୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସି ଜନ୍ମମାଟି ମୟୁରଭଞ୍ଜରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାହାଡ଼ପୁର ଗାଁରେ ପହଞ୍ଚିଛନ୍ତି ମାଟିର ଝିଅ। ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନଙ୍କ ସହ ଆପଣାର ଲୋକ ମାନଙ୍କୁ ଭେଟି ଭାବବିହ୍ୱଳ ହୋଇଛନ୍ତି ମାଡାମ ପ୍ରେସିଡେଣ୍ଟ। ପାଖରେ ପାଇ କିଏ ତାଙ୍କୁ ଡାକୁଥିଲେ ଭଉଣୀ ତ ଆଉ ସମ୍ବୋଧନ କରୁଥିଲେ ଭାଣିଜୀ ବୋଲି...
Published By: Chandan Shishu
Last updated: 04 May 2023, 11:35 PM IST
ସାତପଉଟିଆ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ମହାମହିମ। ନିଶାମୁକ୍ତ ଓଡ଼ିଶା ଅଭିଯାନର ଶୁଭାରମ୍ଭ କରିବା ଅବସରରେ...
କାର୍ଯ୍ୟକ୍ରମରେ ମହାମହିମଙ୍କ ନିକଟରେ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେସ୍ୱର ଟୁଡୁ ଓ ବ୍ରହ୍ମାକୁମାରୀ ସଦସ୍ୟା
ରାଷ୍ଟ୍ରପତିଙ୍କ ହାତରୁ ଉପହାର ପାଇ ମନ କୁଣ୍ଢେମୋଟ
ଶହେ ଫୁଟ ଉଚ୍ଚର ଏକ ବିଶାଳକାୟ ଜାତୀୟ ପତାକାକୁ ଉତ୍ତୋଳନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
ଲୋକଙ୍କ ଗହଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭଞ୍ଜ ବୀର ସୁନାରାମ ସୋରେନ୍ଙ୍କ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ଦୌପଦୀ ମୁର୍ମୁ