୨ ହଜାର ଟଙ୍କିଆ ନୋଟ୍ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ଏସବୁ ଭିତରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।
ବାପାମା’ର ଝଗଡ଼ା ତୁଟାଇବାକୁ ଯାଇ ଝିଅର ଜୀବନ ଗଲା । ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚରାଉଚରା ।
ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ ।
ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ସୂଚନା । ତେବେ ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କ’ଣ କରିବେ, ଜାଣନ୍ତୁ...।
ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍ ବୁକ୍ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।
ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦ୍ଦେଶ ।
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।
ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲା ଅପହରଣକାରୀ। ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଧରିଲା ପୋଲିସ୍।
ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୭ମୀ ଦିବା ୦୩.୦୮ ଗତେ ୮ମୀ, ଘାତ ଚନ୍ଦ୍ର – ବୃଷ ଦିବା ୧୧.୧୧ ପର୍ଯ୍ୟନ୍ତ, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୩.୦୮ ଗତେ ୧ପାଦ
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ୍ର ବାର୍ଷିକ ଉତ୍ସବ ଏବଂ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି।
୨୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ଆଜି ଓ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି।
ଅନେକ ସମୟରେ ଆମେ ଅନୁଭବ କରୁ ଯେ ରାତିସାରା ଶୋଇବା ପରେ ମଧ୍ୟ ଦିନସାରା କ୍ଳାନ୍ତ ଅନୁଭବ କରୁ ଏବଂ କାମ କରିବାରେ ମନ ଲାଗେନି। ଯଦି ଆପଣ ଆପଣଙ୍କର କିଛି ଅଭ୍ୟାସରେ ପରିବର୍ତ୍ତନ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି , ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିବ।
ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ।
ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।
ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଲାଲ ଲେଖିଥିବା ପରୀକ୍ଷାର୍ଥୀଙ୍କ ନାଁ ଆଉ ଫୋନ୍ ନମ୍ବର ।
ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ ।
ଆଜିଠୁ ରେଜିଷ୍ଟର ହୋଇଥିବା ଘରୋଇ ଗାଡିଗୁଡିକର ମଧ୍ୟ ସ୍କ୍ରାପିଂ ଆରମ୍ଭ ହୋଇଛି। ଏବେ ଆସନ୍ତୁ ଜାଣିବା କେମିତି ଆପଣ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପିଂ କରିବେ।
ସିଂହଦ୍ୱାରକୁ ଧର୍ମଦ୍ୱାର ଭାବେ ବିବେଚନା କରାଯାଉଥିବାବେଳେ, ପଶ୍ଚିମ ବା ବ୍ୟାଘ୍ର ଦ୍ୱାରକୁ କାମ ଦ୍ୱାର, ଦକ୍ଷିଣ ବା ଅଶ୍ୱ ଦ୍ୱାରକୁ ଅର୍ଥ ଏବଂ ଉତ୍ତର ବା ହସ୍ତୀ ଦ୍ୱାରକୁ ମୋକ୍ଷ ଦ୍ୱାର ବୋଲି ବିଶ୍ୱାସ କରାଯାଏ ।
ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।
ପେସାଦାର ଟେନିସ୍ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି ୨୦ ବର୍ଷୀୟ ସ୍ପେନୀୟ ଖେଳାଳି କାର୍ଲୋସ୍ ଅଲ୍କାରାଜ୍ । ସେ ନିକଟରେ ୱିମ୍ବଲ୍ଡନ୍ ଜିତିବା ପରେ ଦୁଇଟି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଟେନିସ୍ରେ ରାଫେଲ୍ ନାଡାଲ୍ ଓ ନୋଭାକ୍ ଜୋକୋଭିଚ୍ଙ୍କ ଯୁଗ କ’ଣ ସରିଆସିଲାଣି? ଅଲ୍କାରାଜ୍ କ’ଣ ଟେନିସ୍ରେ ନୂଆ ପିଢ଼ିର ନେତୃତ୍ୱ ନେବେ?
ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ ହୋଇଛି। ଜୁନିୟର ଇଞ୍ଜିନିୟର (ସିଭିଲ୍) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୋଲିସ ନିଶ୍ଚିତ କରିବା ପରେ ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ବାତିଲ କରିଦେଇଛି।
ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଏହି ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି ।