/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695359594.jpg)
Today Panchang,
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଚନ୍ଦ୍ର- ମେଷ ଦିବା ୧୦.୨୯ ଗତେ ବୃଷ, ତିଥି- ୨ୟା ରାତ୍ରି ୧୦.୨୩ ଗତେ ୩ୟା, ଘାତଚନ୍ଦ୍ର- ମେଷ ରାଶିର, ଦିବା ୧୦.୨୯ ଗତେ ବିଛା ରାଶିର, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୨୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୦୧ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୫୦ ରୁ ୦୭.୧୫
ଦିବା- ୦୮.୫୧ ରୁ ୧୧.୦୭
ରାତ୍ରି- ୦୭.୪୨ ରୁ ୦୯.୫୫
ରାତ୍ରି-୦୨.୨୭ ରୁ ୦୩.୧୮
ଅଶୁଭ ସମୟ
ରାହୁକାଳ - ପ୍ରାତଃ ୦୭.୧୫ ରୁ ୦୮.୪୦
କାଳବେଳା - ପ୍ରାତଃ ୦୭.୧୫ ରୁ ୦୮.୪୦
ବାରବେଳା- ଦିବା ୦୨.୨୦ ରୁ ୦୩.୪୫
କାଳରାତ୍ରି- ରାତ୍ରି ୦୯.୫୫ ରୁ ୧୧.୩୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)