• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Striped Hyena terrorising residents of Mahanga in Cuttack
ହେଟା କରୁଛି ହଟହଟା... ଛାନିଆ ଏଠି ସମସ୍ତେ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ମୂଳବସନ୍ତ ଗାଁରେ ଲୋକେ ଭୟରେ ଅଛନ୍ତି। ହେଟା ମାତିଛି। ଚାଷୀଙ୍କୁ ବିଲରେ ପଛପଟୁ ମାଡ଼ି ବସୁଛି। ଦେଖନ୍ତୁ ସେହି ଗାଁରୁ ଏ ଖବର

3-in-1 Vadda
ମାଳତୀ ନାନିଙ୍କ ଥ୍ରୀ ଇନ ୱାନ୍‌ ବରା....ନା ଯେମିତି ଟେଷ୍ଟ ବି ସେମିତି....

ମାଳତୀ ନାନିଙ୍କ ଥ୍ରୀ ଇନ୍‌ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ....ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌....ଦେଖନ୍ତୁ କେମିତି ତିଆରି ଚାଲିଛି ବରା

Kili Paul and his sister Neema obsessed with ali zafar
କିଲି ପଲ୍‌ଙ୍କ କଳାରେ ପୁଣି ଝୁମିଲା ସୋସିଆଲ୍ ମିଡିଆ

ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…

News Fuse
ରାଜ୍ୟସଭା ସିନା ଏମାନେ ଗଲେ କିନ୍ତୁ ବାବା ଆଶୀର୍ବାଦ ନଦେଲେ କ’ଣ ହେବ?

ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍‌ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ

Coastal villages likely to get submerged in sea for rising water level
ପୃଥିବୀର ସୁରକ୍ଷା ନକଲେ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ବି ନାହିଁ

ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।

Coastal villages likely to get submerged in sea for rising water level
ସମୁଦ୍ର ଗର୍ଭରେ ଲୀନ ହେବା ଭୟରେ ବହୁ ଉପକୂଳିଆ ଗାଁ

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।

Special story
ପୋଖରୀ ପୁନରୁଦ୍ଧାର କାମରେ ବଡ଼ଧରଣର ଜାଲିଆତି : ଗୋଟିଏ ଆର୍ଥିକ ବର୍ଷରେ ଦୁଇଦୁଇ ଥର ବିଲ୍‌ କରି ଖାଇଗଲେ ୨୮ଲକ୍ଷ

ଯାଜପୁର ଧର୍ମଶାଳା ବ୍ଳକ ତରଞ୍ଜିଆ ପଞ୍ଚାୟତର ଏକ ନୂଆ ପୋଖରୀ ପୁନରୁଦ୍ଧାର କାମରେ ହୋଇଛି ବ୍ୟାପକ ଗଫଲତି ।

music world paid tribute to K.K
କେକେଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ପୂରା ସଙ୍ଗୀତ ଦୁନିଆ...

ଗୀତ ଗାଉ ଗାଉ ଆଖି ବୁଜିଲେ କେକେ। ଶ୍ମଶାନରେ ଶବ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଏମିତି ଦିଆଯାଉଥିଲା ଶ୍ରଦ୍ଧାଞ୍ଜଳି....

Singer KK
ଗୀତ ଗାଉ ଗାଉ ଚାଲିଗଲେ....

ସବୁଦିନ ପରି ଷ୍ଟେଜ୍‌ରେ ଗୀତ ଗାଉଥିଲେ କିନ୍ତୁ ଏଇ ଗୀତ ଯେ, ତାଙ୍କର ଶେଷ ଗୀତ ହେବ କେହି ବି ଜାଣିନଥିଲେ। ଗୀତ ଗାଉ ଗାଉ ହଠାତ୍‌ ଆଖି ବୁଜିଲେ କେକେ....ଆପଣ ବି ଶୁଣିନିଅନ୍ତୁ ତାଙ୍କର ଶେଷ ଗୀତକୁ

Listening to Keke's song
କେକେଙ୍କ ଗୀତ ଶୁଣିଲେ....ଅନ୍ୟ ଦୁନିଆରେ ହଜି ଯାଉଥିଲେ ସ୍ରୋତା...

