IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଢେଙ୍କାନାଳ ରହିଛି । IIMCରେ ଏଣିକି ଡିଗ୍ରୀ ଓ ପିଏଚ୍ଡି ପାଠ୍ୟକ୍ରମ ଉପଲବ୍ଧ ହେବ ।
ଅଭିଭାଷଣରେ ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ରର ବହୁ ଐତିହାସିକ ପଦକ୍ଷେପକୁ ପ୍ରଶଂସା ।
ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା ।
ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ ।
କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା ।
ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...
ପୂର୍ବରୁ ୨୦୨୩ ଏପ୍ରିଲ୍ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।
ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍ରେ ନେଣଦେଣ ହୋଇପାରିବନି ବୋଲି ସ୍ପଷ୍ଟ କହିଛି RBI । ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ।
ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ ।
ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କରିବା ସହ ଘର ମାଲିକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି। ତେବେ ଲୁଟେରାଙ୍କ ବାବଦରେ ପୋଲିସ ଏଯାଏଁ ଟେର ପାଇନାହିଁ ।
ଭାରତ ବିରୋଧରେ ଚାଲିଛି କି ଷଡ଼ୟନ୍ତ୍ର ? ଏକାଠି ହାତ ମିଳାଇଛନ୍ତି କି ଚୀନ ଆଉ ପାକିସ୍ତାନ । ସୀମା ବିବାଦକୁ ନେଇ ଏହି ଦୁଇ ଦେଶ ଭାରତ ସହ ଅନେକ ଥର ଶତ୍ରୁତା କରିଛନ୍ତି ।
ପୁଣି ଥରେ ରାଜ୍ୟସଭା ନେଇ ଆଶାବାଦୀ ପ୍ରସନ୍ନ ପାଟ୍ଟଶାଣୀ । ଏଥର ନବୀନ ବାବୁ ପ୍ରତିଶ୍ରୁତି ପାଳନ କରିବେ କହିଲେ ।
ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।
ରେଲ୍ୱେ ଲୋକୋ ପାଇଲଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍ରୁ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT) ପ୍ରଥମ ପର୍ଯ୍ୟାୟ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବ।
ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ବାତିଲ୍ କରାଯାଇଥିବା କୁହାଯାଇଛି । ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା ।
ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି ।
ମାମଲାର ଶୁଣାଣି ସମୟରେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।
ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । ଆଜି ମାମଲାର ଚୂଡାନ୍ତ ଶୁଣାଣି ଚାଲିଥିବା ବେଳେ ରାଜ୍ୟ ସରକାର କେତୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ।
ଜଣେ ବ୍ୟକ୍ତି ନୋ-ପାର୍କିଂ(No Parking)ର ଏପରି ଏକ ସ୍ୱତନ୍ତ୍ର ସାଇନ୍ ବୋର୍ଡ ଲଗେଇଛନ୍ତି ଯେ ଲୋକମାନେ ନୋ ପାର୍କିଂରେ ସେମାନଙ୍କ କାର୍ ପାର୍କିଂ କରିବା ଛାଡିଦେବେ। ବେଙ୍ଗାଲୁରୁର ନୋ ପାର୍କିଂର ଏହି ସାଇନ୍ ବୋର୍ଡ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।
୧୮୦ଟି ଦେଶର ସାଧାରଣ ଜନତା, ବିଶେଷଜ୍ଞ ଓ ବ୍ୟବସାୟୀଙ୍କୁ ନେଇ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସୂଚକାଙ୍କ ଅନୁଯାୟୀ ଶୂନ୍ୟ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ, ୧୦୦ଅତ୍ୟନ୍ତ ସ୍ୱଚ୍ଛ। ୨୦୨୩ ମସିହାରେ, ଭାରତର ମୋଟ ସ୍କୋର ୩୯ ଥିବାବେଳେ ୨୦୨୨ରେ ଏହା ୪୦ରେ ପହଞ୍ଚିଥିଲା।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ । ହେମନ୍ତ ସୋରେନଙ୍କ ରାଞ୍ଚି ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ପଚରାଉଚରା କରୁଛି ।
ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ରେବନ୍ତ ।
ଗତକାଲି ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ମିଳିଥିବା ବେଳେ ଆଜି ଇମ୍ରାନଙ୍କ ପତ୍ନୀଙ୍କୁ ୧୪ ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଗତକାଲି ଇମ୍ରାନଙ୍କୁ ବିବାଦୀୟ ସାଇଫର୍ ଅର୍ଥାତ ଗୁପ୍ତ ଦସ୍ତାବିଜ ଲିକ ମାମଲାରେ ଜେଲ ଦଣ୍ତ ମିଳିଥିଲା ।
ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ।