ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ ।
ଦରମା ୪୩ ଲକ୍ଷ ତଥାପି ଦରକାର ମାଗଣା ଖାଦ୍ୟ । ଏକଥା ଆମେ କହୁନୁ ଏକଥା କହୁଛନ୍ତି ଜଣେ କର୍ମଚାରୀ । ଏଭଳି କଥା କହି ଖାଲି ସୋସିଆଲ ମିଡ଼ିଆ ନୁହେଁ ବରଂ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଅଜବ ଢଙ୍ଗରେ ଚାଲିଛି ରାଜ୍ୟ ଶାସନ। ମାସେ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ପଶୁ ଚିକିତ୍ସା ପୁରା ଠପ। ଫଳରେ କେଉଁଠି କୁକୁଡ଼ା ମରୁଛନ୍ତି ତ କେଉଁଠି ଗାଈଗୋରୁ । ଏଣେ ସରକାରଙ୍କୁ କିନ୍ତୁ ଭୋଟ ଚିନ୍ତା ।
ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର।
ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ ।
ଇଟାଲୀରେ ଅଛି କି ସୋନିଆଙ୍କ ସମ୍ପତ୍ତି ? ତେବେ ସୋନିଆଙ୍କର ସମ୍ପତ୍ତି ମୂଲ୍ୟ କେତେ...୫ ବର୍ଷରେ ବଢିଛି ୭୨ ଲକ୍ଷ...ଜାଣନ୍ତୁ କେତେ ରହିଛି ସୁନା ଓ ରୂପା...
ବିବାହରେ ହସ୍ତକ୍ଷେପ କଲେ ମିଳିବ ଛାଡ଼ପତ୍ର । ଯଦି କୌଣସି ଦମ୍ପତ୍ତିଙ୍କର ବୈବାହିକ ଜୀବନରେ ପରିବାର ତରଫରୁ ମାତ୍ରାଧିକ ହସ୍ତକ୍ଷେପ କରାଯାଏ, ତେବେ ସ୍ୱାମୀ କିମ୍ବା ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଶୋଇବା କିମ୍ବା ବିଶ୍ରାମ ନେବା ପାଇଁ ସମସ୍ତେ ବେଡ୍ ବା ଖଟ ବ୍ୟବହାର କରନ୍ତି । କିନ୍ତୁ ବେଡ୍ରେ ବସି ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ...ନଚେତ୍ ଆସିପାରେ ଏହି ସମସ୍ୟା...
ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲା ଓ ଗଣତି ଆବେଦନ ମାମଲା । ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବେ ସରକାର । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯିବ । ଆସନ୍ତା ୪ ସପ୍ତାହରେ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ସରକାର ।
କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ପ୍ରତିଶତ ବଢ଼ିଛି।
ସମ୍ବଲପୁରରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଧନୁପାଲି ଛକରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବତ୍ତ ।
୧୯୮୯ରେ 'ଉଡାନ' ଶୋ' ରିଲିଜ ହୋଇଥିଲା। କବିତା ଏହି ଶୋ'ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ ।
ଭିଡିଓରେ ଜୋ ବାଇଡେନ୍ କହିଛନ୍ତି ଯେ ଜିଲଙ୍କ ସହ ପ୍ରଥମ ଦେଖା ତାଙ୍କ ଭାଇ କରାଇଥିଲେ। ସେ ତାରିଖ ତାଙ୍କର ମନେନାହିଁ।
ନୟାଗଡ଼ ଓଡଗାଁ କୋମଣ୍ଡ ଗାଁର ପ୍ରକାଶ ନାୟକଙ୍କୁ ସ୍ତ୍ରୀ ହେମଦସ୍ତାରେ ଛେଚି ମାରିଥିଲା । ପ୍ରକାଶ ଶୋଇଥିବା ବେଳେ ସ୍ତ୍ରୀ ଜ୍ୟୋତ୍ସ୍ନା ଏକ ହେମଦସ୍ତାରେ ସ୍ୱାମୀର ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲେ ।
ବୃଦ୍ଧ ଦମ୍ପତିଙ୍କୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ବୃଦ୍ଧ ଅପେକ୍ଷା ନକରି ସ୍ତ୍ରୀଙ୍କୁ ହ୍ୱିଲଚେୟାରରେ ବସାଇ ନିଜେ ପାଦରେ ଚାଲିଚାଲି ଯାଇଥିଲେ। ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।
ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି । ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ ।
ମହିଳା ଫ୍ରଫେସର ଗର୍ଭବତୀ ଅଛିନ୍ତି। ଛାତ୍ରଛାତ୍ରୀମାନେ ତାଙ୍କ ପାଇଁ ବେବି ସାୱାରର ସରପ୍ରାଇଜ ଦେଇଛନ୍ତି। ଭିଡିଓରେ ସେମାନେ ପ୍ରଫେସରଙ୍କ ସହ ନଜର ଆସିଛନ୍ତି।
ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
ୱେଷ୍ଟଜେଟର ସୁପରଭାଇଜର ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହୋଟେଲକୁ ଟ୍ୟାକ୍ସି ଭଡା ଦେବାକୁ ମନା କରି କରିଦେଇଥିଲେ । ସେ ମୋତେ ଭୟଭୀତ କରିବା ପାଇଁ ଜଣେ ଗାର୍ଡଙ୍କୁ ଡାକିଥିଲେ।
କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।
ଖାଲି ସେତିକି ନୁହେଁ ଇନ୍କମ୍ଟାକ୍ସ ବିଭାଗ ୨୧୦ କୋଟି ଟଙ୍କାର ରିକଭରୀ ମାଗିଛି । କ’ଣ ଚାଲିଛି ଏ ଦେଶରେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛନ୍ତି ମାକେନ୍ ।
ମୃତକ ୨୭ ବର୍ଷୀୟ ବଂଶ ଜାଁଲି ବୋଲି ଜଣାପଡ଼ିଛି । ବଂଶ ଏକ କମ୍ପାନୀରେ ଜଣେ ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲେ। ଘରେ କେବଳ ତାଙ୍କ ମା’ ଥିବା ଜଣାଯାଇଛି।
ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।
ପକ୍ଷୀମାନେ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ମିନିଟ ମଧ୍ୟରେ ଆତ୍ମହତ୍ୟା କରନ୍ତି। କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ଏଠାରେ ଥିବା ଅଧିକାଂଶ ବାହାରୁ ଉଡ଼ି ଆସୁଥିବା ପକ୍ଷୀ ମଧ୍ୟ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳେ।
ସିଂହଟି ତାଙ୍କୁ ଘୋଷାଡ଼ି ଆଣିଥିଲା। ଏହାପରେ ତଳେ ପକାଇ ଖିନିଭିନ କରି ମାରି ଦେଇଥିଲା।