• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

guava leaf controls uric acid and consume cholesterol
Health Tips: ପ୍ରତିଦିନ ଏମିତି ଖାଆନ୍ତୁ ପିଜୁଳି ପତ୍ର; ସ୍ୱାଭାବିକ ହେବ ୟୁରିକ୍ ଏସିଡ୍

ଆପଣ ଯଦି ୟୁରିକ୍ ଏସିଡ୍ ସମସ୍ୟାରେ ପିଡୀତ ତେବେ ଏହି ଖବର ଆପଣଙ୍କ ପାଇଁ ସ୍ୱତନ୍ତ୍ର। ଆଜି ଆମେ ଆପଣଙ୍କୁ ଏପରି ଏକ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ବିନା ଖର୍ଚ୍ଚରେ ଆପଣ ୟୁରିକ୍ ଏସିଡ୍‌କୁ ସ୍ୱାଭାବିକ କରିପାରିବେ।

Pranab Prakash Das
ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ ? ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା

ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ।

Aparajita Sarangi
‘ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି'

ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

Kharge named INDIA bloc chairperson
ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ହାତରେ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ଭାର

କୁହାଯାଉଥିଲା ଯେ, ନୀତୀଶ କୁମାରଙ୍କୁ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ । କିନ୍ତୁ ତାହା ହୋଇପାରିନଥିବା ଚର୍ଚ୍ଚା ହେଉଛି । ନୀତୀଶ କୁମାର ନିଜେ ମନା କରିଥିବା କୁହାଯାଉଛି ।

Ashwini Vaishnaw
ରାଜ୍ୟ ନୁହେଁ, କେନ୍ଦ୍ର ଦେଉଛି ମାଗଣା ଚାଉଳ: ଅଶ୍ୱିନୀ ବୈଷ୍ଣବ

ନୀଳଗିରିରେ ପାସେଞ୍ଜର ଟ୍ରେନ୍ ଲୋକାର୍ପଣ ପାଇଁ ଆସିଥିବାବେଳେ ଅଶ୍ୱିନୀ ଏହା କହିଛନ୍ତି । ମୁଣ୍ଡ ପିଛା ମାଗଣା ୫ କେଜି ଚାଉଳ ପଠାଉଛି କେନ୍ଦ୍ର ।

FORESIGHT 2024
ଓଟିଭି ଫୋରସାଇଟ-୨୦୨୪; ରାଜନୀତି, ଅର୍ଥନୀତି, ମହିଳା ସଶକ୍ତିକରଣ ଓ ସାମ୍ବାଦିକତା ଉପରେ ଜୋରଦାର ଚର୍ଚ୍ଚା

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ?

Binance
ପାଳନ କରୁନଥିଲେ ଟିକସ ନିୟମ ପଞ୍ଜିକରଣ; ଭାରତରେ ବ୍ଲକ ହେଲା ଏହି ୱେବ୍‌ସାଇଟ୍‌ !

ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ଭାରତରେ ବେଆଇନ ଭାବେ କାର୍ଯ୍ୟ କରିବା ପାଇଁ ବିନାନ୍ସ, କୁକୋଇନ୍, ହୁବି ପରି କିଛି ଟ୍ରେଡିଂ ଆପ୍‌କୁ ସୋ-କଜ୍‌ ପଠାଯାଇଥିଲା ।

Himanta Biswa Sarma
‘ଓଡ଼ିଶାରେ ବିଜେପି ସରକାର କରିବ, ମୁଁ ଶପଥ ଉତ୍ସବକୁ ଆସିବି’

ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮ ପ୍ରତିଶତ ଭୋଟ୍ ମିଳିଲା କିପରି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତା’ହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ୍ ଆସିବାକୁ କେତେ ସମୟ ଲାଗିବ।

Parikrama Prakalpa
ସରିଲା ଅଙ୍କୁରାରୋପଣ ବିଧି, କାଲି ଅଙ୍କୁରପୂଜନ ସହ ହେବ ଯଜ୍ଞ ଅଧିବାସ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏ

New Voters’ conference
ବିଜେପି-ବିଜେଡି ଟାର୍ଗେଟରେ ନୂଆ ଭୋଟର, ୨୫ରେ ଦେଶବ୍ୟାପୀ ନବ ମତଦାତା ସମ୍ମିଳନୀ କରିବ ବିଜେପି

ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ପକେଟକୁ ନେବାକୁ ବିଜେପି-ବିଜେଡି ମଧ୍ୟରେ ଫାଇଟ୍। ବିଜେପିର ନବ ମତଦାତା ସମ୍ମିଳନୀ ବନାମ ବିଜେଡିର ନୂଆ ଓ ଆଉ ସୋସିଆଲ ମିଡିଆ ପ୍ରତିଯୋଗିତା।

 Assam CM Himanta Biswa Sarma
ମୋଦିଙ୍କ ନେତୃତ୍ୱରେ ସବୁ ଅସମ୍ଭବ ସମ୍ଭବ ହେବାରେ ଲାଗିଛି; ବିଶ୍ୱଶର୍ମା

ଦେଶର ବିକାଶ ଯାତ୍ରାରେ ଆଉ ଲାଷ୍ଟ ମାଇଲ ହୋଇ ରହିନାହିଁ ନର୍ଥ ଇଷ୍ଟ ରାଜ୍ୟ । ବିଗତ ୯ ବର୍ଷରେ ଦ୍ରୁତ ବଦଳିଛି ଉତ୍ତର ପୂର୍ବାଞ୍ଚଳର ଛବି । ଓଟିଭିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓଟିଭି ଫୋରସାଇଟ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

OYO Hotel
ରାତିରେ ପ୍ରେମିକ ସହ ଯାଇଥିଲେ ଓୟୋ; ସକାଳୁ ମିଳିଲା ମୃତଦେହ

ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ।

Kdnapped
ସରକାରୀ ଶିକ୍ଷକଙ୍କୁ ଟେକି ନେଇ ଜବରଦସ୍ତ ବିବାହ, କନ୍ୟା କହିଲେ...

ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି ।

Barun Das
‘ଭଲ କଣ୍ଟେଣ୍ଟ କଲେ ଲୋକେ ପଇସା ଦେଇ ନିଶ୍ଚୟ ଦେଖିବେ’

ସମାଜରେ ମିଡିଆର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ମିଡିଆ ହାତରେ ରହିଛି ସମାଜକୁ ଧ୍ୱଂସ କରିବା ଆଉ ସୁନ୍ଦର ଭାବେ ଗଢ଼ିବାର ଶକ୍ତି । ଆମେ ଦେଶର ପ୍ରଗତି କଥା କେବଳ ସରକାରଙ୍କ ଉପରେ ନିର୍ଭର କରେ ବୋଲି ଭାବୁ ।

Kidnappers
ସାଧୁ ବେଶରେ କରୁଥିଲେ ଅପହରଣ ! ସ୍ଥାନୀୟ ଲୋକ ନିର୍ଧୂମ ଛେଚିଲେ

ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଇଁ ଗଙ୍ଗାସାଗରକୁ ଯାଉଥିଲେ । ସଠିକ୍‌ ରାସ୍ତା ନଜାଣିବାରୁ ସାଧୁମାନଙ୍କୁ ପଚାରିଥିଲେ ।

 OTV Foresight 2024
କଂଗ୍ରେସରେ ଥିଲେ ମୁଁ ବ୍ଲକ ଅଧ୍ୟକ୍ଷଟିଏ ବି ହୋଇପାରିନଥାନ୍ତି; କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ

ମହିଳା ସଶକ୍ତିକରଣ ବିଷୟରେ ସମସ୍ତେ ଆଲୋଚନା କରନ୍ତି । ପ୍ରାୟ ସମସ୍ତେ, ମହିଳା, କୃଷକ ଓ ଗରିବ ଲୋକଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି । ହେଲେ ସେହି ଗରିବ ଲୋକଙ୍କ ପାଇଁ ଯିଏ କାମ କରନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 OTV Foresight-2024
ଆମେ ଆଉ ଲାଷ୍ଟ ମାଇଲ୍ ନୁହେଁ, ଆମେ ଫାଷ୍ଟ ମାଇଲ୍‌: ହିମନ୍ତ ବିଶ୍ୱଶର୍ମା

ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠିରୁ କେଉଁଠିକୁ ନିଆଯାଇଛି, ବିଶ୍ୱାସ ହେବନି । ୨୦୧୪ରେ ଆସାମ ବଜେଟ ୪୨ ହଜାର କୋଟି ଥିଲା । ହେଲେ ଏବେ ଦେଢ଼ ଲକ୍ଷ କୋଟିରେ ପହଞ୍ଚିଛି ।

National Road Safety Week 2024
National Road Safety Week 2024: ଆପଣଙ୍କ ପିଲାଙ୍କୁ ସଡକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ୫ ନିୟମ

ଆଜିର ସମୟରେ ଖାଲି ବଡ ମଣିଷ ନୁହେଁ, ପିଲାମାନେ ମଧ୍ୟ ସଚେତନ ହେବା ଜରୁରୀ ହୋଇପଡିଛି। କେବଳ ଘର ଭିତରେ ନୁହେଁ ଘର ବାହାରେ ମଧ୍ୟ ପିଲାମାନଙ୍କର ସୁରକ୍ଷା ନିଶ୍ଚିତ କରିବା ଜରୁରୀ। ତେବେ ଆସନ୍ତୁ ଆମ ପିଲାଙ୍କୁ ଜଣେଇବା ଏହି ୫ ସଡକ ସୁରକ୍ଷା ନିୟମ।

Indian Army Group C Recruitment
Indian Army Group C Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ; ଆଜିଠାରୁ ଆବେଦନ ଆରମ୍ଭ

ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Baba Ramdev
ଏଥର ନିର୍ବାଚନରେ ରାହୁଲ ଓ ସୋନିଆ ଜିତିବେ କି ନାହିଁ ସନ୍ଦେହ; ରାମଦେବ

ବାବା ରାମ ଦେବ କହିଛନ୍ତି ଦିନେ କଂଗ୍ରେସ ବଡ଼ ରାଜନୈତିକ ଦଳ ଥିଲା । ହେଲେ ଆଜି ସେ କିପରି ଗୋଟିଏ ଘରେ ସୀମିତ ହୋଇ ରହିଛି ।

Baba Ramdev
ବିଶ୍ୱାସ ଓ ଭରସାର ବଡ଼ ପ୍ରତୀକ ଓଟିଭି; ବାବା ରାମଦେବ

ସବୁ ବେଳେ ବଡ଼ ଚିନ୍ତା କରିବାକୁ ହେବ । ଜୀବନରେ କେବେ ଛୋଟ ଚିନ୍ତା କରନି, ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କରିବାକୁ ବାବା ରାମଦେବ ଆହ୍ୱାନ ଦେଇଛନ୍ତି।

FORESIGHT 2024
ଓଟିଭି ଫୋରସାଇଟ୍‌ ୨୦୨୪ ; ଚାଲିଛି ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ

ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ହେଉଛି ‘ଫୋର୍‌ସାଇଟ୍-୨୦୨୪’ । ଫୋର୍‌ସାଇଟ୍‌ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚିନ୍ତନ ଓ ମାନସ ମନ୍ଥନ ହୋଇଛି ।

Guntur karaam worldwide box office collection day 1
୨୦୨୪ର ସବୁଠାରୁ ବଡ ଓପେନିଂ ‘ଗୁଣ୍ଟୁର କରାମ’; ଏତେ କଲା ରୋଜଗାର

ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ‘ଗୁଣ୍ଟୁର କରାମ’ର ପ୍ରଥମ ଦିନର ବକ୍ସ ଅଫିସ ରୋଜଗାରକୁ ଶେୟାର୍ କରିଛନ୍ତି। ସେ X ରେ ଶେୟାର୍ କରି ଏହାର କ୍ୟାପ୍‌ସନ୍‌ରେ ‘ଗୁଣ୍ଟୁର କାରମ’ ବର୍ଷର ସବୁଠାରୁ ବଡ ଓପେନିଂ ବୋଲି ଲେଖିଛନ୍ତି।

singer prabha atre passes away
ସଙ୍ଗୀତ ଶିଳ୍ପରେ ପୁଣି ଦୁଃଖ; ଚାଲିଗଲେ ପ୍ରଭା ଆତ୍ରେ

ସଙ୍ଗୀତ ଶିଳ୍ପ ସହିତ ଜଡିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭେଟେରାନ ଗାୟକ ପ୍ରଭା ଆତ୍ରେ ଆଜି ସକାଳେ ଦେହାନ୍ତ କରିଛନ୍ତି। ସେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

Baba Ramdev
ଭୁବନେଶ୍ୱରରେ ବାବା ରାମଦେବ; ଓଟିଭି ଫୋର୍‌ସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବେ..

ଆଜି ଓଟିଭି ଫୋରସାଇଟ୍-୨୦୨୪। ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ।