ଆଇବିରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖନ୍ତୁ ଏହା ପାଇଁ ଯୋଗ୍ୟତା କ’ଣ ଓ କେମିତି କରିବେ ଆବେଦନ।
ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!
ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।
ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଶ୍ରୀ ଭେଙ୍କଟେଶ୍ୱର କଲେଜ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କେବେ ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।
ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।
ଭାରତୀୟ ନୌସେନା ତରଫରୁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ…
GRSE ଟେକ୍ନିସିଆନ୍, ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ ୫୮ ଟି ପଦବୀ ପୂରଣ ହେବ।
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ। ଆରମ୍ଭ ହୋଇଯାଇଛି ଆବେଦନ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ପୋଲିସ୍ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୫ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ କରିବେ ଆବେଦନ।
ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।
ଆର୍ମିରେ ଅଫିସର୍ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ୧୩ଟି ପଦବୀ ପୂରଣ ହେବ।
POWERGRIDରେ ଚାକିରି କରିବାକୁ ଚାହୁଛନ୍ତି କି? ତେବେ ସୁବର୍ଣ୍ଣ ସୁଯୋଗ। ପରୀକ୍ଷା ନ ଦେଇ ଏଠି ଚାକିରି ସୁଯୋଗ ଅଛି। ଏଠି କ୍ଲିକ୍ କରି ସରକାରୀ ବିଜ୍ଞପ୍ତି ଦେଖନ୍ତୁ ଆଉ ଆଦେଦନ କରନ୍ତୁ।
NVSରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। TGT, PGT, ପ୍ରିନ୍ସିପାଲ୍ ସହିତ ବାହାରିଛି ଅନେକ ପଦବୀ। ସମୁଦାୟ ୧୬୧୬ଟି ପଦବୀ ପୂରଣ ହେବ।
ପରମାଣୁ ଶକ୍ତି ବିଭାଗରେ ଅନେକ ବିଭାଗରେ ଆବେଦନ କରିବାକୁ IREL ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯୨ଟି ପଦବୀ ପୂରଣ ହେବ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (AAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
୧୦ ପାସ୍ କରିଥିଲେ ଭାରତୀୟ ନୌସେନାରେ ଚାକିରି ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୩୩୮ଟି ପଦବୀ ପୂରଣ ହେବ। ପୂରା ସୂଚନା ଜାଣିବା ପାଇଁ ପଢନ୍ତୁ…
HCL ରେ ଚାକିରି ସୁଯୋଗ। ୧୦ମ ପାସ୍ ଓ ITI କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ୨୭୦ ପଦବୀ ଖାଲି ଅଛି।
PGCIL ବିଭିନ୍ନ ପରିଚାଳନାଗତ ପଦବୀ ପାଇଁ ଆବେଦନ ଜାରି କରିଛି। ସମୁଦାୟ ୩୨ ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ…
ଆପଣ ୧୦ମ ଆଉ ୧୨ଶ ପାସ୍ କରି ଘରେ ଅଛନ୍ତି ଆଉ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି, ତେବେ ସୁବର୍ଣ୍ଣ ସୁଯୋଗ। ଏଇଠି ଅଛି ଚାକିରି…
ଆପଣ ୧୦ମ ପାଶ କରି ସରକାରୀ ଚାକିରି କରିବାକୁ ଚାହାନ୍ତି କି। ତେବେ ପୋଷ୍ଟ୍ ଅଫିସ୍ରେ ଏହି ସୁଯୋଗ ଅଛି। ୨୪ଟି ପୋଷ୍ଟ୍ ପାଇଁ ବାହାରିଛି ଆବେଦନ ଫର୍ମ।
ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।
AAI ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୪୦୦ ପଦବୀ ପାଇଁ AAI ଆବେଦନ ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।
ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ କୋଲ୍ ଇଣ୍ଡିଆରେ ଚାକିରି। ୧୦୫୦ଟି ପଦବୀ ପୂରଣ ହେବ। ଦରମା ୫୦ ହଜାର ଉପରେ।
ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ୍ ଅଫ୍ ବରୋଦାରେ ଖାଲି ପଡିଛି ୩୨୫ଟି ପଦବୀ।