• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର ଚନ୍ଦ୍ର – କନ୍ୟା ଦିବା ୧୧.୧୧ ଗତେ ତୁଳା । ତିଥି – ୮ମୀ ଦିବା ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ମକର । ପୁଷ୍କର ଦୋଷ – ରାତ୍ରି ୦୧.୦୮ ଗତେ ୧ପାଦ କୁଟୁମ୍ଭହାନି- ତିଳକାଞନ ଦାନ ।

ଶୁଭ ସମୟ

ପ୍ରାତଃ ୦୫.୨୩ ରୁ ୦୭.୦୭

ଦିବା ୧୦.୧୫ ରୁ ୧୧.୨୭

ଦିବା ୦୨.୦୨ ରୁ ୦୫.୩୦

ସନ୍ଧ୍ୟା ୦୭.୦୬ ରୁ ୧୦.୪୭

ରାତ୍ରି ୦୧.୪୩ ରୁ ୦୨.୩୮

ରାତ୍ରି ୦୪.୦୧ ରୁ ୦୫.୨୪

ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା

ଅଶୁଭ ସମୟ

ଋାହୁକାଳ – ଦିବା ୧୧.୫୩ ରୁ ୦୧.୩୦

କାଳବେଳା – ଦିବା ୦୮.୩୮ ରୁ ୧୦.୧୫

ବାରବେଳା – ଦିବା ୧୧.୫୩ ରୁ ୦୧.୩୦

କାଳରାତ୍ରି – ରାତ୍ରି ୦୨.୩୮ ରୁ ୦୪.୦୧