/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709295178.jpg)
Odisha High Court Recruitment 2024 Apply Online For Translator Post
ଓଡ଼ିଶାରେ, ପୁଣି ସରକାରୀ ଚାକିରି, କେଉଁ ଶିକ୍ଷିତ ପ୍ରାର୍ଥୀ ବା କରିବାକୁ ନ ଚାହିଁବେ। ଓଡ଼ିଶା ହାଇକୋର୍ଟ, କଟକ ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନୁବାଦକ ପଦବୀ ପୂରଣ ହେବ।
Advertisment
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ସାରା ଓଡିଶାର ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍ସାଇଟ୍ https://orissahighcourt.nic.in/କୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha High Court Recruitment 2024 Apply Online For Translator Post Notification ଉପରେ କ୍ଲିକ୍ କରି ଦେଖିପାରିବେ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୩ ମାର୍ଚ୍ଚ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୧୭ ମାର୍ଚ୍ଚ ୨୦୨୪
ଅଧିକ ପଢ଼ନ୍ତୁ: OMC ରେ ପୂରଣ ହେବ ମ୍ୟାନେଜର-ମେଡିକାଲ ଅଫିସର ପଦବୀ; ଦରମା ୬୭ ହଜାର ପରେ
ଖାଲି ପଦବୀ:
- ସାଧାରଣ ବର୍ଗ – ୧୨ଟି ପୋଷ୍ଟ୍
- SEBC – ୦୩ଟି ପୋଷ୍ଟ୍
- SC – ୦୩ ଟି ପୋଷ୍ଟ୍
- ST – ୦୫ ଟି ପୋଷ୍ଟ୍
- ମୋଟ୍ ପଦବୀ – ୨୩ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂରାଜୀ / ଓଡିଆ ସମ୍ମାନ ସହିତ ଗ୍ରାଜୁଏସନ୍ ଡିଗ୍ରୀ
- କମ୍ପ୍ୟୁଟର ଜ୍ଞାନ ରହିବା ଆବଶ୍ୟକ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୮ ବର୍ଷ
- ସର୍ବାଧିକ ବୟସ – ୩୨ ବର୍ଷ
- ବୟସ ଗଣନା ୨୯।୦୨।୨୦୨୪ ଅନୁସାରେ ହେବ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD/ESM – ୦୫ ବର୍ଷ
- PWD + SC / ST – ୧୫ ବର୍ଷ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା(ପ୍ରାଥମିକ ଓ ମୁଖ୍ୟ)
- କମ୍ପ୍ୟୁଟର୍ ଟେଷ୍ଟ୍
- ସାକ୍ଷାତକାର
ଦରମା:
- ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
- ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା
ଆବେଦନ ଶୁଳ୍କ:
- ସବୁ ବର୍ଗଙ୍କ ପାଇଁ ଦେୟମୁକ୍ତ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କସିଟ୍
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି ପାସପୋର୍ଟ ଆକାରର ଫଟୋ
- ସିଗ୍ନେଚର୍
- ଜାତି ପ୍ରମାଣପତ୍ର
- ଆଧାର କାର୍ଡ
- ଆବାସିକ ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)
ଅଧିକ ପଢ଼ନ୍ତୁ: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)