ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।
ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।
ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୯.୫୪ ଗତେ କନ୍ୟା ରାଶିର । ଘାତବାର- ମେଷ ରାଶିର ।
ଆମ୍ବୁଲାନ୍ସ ଆସିନପାରିବାରୁ ହସପିଟାଲ ପହଞ୍ଚିବାରେ ଡେରି । ହସପିଟାଲ ନେବା ବାଟରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ ।
ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପିଠିକୁ କାଟି ଦେଇଥିଲେ।
ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଅଭ୍ୟାସରେ ସାମିଲ ।
ସ୍ୱିଡେନରେ ନୂଆ ପରିବାର ପାଇଲା କୁନି ପୁଅ ରାଜେନ୍ଦ୍ର । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନର ଦମ୍ପତି ।
ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅଡୁଆରେ ପେଟିଏମ୍, ଚିନ୍ତାରେ ଜନସାଧାରଣ । କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍ ଫାସ୍ଟ୍ୟାଗ୍ ? କେମିତି ବନ୍ଦ କରିବେ ? ଜାଣନ୍ତୁ...
ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର।
ମହିଳା ଭୋଟ୍କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ?
ନିର୍ବାଚନ ବଣ୍ଡ ସ୍କିମ୍କୁ ସୁପ୍ରିମକୋର୍ଟଙ୍କ ଅସାମ୍ବିଧାନିକ ଘୋଷଣା ପରେ ଏବେ ବଡ଼ ଟେନସନରେ ବିଜେଡି। କେଉଁଠୁ ଚାନ୍ଦା ଆକାରରେ ଆସିଛି କେତେ ଟଙ୍କା ? କିଏ ଦେଇଛି ଓ କେଉଁ ଆକାରରେ ଦେଇଛି ?
ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ CECଙ୍କ ସୂଚନା...‘ବୁଥରେ ହିଂସା ରୋକିବାକୁ ବ୍ୟବହାର ହେବ ସି-ଭିଜିଲ୍ ଆପ୍...ସବୁ ପଲିଟିକାଲ ପାର୍ଟିଙ୍କ ପ୍ରତି ସମାନ ମନୋଭାବ ପୋଷଣ’
Meta CEO: ଫେସ୍ବୁକ୍ ମାଲିକଙ୍କର ଦିନ କେମିତି ଆରମ୍ଭ ହୁଏ ? ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ସକାଳୁ ଉଠି କରନ୍ତି ଏହି କାମ...
ଦେଢ଼ବର୍ଷ ପରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ...ଏଣିକି କମନ୍ ଏରିଆର ମାଲିକ ବି ହେବେ ବାସଗୃହ କ୍ରେତା...ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଲା ନୂଆ ନିୟମ...
ମଣିଷ ନୁହେଁ ରାକ୍ଷାସ ! ନିଷ୍ଠୁରତାର ଶେଷ ସୀମା । ଏମିତି ଘଟଣା ଆପଣ ବି ଶୁଣିଲେ ଆପଣଙ୍କ ଛାତିଧରି ଉଠିବ । ଗର୍ଭବତୀଙ୍କୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ଜାଳିଦେଲେ...
ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।
ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।
କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା।
Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...
କବିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଶୋକପ୍ରକାଶ କରିଛନ୍ତି ଅଭିନେତା ଶେଖର କାପୁର।
ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ରହିଛନ୍ତି।
ଲୋକମାନେ ଯାହା କଲେ ବି ଟ୍ରୋଲ କରିବେ। ଏହା ଅତି ସାଧାରଣ କଥା। ଏଥିରେ କ’ଣ ଅସୁବିଧା ଅଛି?
ସୋଲେ, କୁଲି, ଦିବାର, ଅଗ୍ନିପଥ ଭଳି ଆକ୍ସନ୍ ପ୍ୟାକ୍ ଦେଇଥିବା ଅମିତାଭ୍ ‘ସିଲସିଲା’ ଭଳି ରୋମାଣ୍ଟିକ୍ ଫିଲ୍ମରେ ବି ଅଭିନୟ କରିଛନ୍ତି।
ସମସ୍ତ ମୃତକ ଗୁଜରାଟର କଚ୍ଛ ଅଞ୍ଚଳର ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର । ସେମାନେ ଏକ ଟ୍ରିପରେ ଜମ୍ମୁ-କାଶ୍ମୀର ଯାଇ ପେରୁଥିଲେ।