• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cji
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି। ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ। ଏହାକୁ ନେଇ ଆଜି ଏକ ସ୍ୱତନ୍ତ୍ର ବେଞ୍ଚର ଜରୁରୀକାଳୀନ ବୈଠକ ବସିଥିଲା। ଜଷ୍ଟିସ୍‌ ରଞ୍ଜନ ଗୋଗେଇ କହିଛନ୍ତି, ଦେଶର ବିଚାର ବ୍ୟବସ୍ଥା ପ୍ରତି ବିପଦ […]

  • Friday, 16 July 2021
voting-
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ମତଦାନ

ଚେନ୍ନାଇ : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାମିଲନାଡୁର ୩୮ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏଥିସହ ୧୮ଟି ବିଧାନସଭା ପାଇଁ ଉପନିର୍ବାଚନ ହେଉଛି। ଦିନ ୧ଟା ସୁଦ୍ଧା ୩୯.୪୨ ପ୍ରତିଶତ ଭୋଟିଂ ହୋଇଛି। ସେଣ୍ଟ୍ରାଲ ଚେନ୍ନାଇରେ ସବୁଠାରୁ କମ୍ ୨୨.୮ ପ୍ରତିଶତ ମତଦାନ ହୋଇଛି। ତାମିଲନାଡୁରେ ଏଆଇଏଡିଏମ୍‌କେ, ବିଜେପି, ପିଏମ୍‌କେ ମଧ୍ୟରେ ମେଣ୍ଟ ହୋଇଥିବା ବେଳେ କଂଗ୍ରେସ ଓ ଡିଏମକେ ମଧ୍ୟରେ ମେଣ୍ଟ ହୋଇଛି। ମତଦାନ ପୂର୍ବରୁ ଭେଲୋର ଲୋକସଭା ଆସନରେ ବିପୁଳ ପରିମାଣର […]

  • Friday, 16 July 2021
rain
କାଳବୈଶାଖୀ ଆଶଙ୍କା

ନୂଆଦିଲ୍ଲୀ : ଭାରତର ପଶ୍ଚିମାଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କୁଆପଥର ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶା ସହ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଜମ୍ମୁ ଓ କାଶ୍ମୀର, ହରିଆଣା, ପଂଜାବରେ କାଳବୈଶାଖୀର […]

  • Friday, 16 July 2021
druba-1
କେନ୍ଦ୍ରାପଡ଼ା ଧାନ ଦୁର୍ନୀତି : ମୁହଁ ଖୋଲି ହଡ଼ବଡ଼େଇଲେ ଧ୍ରୁବ

ଭୁବନେଶ୍ୱର  : କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧ୍ରୁବ ସାହୁଙ୍କୁ ନେଇ ବଢୁଛି  ବିବାଦ। ଧାନ କିଣା ଦୁର୍ନିତିରେ ତାଙ୍କ ସଂପୃକ୍ତି ଅଭିଯୋଗର ଖୁଲାସା ପରେ ମୁହଁ ଖୋଲିଛନ୍ତି ଧ୍ରୁବ। ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିଛନ୍ତି ଅଭିଯୋଗ ଆଣିଥିବା ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଓ ଏ ସଂପର୍କିତ ଖବର ପ୍ରସାରଣ କରିଥିବା ଓଟିଭିକୁ। ନିଜ ସଫେଇରେ ଧ୍ରୁବ କହିଛନ୍ତି ଧାନକିଣା ଦୁର୍ନୀତିରେ ତାଙ୍କର କୋଣସି ସଂପୃକ୍ତି ନାହିଁ। ପାଲଟା ଅଭିଯୋଗ କରିଛନ୍ତି, ଦୁର୍ନୀତିର ସୁତ୍ରଧର ହେଉଛନ୍ତି […]

  • Friday, 16 July 2021
cctv
ଲକ୍ଷ୍ମୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି

