• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଶାରେ, ପୁଣି ସରକାରୀ ଚାକିରି, କେଉଁ ଶିକ୍ଷିତ ପ୍ରାର୍ଥୀ ବା କରିବାକୁ ନ ଚାହିଁବେ। ଓଡ଼ିଶା ହାଇକୋର୍ଟ, କଟକ ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନୁବାଦକ ପଦବୀ ପୂରଣ ହେବ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେବ ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ସାରା ଓଡିଶାର ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ https://orissahighcourt.nic.in/କୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Odisha High Court Recruitment 2024 Apply Online For Translator Post Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୩ ମାର୍ଚ୍ଚ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ମାର୍ଚ୍ଚ ୨୦୨୪

ଅଧିକ ପଢ଼ନ୍ତୁ: OMC ରେ ପୂରଣ ହେବ ମ୍ୟାନେଜର-ମେଡିକାଲ ଅଫିସର ପଦବୀ; ଦରମା ୬୭ ହଜାର ପରେ

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୨ଟି ପୋଷ୍ଟ୍‌
  • SEBC – ୦୩ଟି ପୋଷ୍ଟ୍‌
  • SC – ୦୩ ଟି ପୋଷ୍ଟ୍‌
  • ST – ୦୫ ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୨୩ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂରାଜୀ / ଓଡିଆ ସମ୍ମାନ ସହିତ ଗ୍ରାଜୁଏସନ୍ ଡିଗ୍ରୀ
  • କମ୍ପ୍ୟୁଟର ଜ୍ଞାନ ରହିବା ଆବଶ୍ୟକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୮ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ
  • ବୟସ ଗଣନା ୨୯।୦୨।୨୦୨୪ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD/ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା(ପ୍ରାଥମିକ ଓ ମୁଖ୍ୟ)
  • କମ୍ପ୍ୟୁଟର୍ ଟେଷ୍ଟ୍
  • ସାକ୍ଷାତକାର

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା

ଆବେଦନ ଶୁଳ୍କ:

  • ସବୁ ବର୍ଗଙ୍କ ପାଇଁ ଦେୟମୁକ୍ତ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କସିଟ୍
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ପାସପୋର୍ଟ ଆକାରର ଫଟୋ
  • ସିଗ୍‌ନେଚର୍
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)

ଅଧିକ ପଢ଼ନ୍ତୁ: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

OTV is now on Whatsapp

Join and get latest news update delivered to you via whatsapp

Join Now