/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709952980.jpg)
Panchang Today
ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର,ଚନ୍ଦ୍ର- କୁମ୍ଭ ଅହୋରାତ୍ର ,ତିôଥ- ୧୪ଶୀ ସନ୍ଧ୍ୟା ୦୬.୧୮ ଗତେ ଅମାବାସ୍ୟା ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ନିଶାନ୍ତ ୦୪.୫୬ ଗତେ ପୂର୍ବଭାଦ୍ର ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ:
ଦିବା- ୧୦.୨୮ ରୁ ୦୧.୦୭
ରାତ୍ରି- ୦୮.୧୭ ରୁ ୧୦.୪୩
ରାତ୍ରି- ୧୨.୨୧ ରୁ ୦୧.୫୮
ରାତ୍ରି- ୦୨.୪୭ ରୁ ୦୪.୨୫
ଅଶୁଭ ସମୟ:
ରାହୁକାଳ- ଦିବା ୦୯.୦୦ ରୁ ୧୦.୨୮
କାଳବେଳା- ପ୍ରାତଃ ୦୬.୦୩ ରୁ ୦୭.୩୧ ଓ ଦିବା ୦୪.୨୨ ରୁ ୦୫.୫୦
ବାରବେଳା- ଦିବା ୦୧.୨୫ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୫.୫୦ ରୁ ୦୭.୨୨ ଓ ନିଶାନ୍ତ ୦୪.୩୧ ରୁ ୦୬.୦୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)