Advertisment

Panchang Today 14th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର ।

author-image
Prangyan Parimita
Panchang Today 21st Nov 2023

Today Panchang

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୨ୟା ରାତ୍ରି ୧୨.୫୬ ଗତେ ୩ୟା । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୫୬ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ

ପ୍ରାତଃ- ୦୬.୧୬ ରୁ ୦୭.୪୨

ସନ୍ଧ୍ୟା- ୦୫.୫୮ ରୁ ୦୯.୨୯

ରାତ୍ରି- ୦୧.୨୦ ରୁ ୦୩.୩୮

ନିଶାନ୍ତ- ୦୪.୩୧ ରୁ ୦୬.୧୭

ଅଶୁଭ ସମୟ

ରାହୁକାଳ – ଦିବା ୦୧.୦୨ ରୁ ୦୨.୨୩

କାଳବେଳା- ଦିବା ୦୨.୨୩ ରୁ ୦୩.୪୪

ବାରବେଳା- ଦିବା ୦୩.୪୪ ରୁ ୦୫.୦୫

କାଳରାତ୍ରି- ରାତ୍ରି ୧୧.୪୧ ରୁ ୦୧.୨୦

Panchang
Advertisment
Advertisment