• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ ୟା ରାତ୍ରି ୦୧.୦୮ ଗତେ ୪ର୍ଥୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ– ୦୬.୨୫ ରୁ ୦୭.୫୨

ସନ୍ଧ୍ୟା- ୦୬.୦୮ ରୁ ୦୯.୩୯

ରାତ୍ରି- ୦୧.୨୯ ରୁ ୦୩.୪୭

ନିଶାନ୍ତ- ୦୪.୪୦ ରୁ ୦୬.୨୫

ଅଶୁଭସମୟ:

ରାହୁକାଳ- ଦିବା ୦୧.୧୨ ରୁ ୦୨.୩୩

କାଳବେଳା- ଦିବା ୦୨.୩୩ ରୁ ୦୩.୫୪

ବାରବେଳା- ଦିବା ୦୩.୫୪ ରୁ ୦୫.୧୫

କାଳରାତ୍ରି- ରାତ୍ରି ୧୧.୫୦ ରୁ ୦୧.୨୯

OTV is now on Whatsapp

Join and get latest news update delivered to you via whatsapp

Join Now