ବିକ୍ରି ହେଉଛି ୧୦୦ ଟଙ୍କାରେ

ମନମୋହନ ସିଂହଙ୍କ ମୃତ୍ୟୁ ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ଥିବା ନୋଟ୍ କିଣିବା ପାଇଁ ଆଗ୍ରହ ଦେଖାଦେଇଛି। ବଢିଯାଇଛି ନୋଟ୍‌ର ମୂଲ୍ୟ। ଜାଣନ୍ତୁ ନୋଟ୍‌ର ମୂଲ୍ୟ…

Pushpa 2 hindi voice cast
Pushpa 2: ବଲିଉଡ୍ କଳାକାରଙ୍କ ଯୋଗୁଁ ହିନ୍ଦୀ ବେଲ୍ଟରେ ଭଲ ରୋଜଗାର କରୁଛି 'ପୁଷ୍ପା ୨'

ହିନ୍ଦୀ ବେଲ୍ଟରେ ‘ପୁଷ୍ପା ୨’ ପାଇଁ ବହୁତ କ୍ରେଜ୍ ଅଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଏହାର କାରଣ ପଛରେ ଅଛନ୍ତି ହିନ୍ଦୀ କଳାକାର। ବଲିଉଡ୍‌ ଅଭିନେତାମାନେ ହିଁ ସବୁ କଳାକାରମାନଙ୍କ ଭଏସ୍‌କୁ ଦମଦାର କରିଦେଇଛନ୍ତି।

ଟ୍ରେନ୍ ବଗି ତଳେ ଯାତ୍ରା କଲେ ୨୯୦ କିଲୋମିଟର
Madhya Pradesh Viral Video: ପାଖରେ ନଥିଲା ଟଙ୍କା...ଟ୍ରେନ୍ ବଗି ତଳେ ଝୁଲି ଝୁଲି ଗଲେ ୨୯୦ କିଲୋମିଟର

ପାଖରେ ଟଙ୍କା ନଥିଲେ ବି ମାଗଣା ଯିବାକୁ ଯୁବକ ଜଣକ ଯେଉଁ ଉପାୟ ଚିନ୍ତା କଲେ, ସେକଥା ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ। ଟ୍ରେନ୍‌ର ବଗି ତଳେ ଲୁଚି ସେ ଆରମ୍ଭ କଲେ ତାଙ୍କ ଯାତ୍ରା। ଏମିତି ଝୁଲି ଝୁଲି ସେ ଯାତ୍ରା କଲେ ମଧ୍ୟପ୍ରଦେଶର ଇଟାରିସରୁ ଜବଲପୁର। ଟ୍ରେନ୍‌ର ବିକଟାଳ ଶବ୍ଦକୁ ତାଙ୍କର ଟିକିଏ ବି ଖାତିର ନଥିଲା। ସାମାନ୍ୟ ଅସାବଧାନତା ଯେକୌଣସି ସମୟରେ ଜୀବନ ନେଇପାରେ।

ମଣିଷ ଡାକ୍ତରଖାନାରେ କୁକୁର ଚିକିତ୍ସା
Balangir Bhimabhoi Medical College: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ

ଫାଣ୍ଡିରେ ଥିବା ପୋଲିସ ବାବୁ ବି ପାଖରେ ଛିଡା ହୋଇ ଗପ କହୁଥିଲେ । କିନ୍ତୁ ମଣିଷ ଚିକିତ୍ସା ହେଉଥିବା ଟେବୁଲ ଉପରେ କୁକୁରକୁ ନିଜେ ଡ୍ରେସିଂ କରିଥିଲେ ଯୁବକ ଜଣକ । ଏପରିକି ବାରଣ କରୁଥିବା ପୋଲିସ ବାବୁଙ୍କୁ ଉପଦେଶ ଦେଉଥିଲେ ଯୁବକ ଜଣକ । ଦୀର୍ଘ ସମୟ ଧରି କାଜୁଆଲଟି ଭିତରେ ଚାଲିଥିଲା ହାଇଡ୍ରାମା ।

Story of the princes' suitable guru and search for a best disciple
Mahabharat Story: ରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟ ସନ୍ଧାନର କଥା

କେମିତି କୂଅ ଭିତରୁ ସହଜରେ ଘାସ କାଣ୍ଡରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରୀୟମାନଙ୍କ ଅସ୍ତ୍ର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ଭିତରୁ କେବଳ ଜଣକୁ ଗୁରୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ କଥା ଦେଲେ? ମହାକାବ୍ୟର ଆହୁରି ଏପରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ପିକ୍‌ନିକ୍ ପାଇଁ ଡାକି ଅପହରଣ ଡ୍ରାମା
Bhubaneswar Kidnap Case: ଅପହରଣର ଡ୍ରାମା କରି ୫୦ ଲକ୍ଷ ମାଗିଲେ...ଏବେ ନଦୀପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଖାରବେଳନଗର ଥାନାରେ ଏକ ଅପହରଣ ମାମଲା ହୋଇଥିଲା। ଏହାର ସନ୍ଧାନ କରି ପୋଲିସ ହତ୍ୟା ରହସ୍ୟ ପଯ୍ୟନ୍ତ ପହଞ୍ଚି ପାରିଛି ।ଏହି ଘଟଣାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଚନ୍ଦନ ଏବଂ ତା'ର କିଛି ସାଙ୍ଗ ବାଙ୍ଗାଲୋର ରେ କାମ କରୁଥିବା ବେଳେ ସେମାନେ ଏକ ସଙ୍ଗେ ଭୁବନେଶ୍ଵର ଫେରିଥିଲେ । ଏହି ସମୟରେ ଚନ୍ଦନଙ୍କ ପରିବାରକୁ ଫୋନ୍ ଯୋଗେ କେହି ଜଣେ ଧମକ ଦେଇ କହିଲା ପଚାଶ ଲକ୍ଷ ଟଙ୍କା ଦିଅ, ନଦେଲେ ତୁମ ପୁଅକୁ ମାରି ଦେବୁ ।

ମନମୋହନ ଥିଲେ ଗ୍ରାମୀଣ ଅର୍ଥନୀତିର ତ୍ରାଣକର୍ତ୍ତା
Manmohan Singh Death: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନୂଆ ଦିଶା ଦେଇଥିଲେ ମନମୋହନ

୧୯୯୧ରେ ଭାରତର ଅର୍ଥନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ସେହି ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏପରି ନୀତି ପ୍ରଣୟନ କରିଥିଲେ, ଯାହା କେବଳ ଅର୍ଥନୈତିକ ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିନଥିଲା, ବରଂ ଭାରତକୁ ବିକାଶର ପଥରେ ଆଗେଇ ନେଇଥିଲା । ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟରେ ପଡିଥିଲା ।

Manoj Ahuja
Manoj Ahuja: ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।

Youth Defrauds
Youth Defrauds: ଦରମା ମାତ୍ର ୧୩ ହଜାର!! କିନ୍ତୁ ଚଢ଼ୁଥିଲେ BMW, ପିନ୍ଧୁଥିଲେ ହୀରା ଚଷମା

ଠିକା ଚାକିରି, ପୋଷ୍ଟ କଂପ୍ୟୁଟର ଅପରେଟର୍, ଦରମା ମାତ୍ର ୧୩ ହଜାର । ହେଲେ ଜଣେ ଯୁବକ ନିଜେ ଚାକିରି କରିଥିବା ସଂସ୍ଥାରୁ କେତେ ଠକିଛନ୍ତି ଜାଣିଛନ୍ତି ?

ବିଜେଡି ପରାଜୟ ପଛର କାରଣ
Reason Behind BJD Defeat: ବିଜେଡି ପରାଜୟ ପଛରେ ଦୋଷ କାହାର...ଖେଳାଳୀର ନା ଗୋଟିର ?

ଦ୍ୱିତୀୟ ପିଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍ ପରିପକ୍ୱ ନବୀନ ଦ୍ୱିତୀୟ ପିଢ଼ିର ଉତ୍‌ଥାନ ଉପରେ ଅତ୍ୟନ୍ତ କୁଶଳୀ ଭାବେ ବ୍ରେକ୍ ଲଗାଇଥିଲେ ।

Moderate Rainfall
Odisha Likely to Receive Rainfall: ପୁଣି ଚାଷୀଙ୍କୁ ବର୍ଷା ଭୟ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ..

ବନ ବିଭାଗ ହାତୀପଲ ଘଉଡାଇବା ଦିଗରେ ପଦକ୍ଷେପ ନେଉ ନଥିବାରୁ ସେମାନଙ୍କ ଜୀବିକା ସହିତ ଜୀବନ ମଧ୍ୟ ବିପଦରେ ଥିବା ଚାଷୀ ଅଭିଯୋଗ କରିଛନ୍ତି ।

ସଂସଦରେ ସାଏରୀ ଗାଇଥିଲେ ମନମୋହନ
Manmohan Singh: ମନମୋହନଙ୍କ ପ୍ରଶ୍ନ: ‘ହମ କୋ ଉନସେ ବଫା କି ହୈ ଉମ୍ମିଦ; ସୁଷମାଙ୍କ ଉତ୍ତର- ‘ୟୁ ହିଁ କୋଇ ବେବଫା ନହିଁ ହୋତା..’

ସବୁବେଳେ ସିଧା ସିଧା ଉତ୍ତର ଦେଉଥିବା ମନମୋହନଙ୍କ କଥା ବା ଭାଷଣରେ କେବେ ସାଏରୀ..କବିତା ଶୁଣିବାକୁ ମିଳି ନ ଥାଏ । ୧୫ତମ ଲୋକସଭା ଚାଲିଥାଏ । ଶାସକ ଦଳରେ କଂଗ୍ରେସ ଆଉ ବିରୋଧୀ ଆସନରେ ବିଜେପି । ମନମୋନହ ସିଂହ ପ୍ରଧାନମନ୍ତ୍ରୀ ଏବଂ ସ୍ୱର୍ଗତ ସୁଷମା ସ୍ୱରାଜ ବିରୋଧୀ ଦଳ ନେତ୍ରୀ । ସଂସଦରେ ଅନେକ ସମୟରେ ଉଭୟ ଦଳ ମଧ୍ୟରେ ବାକଯୁଦ୍ଧ ସ୍ଥିତି ଦେଖିବାକୁ ମିଳେ ।

Manmohan Singh
Former PM Manmohan Singh: ସେ ଥିଲେ ଅପ୍ରତ୍ୟାଶିତ ପ୍ରଧାନମନ୍ତ୍ରୀ, ସେ ଥିଲେ ଅର୍ଥନୈତିକ ସଂସ୍କାରକ; ଆରପାରିରେ ମନମୋହନ ..

ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ଗତକାଲି ରାତିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ।

Panchang Today 27th December 2024
Panchang Today 27th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମି କ୍ରୟ କରନ୍ତୁ ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୧.୫୬ ଗତେ ବିଛା ତିଥି-୧୨ ଶୀ ରାତ୍ରି ୦୨.୨୬ ଗତେ ୧୩ ଶୀ  ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି -ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୨.୨୬ ପର୍ଯ୍ୟନ୍ତ

କେବେ ଫିଟିବ ବିକାଶ ରାସ୍ତା ?
Development Plans in Chitrakonda: ନାଁ ବଦଳିଲା, ହେଲେ ବଦଳୁନି ଭାଗ୍ୟ...ବିଚ୍ଛିନ୍ନାଞ୍ଚଳକୁ ଫିଟୁନି ବିକାଶର ରାସ୍ତା

ପାହାଡ଼ ବୁକୁରେ ପଥର ଚିରି ବସତି । ଏଠି ବାଟ ଶେଷ, ବିକାଶ ବି ଯେମିତି ଶେଷ । ଅପହଞ୍ଚ ଏତେ, ସହାୟତାର ହାତ ଚାହିଁଲେ ବି ବଢ଼ାଇ ହେଉନି କିମ୍ବା ଇଚ୍ଛାଶକ୍ତିର ଅଭାବ ସହାୟତାକୁ ପହଞ୍ଚାଇ ଦେଉନି ।

ଆରପାରିରେ ମନମୋହନ ସିଂହ
Manmohan Singh No More: ମନମୋହନ ସିଂହଙ୍କ ପରଲୋକ, ୯୨ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।

ST ଜମିହଡ଼ପ ବସ୍ତିରେ କୋଟିପତି !
Crorepati Live in Slum: ସମ୍ବଲପୁରରେ ST ଜମି ହଡ଼ପର ସାଂଘାତିକ କାହାଣୀ, ବହୁ କୋଟି ସଂପତ୍ତିର ମାଲିକ...କିନ୍ତୁ ରହୁଛନ୍ତି ବସ୍ତିରେ

ତାଙ୍କୁ ନପଚାରି ତାଙ୍କ ପୈତୃକ ଜାଗାରେ ଚାଲିଛି ପ୍ଲଟିଂ। ବଡ଼ ବଡ଼ କୋଠା ତୋଳୁଛନ୍ତି ସହରୀ ବାବୁଭାୟା। ହେଲେ ସେ ନିଜେ କେଉଁଠି ରହୁଛନ୍ତି ଜାଣନ୍ତି । ଏକ ଅନାମଧେୟ ବସ୍ତିର ଏକ ଅନ୍ଧାରୁଆ ଝୁମ୍ପୁଡ଼ି ଘରେ ।

କ୍ଷେତ ଦେଖିଲେ ଛାତି ଫାଟୁଛି
Crop Loss: ଛାଡ଼ିଗଲା ବର୍ଷା, ଏବେ ବି ପାଣିରେ ବତୁରୁଛି ବର୍ଷକର ଦାନା

ବିଲକୁ ବାରମ୍ବାର ଆସୁଥିଲେ, ଉଜୁଡ଼ା କ୍ଷେତକୁ ଦେଖୁଥିଲେ ହେଲେ ଧୈର୍ଯ୍ୟ ରହୁନଥିଲା ବିଚଳିତ ଲାଗୁଥିଲା-ଶେଷରେ ହୃଦଘାତରେ ଜୀବନ ଚାଲିଗଲା। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ପରେ ଏମିତି ଶୋକାକୁଳ ପରିବେଶ ତାଙ୍କ ପରିବାରରେ ।

ଆରବର୍ଷରୁ କଲେଜ୍‌ ଇଲେକ୍ସନ୍
Students’ Union Elections: ବନ୍ଦ କରିଥିଲେ ନବୀନ, ଆରମ୍ଭ କରିବେ ମୋହନ... ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ

ଏବର୍ଷ ସିନା ହେଲାନି, ଆସନ୍ତାବର୍ଷ ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ । କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାରେ ଉତ୍ସାହିତ ଛାତ୍ରଛାତ୍ରୀ ।

ଅସମ୍ଭାଳ ବିଜେଡି କନ୍ଦଳ !
BJD Foundation Day: ପ୍ରତିଷ୍ଠା ଦିବସରେ ଅସମ୍ଭାଳ ହେଲା ବିଜେଡି କଳି, ନବୀନଙ୍କ ଆଗରେ ବି ଗୋହି ଖୋଳି ବର୍ଷିଲେ ନେତା

ପ୍ରତିଷ୍ଠା ଦିବସରେ ବି ପଦାରେ ପଡିଲା ବିଜେଡି ଗୋଷ୍ଠୀ କନ୍ଦଳ । ମୁଖିଆଙ୍କ ଆଗରେ ଗୋହି ଖୋଳିଲେ ବରିଷ୍ଠ ନେତା । ତା ପୁଣି ଶଙ୍ଖ ଭବନରେ। ନେତା,କର୍ମୀ, ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ।

ଇପ୍‌ସିତା ସାହୁଙ୍କୁ ଚାପୁଡ଼ା ମାଡ଼
Ipsita Sahoo: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍‌ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ

ବିଜେଡି ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାଡ଼ । ନିଜ ଦଳର ଅଫିସ୍ ଭିତରେ ନିଜ ଦଳର ଜଣେ ମହିଳା କର୍ମୀ ତାଙ୍କୁ ଚାପୁଡ଼ା ମାରିଛନ୍ତି ।