ନବରଙ୍ଗପୁର : ନବରଙ୍ଗପୁର ଲକ୍ଷ୍ମୀ ମନ୍ଦିରରୁ ଚୋରୀ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଠାକୁର ଘର ତାଲା ଭାଙ୍ଗି ମନ୍ଦିରର ଲକ୍ଷାଧିକ ସମ୍ପତ୍ତି ଲୁଟ କରିଛି। ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। କେହି ଜଣେ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ତାଲା ଭାଙ୍ଗୁଥିବା ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ […]

rain
କାଳବୈଶାଖୀ ସମ୍ଭାବନା : ୧୦ଟି ଜିଲ୍ଲାରେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଓ ଘଡଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟରେ ଘରୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ଆଜି ରାତି ୭ଟା ଯାଏ ଏବଂ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ […]

knife
ଛୁରୀରେ ନିଜ ତଣ୍ଟି କାଟିଲେ ଯୁବକ

କଟକ : ନିଜ ତଣ୍ଟି ନିଜେ କାଟିଲେ ଯୁବକ। କଟକ କ୍ୟାଣ୍ଟନମେଣ୍ଟ ଥାନା ପଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶ୍ରୀଚଣ୍ଡି ନାମକ ଜଣେ ଯୁବକ ଛୁରୀରେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

mosquito in plane
ବିମାନ ଭିତରେ ବି ମଶା ଉତ୍ପାତ, ରାତି ସାରା ଶୋଇ ପାରିଲେନି ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରେ ବି ମଶାଙ୍କ ରାଜୁତି। ଏପରି ଅସ୍ତବ୍ୟସ୍ତ କରି ପକାଇଥିଲେ ଯେ ରାତି ସାରା ଯାତ୍ରୀମାନେ  ଶୋଇ ପାରିନଥିଲେ। ହାତରେ କାର୍ଡବୋର୍ଡ, ପେପର, ଲିଫ୍ ଲେଟ୍‌ ଧରି ମଶା ଘଉଡ଼ାଇବା ଅଭିଯାନ ଆରମ୍ଭ କରିଦେଇଥିଲେ ଯାତ୍ରୀ। ଏଭଳି ସମସ୍ୟା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି। ଭିଡ଼ିଓ ସୌଜନ୍ୟ: ଏଏନ୍‌ଆଇ   #WATCH A video shot by a passenger at Lucknow airport on a Jet Airways flight shows passengers swatting mosquitoes […]

bput
ପୂର୍ବରୁ ମଧ୍ୟ ପରୀକ୍ଷା ବାତିଲ୍‌ ହୋଇଥିଲା

ଭୁବନେଶ୍ୱର: ଭାରତ ବନ୍ଦ ପାଇଁ ଆଜି ରାଜ୍ୟରେ ହେବାକୁ ଥିବା BPUTର ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି।  BPUT ଅଧିନରେ ଥିବା ୮୮ଟି ସେଣ୍ଟରରେ ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଭିନ୍ନ ବର୍ଗର ୫୫ଟି ବିଷୟରେ ପରୀକ୍ଷା ହୋଇଥାନ୍ତା। ଆସନ୍ତା ୧୨ରୁ ୨୦ ମଧ୍ୟରେ ପୁନଃ ପରୀକ୍ଷା ପାଇଁ BPUT ଭିସି ନିର୍ଦ୍ଦେଶ ଦେଇଛନ୍ତି।  ପୂର୍ବରୁ ଏପ୍ରିଲ ୨ରେ ମଧ୍ୟ ଭାରତ ବନ୍ଦ ପାଇଁ ପରୀକ୍ଷା ବାତିଲ ହୋଇଥିଲା।

  • Friday, 16 July 2021
truck rammed
ବାରିକେଡ଼ରେ ଟ୍ରକ୍‌ରେ ଚଢ଼ିଯିବାରୁ ୧୭ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍‌ ବାରିକେଡ଼ରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୧୭ଜଣ ନିର୍ମାଣଧୀନ ଶ୍ରମିକଙ୍କ ମୃତ୍ୟୁ ହେବାସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବାର ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରମିକମାନେ କର୍ଣ୍ଣାଟକର ବିଜାପୁରରରୁ ପୁନେ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ଓଭରଟର୍ଣ୍ଣିଂ କରିବା ପୂର୍ବରୁ ଖମ୍ବାଟ୍‌କି ଘାଟ ନିକଟରେ […]

bharat bandh
ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଭାରତ ବନ୍ଦ ଡ଼ାକରା

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଛି। ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରୁଛନ୍ତି ରୁଦ୍ର ନାରାୟଣ ସେନାର କର୍ମୀମାନେ। ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ […]

dvf jawan
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ

ରାୟଗଡ଼ା: ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଏହି ଘଟଣା ଘଟିଛି। ଗତକାଲି ସଂଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍  ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝୀ ଗୁରୁତର ଆହତ ହୋଇଥିଲେ। ତେବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା […]