/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707917406.jpg)
Cuttack Bus Accident
କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍ । ଏନଏଚ୍-୧୬ରେ ଓଲଟି ପଡ଼ିଲା ଏବଂ ଏଥିରେ ଥିବା ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । କଟକରୁ ଭୁବନେଶ୍ୱର ଗଲା ବେଳେ ଓଲଟି ପଡ଼ିଛି ‘ଚନ୍ଦନ’ ବସ୍ । ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ଯାତ୍ରୀଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ପଠାଯାଉଛି । ଜଣେ ସାଇକେଲ ଆରୋହୀଙ୍କ ଉପରେ ଓଲଟି ପଡ଼ିଲା ବସ୍ । ସାଇକେଲ ଆରୋହୀଙ୍କ ଉପରେ ଓଲଟି ଡିଭାଇଡରରେ ପଡ଼ିଗଲା । ଅନେକଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)