କେକେଙ୍କ ଗୀତକୁ ନେଇ ଥମୁନି ଚର୍ଚ୍ଚା। ଥରେ ତାଙ୍କ ଗୀତ ଯିଏ ଶୁଣିଛି ସିଏ ଅଲଗା ଦୁନିଆରେ ହିଁ ହଜିଯାଇଛି....ଲଭ ଆଉ ରୋମାନ୍ସର ଥିଲେ ମାଷ୍ଟର

singer k.k die
ପୂରା ଫିଟ୍‌ ଥିବା ପରେ ବି କେମିତି ପ୍ରାଣ ହରାଇଲେ କେକେ?

ସଂପୂର୍ଣ୍ଣ ଫିଟ୍‌ ଥିଲେ...କିନ୍ତୁ ହଠାତ୍‌ ଗୀତ ଗାଉ ଗାଉ କାହିଁକି ଟଳିପଡ଼ିଲେ କେକେ? କ’ଣ ଥିଲା କେକେଙ୍କ ମୃତ୍ୟୁର କାରଣ?

  • Sunday, 05 June 2022
The Great Odisha Political Circus
ଅଧା ବାଟରେ ଅଟକିଗଲେ କ’ଣ ହେବ? ଟିକିଏ ବଳ ଖର୍ଚ୍ଚ କର....

ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍‌ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....

Divyang girl in Keonjhar
ଭାଇ-ଭାଉଜ ପର କରିଦେଲେ...କିନ୍ତୁ ବୁଢା ବାପା-ମାଆଙ୍କୁ ଆପଣାଇ ନେଲା ଦିବ୍ୟାଙ୍ଗ ଝିଅ...

ଅଜଣାରେ ରୋଗର ଯନ୍ତ୍ରଣା, ପୁଣି ପେଟରେ ଥିବା ଭୋକର ଚିନ୍ତା। ଦିବ୍ୟାଙ୍ଗ ହେଲେ ବି ବାପା-ମାଆଙ୍କ ସେବା କରିବାରେ କେବେ ବି ଦେଇନାହାନ୍ତି ଖିଲାପ୍‌। ଦିନରେ ଦୋକାନ କରୁଛନ୍ତି ଆଉ ଅଟୋ ଚଲାଇ ରୋଜଗାର ବି କରୁଛନ୍ତି। ସେତିକିରେ ଚଳୁଛି ପୂରା ପରିବାର....

Love triangle
ପ୍ରେମିକା ବରଗାଡ଼ି ସାମ୍ନାରେ ପହଞ୍ଚିଗଲା ପ୍ରେମିକ

ଭଲ ପାଉଥିଲା, ଟଙ୍କା ବି ନେଉଥିଲା। ବାହା ହେବା ପାଇଁ ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଝିଅକୁ ଅନ୍ୟତ୍ର ବାହାଘର କରିଦେଲେ ପରିବାର ଲୋକ। ଆଉ ଖବର ପାଇବା ପରେ ବର ଗାଡ଼ି ସାମ୍ନାରେ ପହଞ୍ଚି ହାଇଡ୍ରାମା କଲା ପ୍ରେମିକ....ପରେ ଦେଖନ୍ତୁ ହେଲା କଣ?

Married man ditches wife
ଭଉଣୀ ବାହାଘର ଦିନ ବର ହେଲା ଭାଇ

ଭଉଣୀ ବାହାଘର ଦିନ ବର ହେଲା ଭାଇ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଭଉଣୀ ବାହାଘରରେ ସାଜିଥିଲା ବର। ଖବର ପାଇବା ପରେ ଶ୍ୱଶୁର ଘରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ-ପୁଅ। ଆଉ ତା’ପରେ ହେଲା କ’ଣ...ଦେଖନ୍ତୁ ଏଇ ଭିଡ଼ିଓ....

News Fuse
ଏ ଡ୍ରାଇଭର ତଳକୁ ଓହ୍ଲା...ତୁ ଏଇଠିକି କାହିଁକି ଆସିଲୁ?

ଏ ଡ୍ରାଇଭର ତଳକୁ ଓହ୍ଲା। ତୁମେ ଗାଡ଼ି ଭିତରକୁ ଆଣିଲ କାହିଁକି? ଏଇଟା କଣ ଗ୍ୟାରେଜ୍‌? ଗାଡ଼ି ଖରାପ ହେଲା ବୋଲି ଏଠିକି ନେଇ ଆଇଲ? ନାରଣ ଆଜି ନାରଣର ଅବସ୍ଥା ଏମାନେ ଘାଇଲା କରିଦେବେ ଲାଗୁଛି....

Women’s role in chipko movement
ଗଛ ପାଇଁ ବାହାରିଥିଲେ ମହିଳା; ୩୦୦ରୁ ଅଧିକ ପ୍ରାଣ ହରାଇଥିଲେ

ଅଢେଇ ହଜାର ଗଛ କାଟିବାକୁ ହୋଇଥିଲା ଯୋଜନା। ମହିଳାମାନେ ଏକାଠି ହୋଇଗଲେ। ଗଛ କଟା ରୋକିବା ପାଇଁ ଗଛକୁ କୁଣ୍ଡେଇ ରହିଲେ। ସେମାନେ କହିଲେ ଯେ ଗଛ କାଟିବା ପୂର୍ବରୁ ସେମାନଙ୍କୁ କାଟି ଦିଅ। ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ପ୍ରକମ୍ପିତ ହେଲା।

Indias's first K-POP Artist
ଓଡ଼ିଶା ଫେରିଲେ K-POP ଷ୍ଟାର୍

ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିବା ତଥା କେ-ପପ୍‌ରେ ସାମିଲ୍‌ ହୋଇଥିବା ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ନିଜ ଜନ୍ମ ଭୂମିକୁ ଫେରିଛନ୍ତି। ଦେଖନ୍ତୁ କିଛି ଫଟୋ...

scam
ମଧ୍ୟାହ୍ନ ଭୋଜନ ଚାଉଳରେ ଘୋଟାଲା : ୫୦ କିଲୋର ବସ୍ତା, କିନ୍ତୁ ଭିତରେ ୪୫ କେଜି ଚାଉଳ

ମଧ୍ୟାହ୍ନ ଭୋଜନ ଚାଉଳରେ ବଡ଼ ଧରଣର ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ

Service charge issue: Govt's new move may reduce your food bills; Restaurants body calls it 'unfortu
ଏଣିକି କମିବ ରୋଷ୍ଟୁରାଣ୍ଟ ଖାଇବା ବିଲ୍‌ !

କମିପାରେ ରେଷ୍ଟୁରାଣ୍ଟର ଖାଇବା ବିଲ୍‌ । ଗ୍ରାହକଙ୍କ ଠାରୁ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ ବନ୍ଦ କରିବାକୁ ସରକାର ଆଣିପାରନ୍ତି ନୂଆ ନିୟମ ।

Special story
ଝିଅ ବିଦା ବେଳେ ପ୍ରେମିକର ହଙ୍ଗାମା : ବିଚ୍‌ ରାସ୍ତାରେ ଅଟକିଲା ବରଗାଡ଼ି, ଥାନାରେ ପହଞ୍ଚିଲା ମାମଲା

ଧୋକା ଦେଇ ଆଉ ଜଣଙ୍କ ହାତ ଧରିଲା ପ୍ରେମିକା । ଝିଅ ବିଦା ହେବା ବେଳେ ଖେଳ ବିଗାଡ଼ି ଦେଲା ପ୍ରେମିକ ।

The SC refused to accept a marriage certificate issued by Arya Samaj
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଏଣିକି ଆଉ ଚଳିବନି ଆର୍ଯ୍ୟ ସମାଜ ବିବାହ ପ୍ରମାଣପତ୍ର

ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ର ଅବୈଧ ।

STF seizes 10 quintal ganja smuggled in secret chamber of a truck
ସିକ୍ରେଟ୍‌ ଚାମ୍ବରରେ ସିକ୍ରେଟ୍‌ ଚାଲାଣ: ‘ପୁଷ୍ପା’ ଷ୍ଟାଇଲ୍‌ରେ କରୁଥିଲେ ଏମିତି କାମ, ଧରାପଡ଼ିଗଲେ...

ଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ। କେଜିଏ କି ୨ କେଜି ନୁହେଁ ଏକାଥରକେ ୧୦ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବହାରକୁ ଚୋରା ଚାଲଣ ପାଇଁ ଯୋଜନା ହୋଇଥିଲା।