ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ।
ମହିଳା ଜଣକ ନ୍ୟୁଡ୍ ଭିଡିଓ କଲ୍ରେ କରି ଅଶ୍ଲୀଳ ବ୍ୟବହାର କରିଥିଲେ। ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସାଂସଦଙ୍କୁ ଫସାଇ ତାଙ୍କୁ ବ୍ଲାକ୍ମେଲିଂ କରି ଟଙ୍କା ଆଦାୟ କରିବା।
ଛାତ ଉପରେ ଝୁଲଣାରେ ଶୋଇଥିଲା ନବଜାତ ଶିଶୁ । ହଠାତ ମାଡ଼ି ଆସିଲା ଜଙ୍ଗଲୀ ବିଲେଇ । ଦାନ୍ତରେ କାମୁଡ଼ି ଛାତ ତଳକୁ ଫିଙ୍ଗିଦେଲା ।
୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି।
ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। କୋଇଲା ବୋଝେଇ ଟ୍ରକ୍ ଏବଂ ମିନି ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍ ଜଳି ଯାଇଛି।
ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର ଚନ୍ଦ୍ର – କନ୍ୟା ଦିବା ୧୧.୧୧ ଗତେ ତୁଳା । ତିଥି – ୮ମୀ ଦିବା ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ମକର । ପୁଷ୍କର ଦୋଷ – ରାତ୍ରି ୦୧.୦୮ ଗତେ ୧ପାଦ କୁଟୁମ୍ଭହାନି- ତିଳକାଞନ ଦାନ ।
ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ। ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍ ୭ ଦିନ ପରେ ଆସିଲା ଏମିତି ଦୁଃଖ ଖବର।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
କଟକରେ ରାଷ୍ଟ୍ରପତିଙ୍କ ଦିନ ତମାମ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ଶୈଳବାଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି।
ନୀଳଗିରି ବ୍ଲକ୍ ବରହମପୁର ମେଡିକାଲ ନିକଟରେ ସ୍ଥାପିତ ହୋଇଥିବା ସହିଦଙ୍କ ସ୍ମୃତିପୀଠକୁ ଦେଖିଲେ କିଛି କ୍ଷଣ ଅଟକିବାକୁ ଓ ତାଙ୍କର ବଳିଦାନକୁ ମନେପକାଇବାକୁ ଏବେବି ଭୁଲୁନାହାନ୍ତି ଗ୍ରାମବାସୀ। ସେ ହେଉଛନ୍ତି ବରହମପୁର ଅଞ୍ଚଳର ସହିଦ ବୀର ଯବାନ ମହେଶ୍ୱର ବେହେରା, ଯିଏ କାର୍ଗିଲ୍ରେ ମାଟି ମା’ ପାଇଁ ଲଢ଼ି ଦେଶ ପାଇଁ ସହିଦ ହୋଇଛନ୍ତି।
ଆସନ୍ତା ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ସୂଚନା ଦେଇଥିଲେ। ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ।
୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ ।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।
ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।
ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।
ଯୌତୁକ ଜୁଇରେ ଜଳିବା ପରଠୁ, ଗତ ଅକ୍ଟୋବର ୨୮ରୁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଦରପୋଡ଼ା ଦେହ ସହ ରଶ୍ମିତା ଜିଉଁଛନ୍ତି ଏମିତି ଯନ୍ତ୍ରଣା ଜର୍ଜରିତ ଜୀବନ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଂଟା ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି । ୪ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।
ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀମାନେ ଏବେଠୁ ଆବେଦନ କରିପାରିବେ । ଏଥିପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ବର୍ଷାଦିନିଆ କୋଳି ମଧ୍ୟରେ ଜାମୁକୋଳିର ସ୍ୱାଦ ନିଆରା। ଏହାକୁ ବିଭିନ୍ନ ଉପାୟରେ ଖିଆଯାଏ। ଏଥିରୁ ଅନେକ ପୋଷକତତ୍ତ୍ୱ ମଧ୍ୟ ମିଳେ, ଯାହା ଆମ ଶରୀର ପାଇଁ ବହୁ ଦରକାରୀ। ତେବେ ଏହାକୁ ଆବଶ୍ୟକତା ଠାରୁ ଅଧିକ ଖାଇଲେ ଆସିଥାଏ ଏହି ସମସ୍ୟା।
୨୦୧୩ ମସିହାରେ ରିଲିଜ୍ ହୋଇଥିବା 'ଭାଗ୍ ମିଲ୍ଖା ଭାଗ୍'କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହୋଇଛି। ଏହି ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମକୁ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରିଛନ୍ତି।
ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି ।
କିଛି ବ୍ୟାଙ୍କ ଋଣ ଆଦାୟ ବେଳେ ଖୁବ୍ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେନେଇ ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି ।
ରିଲ୍ସ ନିଶାରେ ଯୁବଗୋଷ୍ଠୀ ପାଗଳ..କେତେବେଳେ କିଏ ବିପଦଜନକ ଷ୍ଟଣ୍ଟ୍ କରୁଛି, ତ କିଏ ଜଳପ୍ରପାତରେ ଫଟୋ ନେଉଛି..ଆଉ ସେଥିପାଇଁ ...